Good Morning Quotes in Odia Language : To start your day on a positive note, it’s important to have good morning quotes. Good morning quotes not only provide you with inspiration for the day but also make you feel loved by your friends and family. I have collected some of these great quotes in this post which I hope that you find both inspirational and comforting.
ପ୍ରତିଦିନ ସକାଳୁ ଆମ
ଜୀବନରେ ଏକ ନୂଆ ଗପ ଲେଖାଯାଏ ସେ ଗପକୁ ସୁନ୍ଦର
ବାନେଇବା ଦାୟିତ୍ୱ ଆମର l
” ଶୁଭ ସକାଳ “
ଅସମ୍ମାନର ଜବାବ ଏତେ ସମ୍ମାନ ରେ
ଦିଅନ୍ତୁ କି ସାମ୍ନା ଵାଲା ବି ଲଜ୍ଜିତ ହୋଇଯିବ l
“ଶୁଭ ସକାଳ “
କ୍ଷମା ଠାରୁ ବଳି କୌଣସି ଦଣ୍ଡ ନାହିଁ l
ନୀରବତା ଠାରୁ ବଳି କୌଣସି ଉତ୍ତର ନାହିଁ l
💞 Good morming 💞
ସେହିଦିନ ଠାରୁ ଭଲ ମୁଁ ପାଇଲି
ତରଳି ଗଲା ମୋ ମନ….
ମନ ମୁଁ ଦେଇନି ହୃଦୟ ଦେଇଛି
ବିଶ୍ୱାସ ହିଁ ଭଗବାନ
Good morning
ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେବି
ଭଲ ସମ୍ପର୍କ ନଥାଏ,
ଯାହା ହୃଦୟରେ ଥାଏ, ତାହା ଭାଗ୍ୟରେ ନଥାଏ l
“ଶୁଭ ସକାଳ “
ଯଦି କାହାର କିଛି ଭଲ କରିପାରିବ ନାହିଁ,
ତେବେ ତାହାର ଖରାପ ବି ଚିନ୍ତା କର ନାହିଁ l
….Good morning….
କଠିନ ପରିଶ୍ରମ ଜାରି ରଖନ୍ତୁ,
ଏବଂ ଦିନେ ଆପଣ ପଛକୁ ଚାହିଁ
ଆଶ୍ଚର୍ଯ୍ୟ ହେବେ ଯେ ଆପଣ
ଜୀବନରେ କେତେ ସଫଳତା
ପାଇଛନ୍ତି l
ସୂର୍ଯ୍ୟ ବିନା ସକାଳ ହୋଇନଥାଏ l
ଚାନ୍ଦ ବିନା ରାତି ହୋଇନଥାଏ l
ବାଦଲ ବିନା ବର୍ଷା ହୋଇନଥାଏ l
ତୁମ ସ୍ଥିତି ବିନା ଦିନର ଆରମ୍ଭ ହୋଇନଥାଏ l
ଯେଉଁ ଦିନଠାରୁ ତୁମେ ତୁମର ତୁଳନା
ଅନ୍ୟ କାହା ସହିତ କରିବ ନାହିଁ,
ସେଇ ଦିନଠାରୁ ତୁମେ
ଅତୁଳନୀୟ ହୋଇଯିବ..
ଶୁଭ ସକାଳ 💕
ଧନ ଠାରୁ ମନ କଳେ କାଳେ ବଡ ଧନ ତ ଦୁଇ ଦିନର,
ମନ ଥିଲେ ଧନ ପ୍ରାପତ ହୁଅଇ ଏଇ ରୀତି ଦୁନିଆର l
” Good Morning “
ନିଜକୁ କାହା ସହିତ ତୁଳନା କରି
ନିଜର ଅପମାନ କରନ୍ତୁ ନାହିଁ l
“Good morning “
କାଲିର ଚିନ୍ତା ଆଜି କର ନାହିଁ,
ନିଜ କର୍ମ କରିଚାଲ l
ଯେଉଁ ଭଗବାନ
ଆଜି ତୁମକୁ ସମ୍ଭାଳିଛନ୍ତି
କାଲିବି ସେ ତମକୁ ସମ୍ଭାଳିବେ l
ଶୁଭ ସକାଳ 🌄
କିଏ ଜାଣିଛ କାଲି କଣ ହେବ
ସବୁବେଳେ
ବର୍ତମାନ ରେ ଖୁସି ରହିବା ଶିଖ l
🌄Good morning 🌄
Good Morning Quotes in Odia
50+ Odia Love Shayari Hindi and English Click Here
Good Morning Quotes in Odia, Good Morning Quotes in Odia, Good Morning Quotes in Odia, Good Morning Quotes in Odia, Good Morning Quotes in Odia,