Short Stories for kids in Odia : With so many amazing short stories on their way, we are certain that your kids will have a great time exploring this new section. And if you have already read some of these stories, share them with us in the comments section and tell us how it made you feel. One thing is for sure – you’ll be glad that your children get to read such quality content daily!
We are excited to share these incredible stories with you. After reading them, you will be amazed at the creativity of some of the writers. We can’t wait to see what their new creations will be like!
Best Short Stories for kids in Odia
ସୁନା ଅଣ୍ଡା ଦିଆ କୁକୁଡ଼ା (କାହାଣୀ)
ଗୋଟିଏ ଗ୍ରାମରେ ଜଣେ ରାମୁ ନାମ ଏକ ବ୍ୟକ୍ତି ରହିଥାଏ ।ତାର ଏକ ଚମତ୍କାର କୁକୁଡ଼ା ରହିଥିଲା ସେ କୁକୁଡ଼ା ଚମତ୍କାର କାହିଁକି ସେ ପ୍ରତି ଦିନ ସୁନା ଅଣ୍ଡା ଦେଉଥାଏ ।ଆଉ ସେହି ସୁନା ଅଣ୍ଡାକୁ ନେଇ ସେ ପ୍ରତି ଦିନ ବାଜାରରେ ବିକ୍ରି କରି ବହୁତ୍ ଟଙ୍କା ଓ ବଡ଼ ଘର ସବୁ ହୋଇଗଲା।ତା କିଛି ଦିନ ଗଲାପରେ ତାର ମୁଣ୍ଡକୁ ଗୋଟିଏ ଉପାୟ ଆସିଲା । ମୁଁ ଯଦି କୁକୁଡ଼ାର ପେଟକୁ କରିଦେବି ତା ହେଲେ ମୁଁ ବହୁତ୍ ସାରା ସୁନା ଅଣ୍ଡା ପାଇଯିବି । ଆଉ ଏ ସହରରେ ବହୁତ୍ ବଡ଼ ଧନୀ ବ୍ୟକ୍ତି ହୋଇଯିବି। ଏହି ସବୁ କଥାକୁ ଚିନ୍ତା କରି ସେ ଏକ ଧାରୁଆ ଛୁରୀକୁ ଆଣି ସେ ତାର କୁକୁଡ଼ାର ପେଟକୁ କାଟି ଦେଇ ସୁନା ଅଣ୍ଡା ଖୁଜିବାକୁ ଲାଗିଲା । କିନ୍ତୁ ତାକୁ ଗୋଟିଏ ବି ଅଣ୍ଡା ମିଳିଲା ନାହିଁ ….
ସେ ଅନ୍ୟ ସବୁ କୁକୁଡ଼ା ପାରି ସାଧାରଣ କୁକୁଡ଼ା ଥିଲା । ରାମୁ ବହୁତ୍ ଦୁଃଖ ଏବଂ କାନ୍ଧିବାକୁ ଲାଗିଲା ଆଉ ତାର ଲୁଭର ଫଳ ପାଇଲା ।
ପିଲା ମାନେ ଏଥିରୁ ଆମେ କଣ ଶିଖିଲେ । ଅତି ଲୁଭ ବିନାଶକ..
ଶୋଷିଲା କାଉ: (କାହାଣୀ)
ଥରେ, ଏହା ଏକ ଗ୍ରୀଷ୍ମ ମାସ ଥିଲା | ଏକ କାଉ ବହୁତ ଶୋଷିଲା ଥିଲା। ସେ ଜଳ ସନ୍ଧାନରେ ଉଡିବାକୁ ଲାଗିଲା ଉଡ଼ିବା ଆରମ୍ଭ କଲା, କିନ୍ତୁ ସେ କଣସି ସ୍ଥାନରେ ପାଣି ପାଇଲା ନାହିଁ | ପ୍ରବଳ ଗରମ ଯୋଗୁଁ ତାର ଶୋଷ ବଢିବାକୁ ଲାଗିଥିଲା। କାଉ ବଞ୍ଚିବାର ଆଶା ଛାଡି ଦେଇଥିଲା। କିନ୍ତୁ ସେ ହାର୍ ମାନିଲା ନାହିଁ, ସେ ପୁଣି ପାଣି ଖୋଜିବାକୁ ଗଲା, ହଠାତ୍ ସେ ପାଣିରେ ପରିପୂର୍ଣ୍ଣ ଏକ କଳସୀ ପାତ୍ର ଦେଖିଲ |
