Get the complete Jaga Ase Nandighosa Re lyrics of the beautiful Odia Jagannath Bhajan ‘Jaga Ase Nandighosa Re’ sung by Manke. Find full song credits and video details here.
Jaga Ase Nandighosa Re Lyrics – ଜଗା ଆସେ ନନ୍ଦିଘୋଷରେ
ହରି ବୋଲ….. ହରି ବୋଲ….
ଜୟ ଜଗନ୍ନାଥ….
ଜୟ ଜଗନ୍ନାଥ…….
ଟାହିଆ ନାଚେ ହଲିହଲି …
ନାଲିଆ ହସ ଖିଲିଖିଲି….
ଚମକେ ପାଟ ଝିଲିମିଲି….
ଚାହୁଁଛି ସିଏ ବୁଲିବୁଲି…..
ଟାହିଆ ନାଚେ ହଲିହଲି …
ନାଲିଆ ହସ ଖିଲିଖିଲି….
ଚମକେ ପାଟ ଝିଲିମିଲି….
ଚାହୁଁଛି ସିଏ ବୁଲିବୁଲି…..
କଳାନଦୀ ବହେ ଦାଣ୍ଡରେ…
ମୋ ଜଗାରେ….
ମୋ ଜଗାରେ…
ଆସୁତୁ ନନ୍ଦିଘୋଷରେ…
ମୋ ଜଗାରେ….
ଆସୁତୁ ନନ୍ଦିଘୋଷରେ…
ଆସୁତୁ ନନ୍ଦିଘୋଷରେ…..
🎶🎶🎶
ଜୟ…. ଜଗନ୍ନାଥ 🙏
ତୋ ରସ ତାର ଝଟକ…କରୁଛି କେତେ ନାଟକ
କାଳିଆ ରସମ ରସ ରଙ୍ଗରେ
ଯେମିତି କାଳିଆ ହାତୀ…. ପାଗଳ ହଉଛି ଏଠି..
ମାନୁନି ମନୁଆ ତାର ଢଙ୍ଗରେ…
ବାଇଁଶି ପାହାଚ ଡେଇଁ… ଭକତ ଭିଡକୁ ଛୁଇଁ
ଝୁମିକି ଆସିଲା କଳା କହ୍ନେଇ..
ଗୁଡ଼କୁ ପିମ୍ପୁଡି ପରି ଭକତ ଗଲେଣି ଭିଡି…
ନବା ପାଇଁ ତାକୁ ଟିକେ କୁଣ୍ଢେଇ….
ହରିବୋଲ ସଭି ତୁଣ୍ଡରେ
ମୋ ଜଗାରେ….
ମୋ ଜଗାରେ…..
ଆସୁତୁ ନନ୍ଦିଘୋଷରେ….
ମୋ ଜଗାରେ…..
ଆସୁତୁ ନନ୍ଦିଘୋଷରେ….
ଆସୁତୁ ନନ୍ଦିଘୋଷରେ….
ଜୟ…. ଜଗନ୍ନାଥ… 🙏ଛୁଇଁଲେ ରଥ ଦଉଡି…. କାଳିଆ କଳାକଉଡ଼ି କରୁଣା କସ୍ତୁରି ଦିଏ ଅଜାଡି…..
ଯାଅରେ ଦାଣ୍ଡରେ ଗଡି… ପାତକ ଯିବରେ ଛାଡି… ପାପି ଜୀବନଟା ଦବ ସଜାଡି……
🎶🎶🎶🎶
ମାଉସି ଘରକୁ ଯାଏ ଭଉଣୀ ଭାଇକୁ ନିଏ…..
ନଅ ଦିନ ପାଇଁ କରି ଯାତେରା….
ଜମୁଛି ଘଟୋଲ ଆଜି… ଆଶାଢ଼ୀ ପାଗରେ ଭିଡି
ଭାବମନ ପରିବେଶ ନିଆରା…..
ଭକ୍ତ ଭାସେ ଭାବ ସ୍ୱପ୍ନରେ…..
ମୋ ଜଗାରେ….. ମୋ ଜଗାରେ…ଆସୁତି ନନ୍ଦିଘୋଷରେ
ମୋ ଜଗାରେ…….
ଆସୁତି ନନ୍ଦିଘୋଷରେ……
ଆସୁତି ନନ୍ଦିଘୋଷରେ…..
Song Credits & Details
- Song Title: Jaga Ase Nandighosa Re (ଜଗା ଆସେ ନନ୍ଦିଘୋଷରେ)
- Singer: Manke
- Lyrics: Ananda Bhuyan
- Music Director: Suresh Panda
- Music Arrangement: Muna Bhai & Suman
- Recording & Mixing: MRR Studio, Cuttack
- Video Making & Editing: Digital Crew (Bapi)
- Producer: Ananda Bhuyan
- Banner & Music Label: Ananda Odisha Music
- Official Contact: +91 7008337465 (Ananda Bhuyan)