Janha ku Pachara Lyrics

Janha ku Pachara Lyrics

Janha ku Pachara Lyrics

Facebook
WhatsApp
Telegram

Janha ku Pachara Lyrics that will touch your soul, make you move, and stay with you long after the last note fades.

Janha ku Pachara Lyrics

ଜହ୍ନ କୁ ପଚାର…
ଜହ୍ନ କୁ ପଚାର କହିବ ସେ ସତ
ଜହ୍ନ କୁ ପଚାର କହିବ ସେ ସତ

ତୁମକୁ ଖୋଜିଛି କେତେ
ତୁମକୁ ଖୋଜିଛି କେତେ

ଲୁହ କୁ ପଚାର ପଚାର
ପଚାର….

ଲୁହ କୁ ପଚାର ଛାତିରେ ଦରଦ
ଲୁହ କୁ ପଚାର ଛାତିରେ ଦରଦ

ଲୁଚେଇ ରଖିଛି କେତେ
ଲୁଚେଇ ରଖିଛି କେତେ

ମୁଁ ଜହ୍ନ ରେ ଖୁଜିଛି କେତେ
ମୁଁ ତରାରେ ଖୋଜିଛି କେତେ

ଚାନ୍ଦିନୀ ରାତିରେ ମିଠା
ସପନରେ ତୁମକୁ ଦେଖୁଚି କେତେ

ହେ ମେଘରେ ଖୋଜିଛି କେତେ
ହୋ ସାଗରେ ଖୋଜିଛି କେତେ

ସାଗର ବେଳାରେ ସିପ ସାମୁକାର
ତୁମ ନାଁ ଲେଖିଛି କେତେ

ଫୁଲ କୁ ପଚାର ପଚାର ପଚାର
ଫୁଲ କୁ ପଚାର ତୁମ ଠିକଣା ରେ
ଫୁଲ କୁ ପଚାର ତୁମ ଠିକଣା ରେ

ଚିଠି ମୁଁ ଦେଇଛି କେତେ
ଚିଠି ମୁଁ ଦେଇଛି କେତେ

ହେ ଫଗୁଣ ଟିକିଏ ଶୁଣ
ହେ ତୁମକୁ ମଳୟ ରାଣ
ପ୍ରିୟା କୁ ଲୁଚେଇ ଫୁଲରେ ସଜେଇ
କଉଁଠି ରଖିଚ ଆଣ

ହେ ଶ୍ରାବଣ ଟିକିଏ ଶୁଣ
ହେ ତୁମକୁ ବରଷା ରାଣ
ପ୍ରିୟା କୁ ଭିଜେଇ ମେଘରେ ଘୋଡେଇ
କଉଁଠି ରଖୁଚ ଆଣ

ମେଘ କୁ ପଚାର ପଚାର ପଚାର…
ମେଘକୁ ପଚାର ଆଖରୁ ବରଷା
ମେଘକୁ ପଚାର ଆଖରୁ ବରଷା

ଅଦିନେ ଝରିଛି କେତେ
ଅଦିନେ ଝରିଛି କେତେ

ଜହ୍ନ କୁ ପଚାର କହିବ ସେ ସତ
ଜହ୍ନ କୁ ପଚାର କହିବ ସେ ସତ

ତୁମକୁ ଖୋଜିଛି କେତେ
ତୁମକୁ ଖୋଜିଛି କେତେ

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics

To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Janha ku Pachara Lyrics- Download

Leave a Comment

You cannot copy content of this page