ସେ ସେହି କଳସୀ ପାତ୍ରକୁ ଦେଖି ବହୁତ ଖୁସି ହୋଇ ଗଲା ସଙ୍ଗେ ସଙ୍ଗେ କଳସୀ ପାତ୍ର ପାଖକୁ ଉଡିଗଲା | ପାତ୍ରରେ ଥିବା ପାଣି ଏତେ କମ୍ ଥିଲା ଯେ ତାର ଥଣ୍ଟ ପାଣିରେ ପହଞ୍ଚି ପାରିଲା ନାହିଁ | ଏହା ଦେଖି ସେ ବିରକ୍ତ ହେଲା | ସେ ପାଣି ପିଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲା ମଧ୍ୟ ସେ ସଫଳ ହୋଇ ପାରିନଥିଲା।ସେ ନିରାଶ ହୋଇ ସେଠାରୁ ଚାଲିଯିବା ମାତ୍ରେ ହଠାତ୍ ତାର ଆଖି ଛୋଟ ଛୋଟ ପଥର ଉପରେ ପଡିଗଲା।ସେ ପ୍ରତ୍ୟେକ ପଥରଟିକୁ ନିଜ ଥଣ୍ଟ ସହିତ ଉଠାଇ ପାଣିରେ ପକେଇବାକୁ ଲାଗିଲା | ଧୀରେ ଧୀରେ ପାଣି ଉପରକୁ ଉଠିବାକୁ ଲାଗିଲା ଏବଂ କାଉ ପୁରା ପାଣି ପିଇ ସେଠାରୁ ଉଡିଗଲା |
ଲୋଭୀ କୁକୁର: ( କାହାଣୀ )
ଏକ କୁକୁର ବହୁତ ଭୋକିଲା ଥିଲା | ସେ ଖାଦ୍ୟ ସନ୍ଧାନରେ ବହୁତ ବୁଲିବାକୁ ଲାଗିଲା।ତଥାପି ମଧ୍ୟ କିଛି ଖାଇବାକୁ ପାଇଲା ନାହିଁ ବହୁତ୍ ଖୁଜା ଖୁଜି ପରେ ସେ ଏକ ରୋଟି ଦେଖିବାକୁ ପାଇଲା | କୁକୁରଟି ରୋଟି ଦେଖି ବହୁତ ଖୁସି ହେଲା | ସେ ରୋଟି ପାଖକୁ ଆସି ପାଟିରେ କାମୁଡି ରଖି ନଦୀ କୂଳକୁ ନେଇଗଲା।ନଦୀ ପାଖ ପହଞ୍ଚି ଭାବିଲା ମୁଁ ନଦୀ ପାରି ହୁଇ ଖାଇବି ଏବଂ ସେ ନଦୀ ପାରିହୁଇବାକୁ ଗଲା ନଦୀ ପାରି ହେବାବେଳେ କୁକୁରଟି ତାର ଛାଇକୁ ପାଣିରେ ଦେଖି ଭାବିଲା ଯେ ଏହା ଏକ ଅନ୍ୟ କେହି କୁକୁର ମୁଁ ଯଦି ତାର ରୁଟି ତାକୁ ଡରେଇ ନେବି ତାହାଲେ ମୋ ପାଖରେ ଦୁଇଟି ରୋଟି ହେଇଯିବ।ସେ ତାକୁ ଡରେଇବ ବୋଲି ଭୋକିବାକୁ ଲାଗିଲା ଭୋକିବା ଆରମ୍ଭ କରିବା ମାତ୍ରେ ତାର ରୁଟି ପାଟିରୁ ନଦୀକୁ ଖସି ପଡ଼ିଲା ଏବଂ ସେ ଭୋକିଲା ରହିଲା।
ଶିକ୍ଷା – ଆମେ ସବୁବେଳେ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଉଚିତ୍ |
ସିଂହ ଏବଂ ମୂଷା କାହାଣୀ :
ଥରେ, ଶୀତ ଦିନ ଥିଲା ଏବଂ ସିଂହ ସୂର୍ଯ୍ୟକିରଣରେ ଶୋଇଥିଲା | ଠିକ୍ ସେତିକିବେଳେ ସେଠାରେ ଏକ ମୂଷା ଆସି ଶୋଇଲା ସିଂହର ଶରୀର ଉପରେ ଡେଇଁବା ଆରମ୍ଭ କଲା | ଯେଉଁଥିପାଇଁ ସିଂହ ଉଠିଲା ଏବଂତାର ଭାରି ପଞ୍ଜା ସହିତ ମୂଷାକୁ ଧରିଲା | ସିଂହ ରାଗରେ କହିଲା, “ମୂର୍ଖ ମୂଷା ମୋତେ କାହିଁକି ହଇରାଣ କରୁଛୁ, ବର୍ତ୍ତମାନ ତତେ ଏଥିପାଇଁ ତୁ ନିଶ୍ଚିତ ଦଣ୍ଡ ପାଇବୁ |
