Kie Dela Udei Mo Suna Chadhei Lyrics

Kie Dela Udei Mo Suna Chadhei Lyrics

Kie Dela Udei Mo Suna Chadhei Lyrics

Facebook
WhatsApp
Telegram

Explore the evocative lyrics of ‘Kie Dela Udei Mo Suna Chadhei’ and enjoy a complimentary PDF download. Immerse yourself in the emotive storytelling of this Odia song, available for easy access and enjoyment

Kie Dela Udei Mo Suna Chadhei Lyrics

କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ..
କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ..

ଆଉ କେ ଆସିବ ଫେରି ପଞ୍ଜୁରୀ କୁ ଝୁରି ଝୁରି
କୁହୁଡି ର ଛାତି ଚିରି… ଡେଣା ବାଡେଇ
କିଏ ଦେଲା ଉଡ଼େଇ ମୋ ସୁନା ଚଢ଼େଇ
କିଏ ଦେଲା ଉଡ଼େଇ ମୋ ସୁନା ଚଢ଼େଇ

ଆଇନା ମୋର ଯାଇଛି ଭାଙ୍ଗି
ଦିଶୁନି ନିଜ ଛବି..
ମଝି ଦିନରେ ଶୁରୁଯ ମୋର
ଆକାଶେ ଗଲା ଡୁବି..

ଆଇନା ମୋର ଯାଇଛି ଭାଙ୍ଗି
ଦିଶୁନି ନିଜ ଛବି..
ମଝି ଦିନରେ ଶୁରୁଯ ମୋର
ଆକାଶେ ଗଲା ଡୁବି..

ଅଦିନେ ଆସିଲା ବଢ଼ି ଭଉଁରୀ ରେ ଗଲି ପଡ଼ି,
କିଏ ଆଉ ନବ ଟାଣି ହାତ ବଢେଇ..

କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ..
କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ..

ରୂପା ଜନ୍ମ ରୁ ହୀରା ଜୋଛନା
ସାଉଁଟି ଥିଲି କେତେ
ବାଟରେ କିଏ ଛଡେଇ ନେଲା
ଫେରିଲି ଖାଲି ହାତେ..

ରୂପା ଜନ୍ମ ରୁ ହୀରା ଜୋଛନା
ସାଉଁଟି ଥିଲି କେତେ
ବାଟରେ କିଏ ଛଡେଇ ନେଲା
ଫେରିଲି ଖାଲି ହାତେ..

କାହାକୁ ଦେବି ମୁଁ ଦୁଷ ସମୟ ତୋ ନାଗ ଫାଶ
ବିଷ କଳସୀ ରେ ମତେ ଦେଲା ବୁଡ଼େଇ..

କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ..
କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ..

ଆଉ କେ ଆସିବ ଫେରି ପଞ୍ଜୁରୀ କୁ ଝୁରି ଝୁରି
କୁହୁଡି ର ଛାତି ଚିରି ଡ଼େଣା ବାଡ଼େଇ…

କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ..
କିଏ ଦେଲା ଉଡେଇ ମୋ ସୁନା ଚଢ଼େଇ….

Kie Dela Udei Mo Suna Chadhei Lyrics PDF Download

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

From Most Popular Categories

You cannot copy content of this page