Jhal Mudhi Khaibi Limbuda Limbuda Lyrics in Odia | Suhani Music

Jhal Mudhi Khaibi Limbuda Limbuda Lyrics in Odia

Jhal Mudhi Khaibi Limbuda Limbuda Lyrics in Odia | Suhani Music

Facebook
WhatsApp
Telegram

Get the complete lyrics of the romantic Odia song “Jhal Mudhi Khaibi Limbuda Limbuda” presented by Suhani Music. Read and enjoy the latest Odia song lyrics online!

Jhal Mudhi Khaibi Limbuda Limbuda Lyrics in Odia

ଝାଲମୁଢି ଖାଇବି… ଲିମ୍ବୁଡା ଲିମ୍ବୁଡା ଗାଇବି
ସରକାରୀ ସ୍କୁଲରେ ପାଠ ଯାଇ ପଢ଼ିବି
ତୋ ସାଥିରେ ଚାଲି ଚାଲି ସ୍ବପ୍ନର ଘର ଗଢ଼ାଇବି
🎶🎶🎶🎶
ଝାଲମୁଢି ଖାଇବି… ଲିମ୍ବୁଡା ଲିମ୍ବୁଡା ଗାଇବି
ସରକାରୀ ସ୍କୁଲରେ ପାଠ ଯାଇ ପଢ଼ିବି
ତୋ ସାଥିରେ ଚାଲି ଚାଲି ସ୍ବପ୍ନର ଘର ଗଢ଼ାଇବି
ଗାଁ ଦାଣ୍ଡ ଧୂଳିରେ.. ଖେଳିବା ଯେ ଲୁଚକାଳି
ତୋ ସାଥେ ବସି ଖାଇବି ଆମ୍ବକସି ଚଣାଭାଜି
ତୁ ଟିକେ ହସି ଦେଲେ ସତେ ଫୁଟେ କଇଁଫୁଲ
ସେହି ହସ ପାଇଁ ଦେଇ ଦେବୀ ଏଇ ଦୁନିଆର ସବୁ ମୂଲ
ହାତରେ ହାତଛନ୍ଦି ଆକାଶର ତାରା ଗଣିବି…

ଝାଲମୁଢି ଖାଇବି… ଲିମ୍ବୁଡା ଲିମ୍ବୁଡା ଗାଇବି
ସରକାରୀ ସ୍କୁଲରେ ପାଠ ଯାଇ ପଢ଼ିବି
ତୋ ସାଥିରେ ଚାଲି ଚାଲି ସ୍ବପ୍ନର ଘର ଗଢ଼ାଇବି
🎶🎶🎶🎶
ବହିବସ୍ତାନି ଧରି ଯେବେ ସ୍କୁଲ ବାଟେ.. ଲୁଚି ଲୁଚି ଚାହୁଁଥିବୀ ତତେ ପହିଲି ଘାଟେ
ମେଘ ବରଷିଲେ ଗୋଟିଏ ଛତାରେ ଆମେ ଚାଲିବା..
ଏମିତି ଖୁସିରେ ସାରା ଜୀବନକୁ ଆମେ ବଂଚିବା
ତ ବିନା ଏଇ ଜୀବନରେ ଆଉ କିଛି ମୁଁ ଚାହେଁନା
ତୋ ସାଥିରେ ଚାଲି ଚାଲି ସ୍ବପ୍ନ ଘର ଗଢ଼ାଇବି
ଝାଲମୁଢି ଖାଇବି… ଲିମ୍ବୁଡା ଲିମ୍ବୁଡା ଗାଇବି
ସରକାରୀ ସ୍କୁଲରେ ପାଠ ଯାଇ ପଢ଼ିବି
ତୋ ସାଥିରେ ଚାଲି ଚାଲି ସ୍ବପ୍ନର ଘର ଗଢ଼ାଇବି

ତୋ ମିଠାହସରେ.. ତୋ ମିଠା ହସରେ… ମନ ହେଲା ପାଗଳ
ତୋ ମିଠାହସରେ.. ତୋ ମିଠା ହସରେ… ମନ ହେଲା ପାଗଳ
ପ୍ରେମର ରଙ୍ଗରେ ରଙ୍ଗେଇଦେଲୁ ମୋ ହୃଦୟ ସକଳ
ତୋ ଆଖିର ଇସାରା ଲାଗେ ଚାନ୍ଦ ର ଆଲୋକ
ତୋ କଥା ଶୁଣିଲେ ଭୁଲିଯାଏସବୁ ଦୁଃଖ।.. ହାତେହାତ ଧରି ଚାଲିବା ଜୀବନ ରାସ୍ତାରେ
ତୁ ଥିଲେ ଖୁସି ଭରିଯାଏ ମନ ପ୍ରତି ଶ୍ୱାସରେ
ପ୍ରେମର ପବନେ ଉଡେ ମୋ ମନ
ମନ ମୋ ଗାଏ ହୃଦୟ ପ୍ରତିକ୍ଷଣ

ଝାଲମୁଢି ଖାଇବି… ଲିମ୍ବୁଡା ଲିମ୍ବୁଡା ଗାଇବି
ସରକାରୀ ସ୍କୁଲରେ ପାଠ ଯାଇ ପଢ଼ିବି
ତୋ ପାଇଁ ଏ ଜୀବନ ସାରା ଭଲ ପାଇବି
ରଙ୍ଗୀନ ସ୍ୱପ୍ନରେ ଲେଖିବି ଆମ ଏ କାହାଣୀ….
ମୋ ହୃଦୟରୁ ଏକମାତ୍ର ରାଣୀ…
,…… ❤️….

Leave a Comment

You cannot copy content of this page