ଏହା ପରେ ମୂଷା ବହୁତ ଭୟଭୀତ ହୋଇ ସିଂହକୁ କ୍ଷମା ମାଗି କହିଲା, ମୋତେ ଯଦି ଛାଡିଦବ , ତୁମର ସାହାଯ୍ୟ ଆବଶ୍ୟକ ପଡେ, ତୋ ତେବେ ମୁଁ ନିଶ୍ଚିତ ଭାବରେ ତୁମକୁ ସାହାଯ୍ୟ କରିବି | ଏହା ଶୁଣି ସିଂହ ହସିବାକୁ ଲାଗିଲା ଏବଂ ଭାବିଲା ଏହି ଛୋଟ ମୂଷା ମୋତେ କିପରି ସାହାଯ୍ୟ କରିବ? ମୂଷା ନିବେଦନ କରିବା ଦେଖି ସିଂହ ତାଙ୍କୁ କ୍ଷମା କରି ଛାଡିଦେଲା।
କିଛି ଦିନ ପରେ ସିଂହ ଜଙ୍ଗଲରେ ଶିକାରୀ ଜାଲରେ ଧରାପଡିଗଲା। ସିଂହ ସେହି ଜାଲରୁ ବାହାରିବା ପାଇଁ ବହୁତ ଚେଷ୍ଟା କରେ କିନ୍ତୁ ସେ ବାହାରକୁ ଆସିପାରିଲା ନାହିଁ | ଯାହାକି ତାର ମୂଷା କଥା ମାନେ ପଡ଼ିଲା ତାପରେ ସେ ଗର୍ଜନ ଛାଡି ମୂଷାକୁ ଡାକିଲା | ଆଉ ମୂଷା ଆସି ଜାଲକୁ କାଟିବାରୁ ସିଂହ ତାର ଜୀବନ ଶିକାରୀ ପାଖରୁ ବଛେଇ ପାରିଲା |ତାପରେ ସେ ଦୁଇ ଜଣ ଜାଲରେ ସାଙ୍ଗ ହୋଇରହିବାକୁ ଲାଗିଲେ |
ସଫଳତାର ରହସ୍ୟ |
ଥରେ ଜଣେ ପିଲାଟି ରାଜୁକୁ ପଚାରିଲା ସଫଳତାର ରହସ୍ୟ କ’ଣ?
ରାଜୁ ପିଲାଟିକୁ କହିଲା ତୁମେ ଆସନ୍ତାକାଲି ନଦୀ କୂଳରେ ମୋତେ ଭେଟିବ | ତୁମେ ମୋତେ ଭେଟିଲା ପରେ ମୁ କହିବି ସଫଳତାର ରହସ୍ୟ କ’ଣ ? ରାଜୁ ପିଲାଟିକୁ ସେ ତା ସାଥିରେ ନଦୀ ଆଡକୁ ଯିବାକୁ ଲାଗିଲା ଏବଂ ଯେତେବେଳେ ପିଲାଟି ଆଗକୁ ଯିବାକୁ ଲାଗିଲା | ଯେତେବେଳେ ପିଲାଟି ଗଳା ପର୍ଯ୍ୟନ୍ତ ପାଣି ପହଞ୍ଚିଲା, ସେତେବେଳେ ହଠାତ୍ ରାଜୁ ପିଲାଟିର ମୁଣ୍ଡକୁ ଧରି ପାଣିରେ ବୁଡ଼ାଇରଖିଲା |
ପିଲାଟି ବାହାରକୁ ଉଠିବାକୁ ସଂଘର୍ଷ କଲା, କିନ୍ତୁ ରାଜୁ ଶକ୍ତିଶାଳୀ ଥିବାରୁ ଏବଂ ସେ ପିଲାଟି ନୀଳ ହେବା ପର୍ଯ୍ୟନ୍ତ ତାକୁ ବୁଡ଼ାଇ ରଖିଥିଲେ | ତା’ପରେ ପିଲାଟିର ମୁଣ୍ଡକୁ ପାଣି ଭିତରୁ ବାହାର କରିଦେଲେ ଏବଂ ବାହାରକୁ ଆସିବା ମାତ୍ରେ ପିଲାଟି ପ୍ରଥମେ ଗଭୀର ନିଶ୍ୱାସ ନେବାରେ ଲାଗିଲା | ରାଜୁ ପଚାରିଥିଲେ, ତୁମେ ପାଣି ଭିତରେରେ ଥିବାବେଳେ ତୁମେ କ’ଣ ଅଧିକ ଚାହୁଁଥିଲ?
ପିଲାଟି ଉତ୍ତର ଦେଲା, ନିଶ୍ୱାସ ନେବାକୁ ଚାହୁଁଥିଲି |
ରାଜୁ କହିଲେ , “ଏହା ହେଉଛି ସଫଳତାର ରହସ୍ୟ। ଯେତେବେଳେ ତୁମେ ନିଶ୍ୱାସ ନେବାକୁ ସଂଘର୍ଷ କରୁଥୁଲ ସେହି ପରି ସଫଳତାର ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡିଥାଏ ..
