Megha Kadamba Odia Song Lyrics – Rakta Golapa | Humane Sagar

Megha Kadamba Odia Song Lyrics

Megha Kadamba Odia Song Lyrics – Rakta Golapa | Humane Sagar

Facebook
WhatsApp
Telegram

Megha Kadamba Odia song lyrics (ମେଘ କଦମ୍ବ) from the movie Rakta Golapa. Sung by the melody king Humane Sagar, featuring Elina Samantray and Abhishek. Superhit Odia romantic song lyrics by Sidharth Music. Read the full lyrics in both Odia and English fonts here!

Megha Kadamba Odia Song Lyrics

ଆଜିବି ତୋ ହସରେ କି ଯାଦୁ ଅଛିରେ
ଏ ଛତାଟି ଭିତରେ ମୋ ହୁଏ ଯଖମ ।
ଗଜରା ତୁ ନାଇକି ବୁଲିକି ଚାହିଁଲେ
ଏ ମନ କହୁଛି ମୋ ପାଖେ ରହମ।
ଆଲୋ ମୋ ମେଘ କଦମ୍ବ ବଢ଼ାନି ମୋ ମନ ବେଗ
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶
ଆଲୋ ମୋ ମେଘ କଦମ୍ବ ତୋ ସାଥେ ଯୋଡିଲି ଭାଗ୍ୟ।
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶।।

      🎶🎵🎵🎵🎶

ରୂପର ତୋ ସୁନ୍ଦର କରୁଛି ଅଧିର
ତୁ କଉ କୋଣାର୍କ ମୁଁ ଜାଣିପାରେନା
ଅଳତା ତୁ ନାଇଲେ ପୃଥିବୀ ମନ୍ଦାର
ତୁ କଉ ଫଗୁଣଟେ ବୁଝିପାରେନା।।

ଆଲୋ ମୋ ମେଘ କଦମ୍ବ ବଢ଼ାନି ମୋ ମନ ବେଗ
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶
ଆଲୋ ମୋ ମେଘ କଦମ୍ବ ତୋ ସାଥେ ଯୋଡିଲି ଭାଗ୍ୟ।
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶।।
🎵🎵🎵🎵
ତୋ ସାଙ୍ଗେ ଚାଲିବି ମୁଁ ତୋ ସାଥେ ଝୁଣ୍ଟିବି
ଜାଣେନା ବୁଝେନା ମୁଁ ତୋ ଛଡା କିଛିବି
ଗହଳି ସହର ତୁ ମୋ ମନ ଭିତରେ ତୋ ବିନା ତୋ ବିନା ମୁଁ ନୀରବ..।

ଆଲୋ ମୋ ମେଘ କଦମ୍ବ ବଢ଼ାନି ମୋ ମନ ବେଗ
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶
ଆଲୋ ମୋ ମେଘ କଦମ୍ବ ତୋ ସାଥେ ଯୋଡିଲି ଭାଗ୍ୟ।
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶।।
🎶🎶🎶
ଆଲୋ ମୋ ମେଘ କଦମ୍ବ ବଢ଼ାନି ମୋ ମନ ବେଗ
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶
ଆଲୋ ମୋ ମେଘ କଦମ୍ବ ତୋ ସାଥେ ଯୋଡିଲି ଭାଗ୍ୟ।
ଆଲୋ ମୋ ମେଘ କଦମ୍ବ ତୋ ସାଥେ ହୋ…… 🎶🎶।।
🎶🎶🎶

🎵 Megha Kadamba Song Credits

  • Song: Megha Kadamba
  • Film: Rakta Golapa
  • Singer: Humane Sagar
  • Lyrics: Rakesh Dash
  • Music Director: Ashish Pradhan
  • Music Label: Sidharth Music

🎬 Film Credits

  • Starring: Elina Samantray, Abhishek Giri, Choudhury Jay Prakash Das, Samaresh Routray, Hara Rath & Udit Guru
  • Directors: Peenakee Singh & Sisir Kumar Sahu
  • Producers: Ashrujeet Mahapatra & Shovan Das
  • Banner: Sidharth Music
  • DOP: Yudhisthira Behera
  • Film Editor: Ankit Bidyadhar & Peenakee Singh

🎼 Technical & Music Team

  • Music Produced & Arranged by: Shruti Prakash Dash
  • Vocals Recorded by: Sambit Kumar Mohanty (Somesh Studio, Bhubaneswar)
  • Backing Vocals: Ashish Pradhan, Sanskruti Sharma, Shruti Prakash Dash
  • Flute: Aniket Maharana
  • Mixed & Mastered by: Shruti Prakash Dash
  • Choreographers: Peenakee Singh, Sisir Kumar Sahu, Amit Nayak And Team
  • Background Music: Ashish Pradhan

🎧 Listen to Megha Kadamba on Official Platforms

Leave a Comment

You cannot copy content of this page