ପକ୍ଷୀ ଓ ମହୁମାଛି ର କାହାଣୀ
ଏକ ମହୁମାଛି ଥିଲା | ସେ ଶୋଷିଲା। ସେ ନଦୀକୁ ପାଣିରେ ପିଇବାକୁ ଗଲା। ଆଉ ସେ ନଦୀକୁ ଯାଉଯାଉ ପାଣିରେ ପଡିଗଲା | ସେ ପାଣି ସୁଅରେ ଭାସି ଯାଉଥିବା ବେଳେ ,ନଦୀ ପାଖରେ ଥିବା ଗୋଟିଏ ଗଛରେ ବସି ପକ୍ଷୀଟି ଦେଖୁଥାଏ |ମହୁମାଛିଟି ପାଣିରେ ଅଣନିଶ୍ୱାସୀ ହେଇପଡୁଥାଏ |ତାହାର ଏହି କଷ୍ଟ ଦେଖି ନ ପାରି ପକ୍ଷୀଟି ବସିଥିବା ଗଛ ପତ୍ରକୁ ସେ ପାଣିକୁ ଭାଙ୍ଗି ପକାଇଲା |
ସେ ପତ୍ରକୁ ଭାଙ୍ଗି ପକାଇବାରୁ ,ପତ୍ରଟି ଭାସି ଭାସି ଯାଇ ମହୁମାଛି ପାଖକୁ ଗଲା ,ସେ ପତ୍ରଟି ମହୁମାଛି ପାଖକୁଯିବାରୁ ମହୁମାଛିଟି ସେ ପତର ଉପରକୁ ଉଠିଗଲା | ସେ ପତର ଉପରକୁ ଉଠିଯାଇ ମହୁମାଛିଟି ପକ୍ଷୀକୁ ଧନ୍ୟବାଦ କହି ଖୁବ ଆନନ୍ଦରେ ଉଡି ପଳାଇଲା |ଏବଂ ତା’ର ଜୀବନ ବଞ୍ଚିଗଲା। ଆଉ କିଛି ଦିନ ବିତିଗଲା ପରେ | ଜଣେ ଶିକାରୀ ଆସିଲା। ସେ ଶିକାରୀ ଜାଲ ପକାଇ କିଛି ଦାନା ପକାଇଲା | ପକ୍ଷୀଟି ଆସି ପଡିଥିବା ଦାନାକୁ ଖାଇବାକୁ ଲାଗିଲା |ଠିକ ପକ୍ଷୀଟି ଖାଇ ଆସୁଥିବା ବେଳେ ପଡିଥିବା ଜଳରେ ଛନ୍ଦି ହୋଇ ଗଲା |
ପକ୍ଷୀଟି ଜାଲରୁ ବାହାରି ବାକୁ ବହୁତ ଚେଷ୍ଟା କରିବା ପରେ ସେ ବାହାରି ନ ପାରିବାରୁ ସେ ବଞ୍ଚାଓ ବଞ୍ଚାଓ ଚିତ୍କାର କରିଚାଲିଲା | ଚିତ୍କାର କରିବାରୁ ଶିକାରୀ ଓ ମହୁମାଛିଟି ତାର ଚିତ୍କାର ଶୁଣି ଆସିଲେ | ଫାଖରେ ଥିବା ଶିକାରୀ ଆସି ଜାଲରୁ ବାହାର କରି ନେଇଯିବାକୁ ବସିଥାଏ |ସେଥିକି ସମୟରେ ମହୁମାଛି ତାର ସବୁ ସାଥୀକୁ ନେଇ ଆସି ଦେଖିଲା ଶିକାରୀ ହାତରେ ପକ୍ଷୀଟି ଅଛି |ତେଣୁ ମହୁମାଛିଟି ଶିକାରୀକୁ ଆକ୍ରମଣ କରିବାକୁ ଲାଗିଲା | ସେ ଶିକାରୀକୁ ହତ୍ୟା କରିବାରୁ, ପକ୍ଷୀଟି ଶିକାରୀ ହାତରୁ ତାର ଜୀବନ ବଞ୍ଚାଇ ସେ ଦୁଇ ଜଣ ଭଲ ସାଙ୍ଗ ହୁଇ ରହିବାକୁ ଲାଗିଲେ |
ଶିକ୍ଷା: ଭଲ କାମ କରିବା ଲାଭ ହିଁ ଅଟେ |
Thank you for visiting our website
Short Stories for kids in Odia, Short Stories for kids in Odia, Short Stories for kids in Odia, Short Stories for kids in Odia, Short Stories for kids in Odia, Short Stories for kids in Odia