Love Shayari in Odia Why wait? Get the best of love shayari from Love Shayari now! We have the best collection of Odia love shayari that are sure to make your day. Our love shayari will make you laugh, cry, and fall in love all at once. Whether you’re in a happy or sad mood, we’ve got the right love shayari for you. So, what are you waiting for? Get lost in our collection of Odia love shayari today!
Express your love through the most heart touching and romantic Shayaris on Love Shayari. With our Odia language hindi love Shayaris, you can express your feelings in ways that only those in love can understand. We have a variety of topics such as, love messages, cute love poems, meaningful quotes about love, and so much more. So, if you’re in need of a little pick me up or just wanna share your feelings with someone special, then reach for a heart warming Love Shayari from us!
Love Shayari is the best place to find Odia love shayari in the palm of your hand. From sweetheart poems to passionate declarations of love, our website has a compilation of shayaris that will make your heart melt. We also have a section dedicated to sad love shayari that will tug at your heartstrings, and make you realize just how precious love really is. So, whether you’re in the mood for a lighthearted love poem or a gut-wrenching one, Love Shayari has you covered. So, come and join us today!
Love Shayari in Odia
ହଜେଇ ଦେଇଛୁ ସପନକୁ ମୋର
ଭିଜେଇ ଦେଇଛୁ ମୋ ଆଖି ପତା
ସେଥିପାଇଁ ଆଜି ଭାବନାରେ ତୋର
ଲେଖୁଛି ବସି ମୁଁ ପ୍ରେମ କବିତା
ଲୋକ କହନ୍ତି ପ୍ରେମ ଏକ ଅଭୁଲା ସ୍ମୃତି
ପ୍ରକୃତ ପ୍ରେମରେ ଅନୁଭୂତି
ଭାଗ୍ୟରେ ଥିଲେ ମିଳେ
ପ୍ରେମ ହୁଏ ନାହିଁ, ହେଇଯାଏ ..
ପ୍ରେମ ବୁଝେନାହିଁ ପାପ କି କଳଙ୍କ
ପ୍ରେମ ଦେଖେନାହିଁ ଜାତି କି ଜାତକ
ପ୍ରେମ ଏତିକି ଏକ ସମ୍ପର୍କ,
ପବିତ୍ର ବନ୍ଧନ ଦୁଇଟି ପ୍ରାଣର
ନଥାଏ କିଛି ଫରକ
ନିବେଦନ ପତ୍ର ପାଇଲି ତୁମର
ପ୍ରେମର ପ୍ରଥମ ଚିହ୍ନ…
ଗ୍ରହଣ କରି ମୁଁ ଏତିକି କହୁଛି
ସାର୍ଥକ ହେଲା ଜୀବନ…
ଭାବନା ଭିତେର ପାଦ ଥାପି ଥାପି
ଧୀରେ ଧୀରେ ଆସୁ ତୁ…
ଆଖିକୁ ନଚେଇ ନିଜର ଭାବି
କେତେ କଥା କହିଦିଏ ମୁଁ…
ଯେତେ ଦେଖୁଥିଲେ ନୂଆ ଲାଗୁଥାଇ
ଆଖି ପିପାସା ମେଣ୍ଟେନା ,
ହେଲେ ଏଇ ଆଖି ପାପ ଆଶାରେ
କେବେ ତତେ ଚାହେଁନା
ତୁମରି ରୁପକୁ ହୃଦୟ ଅଇନା
ନୀତି ନୀତି ଦେଖୁଥାଇ
ସତ ଆଇନାରେ ସତ ରୂପ ତୁମ
ନୀତି ମୋ ପାଶେ ଆସଇ
କିଛି ଜଣା ନାହିଁ ମିଶିଗଲା ଆମ
ଦୁହିଁଙ୍କ ଦୁଇଟା ଆଖି
ଭଲ ପାଇବା ମୋର ଆରମ୍ଭ ହୋଇଲା,
ଭଗବାନ ରହିଲେ ସାକ୍ଷୀ
ପ୍ରେମର ସେ ସବୁ କଥା
ଲେଖିବାକୁ ହେଲେ କାଗଜ ଅଭାବ
ନାହିଁ ମୋର ସେହି ମଥା
ନିଆରା ପ୍ରେମିକା ନିଆରା ପ୍ରେମ
ନିଆରା ବାଗରେ ବଢୁଛି ଭାବ,
ନିଆରା ଢଙ୍ଗରେ ନିଆରା ରୀତିରେ
ପାଳୁଛି ନୀତି ପ୍ରେମ ପରବ ….
ପ୍ରେମ କର …. ସାରା ଜୀବନ କର ….
ବାସ ଆଶା ରଖନହିଁ , କାରଣ
କଷ୍ଟ ପ୍ରେମ ଦେଇ ନ ଥାଏ
କଷ୍ଟ ଆଶା ଦେଇଥାଏ
ଯଦି ବା ତାକୁ ମୁଁ କେବେ ଦେଖି ଦେଲେ,
ମନଟା କଣ ହୁଏ
ଭାବିବାକୁ ଲାଗେ ସତେ କି ମୁଁ ତାକୁ ,
ମୋ ଜୀବନଠୁ ଭଲ ପାଏ
ତମେ କଲେ ପର, ଖାଇବି ଜହର
ମାନେ ମୁଁ କରିଛି ପଣ
ତୁମରି ପ୍ରେମରେ ପ୍ରେମିକ ସାଜିବି
ନ କରିବ ହଇରାଣ…
ହସରେ ତୋର ଝୁରୁଛି ମୋତି,
ଆଖିରେ ତୋର ନାଚୁଛି ପ୍ରୀତି,
ମନରେ ତାର ଲାଗିଛି ତାତି,
ତୁ ଖୋଜୁଛୁ ଜୀବନ ସାଥି
ଯାହା ମୁଁ ମାଗିଛି ନିଜ ପାଇଁ ନୁହେଁ
ସବୁତ ତୁମରି ପାଇଁ,
ଆଜି ମୁଁ ହାରିଛି ଜୀବନରେ ବାଜି
ଜାଣେ ନା ମୁଁ କାହା ପାଇଁ
ଡେଣା ଯଦି ମୋର ଥାଆନ୍ତା ପ୍ରିୟା
ଯାଆନ୍ତି ମୁଁ କ୍ଷଣେ ଉଡି,
ତୁମରି ଓଠରେ ଚୁମା ଆଙ୍କି ଦେଇ
କ୍ଷଣିକେ ଆସନ୍ତି ଫେରି
ପାଖକୁ ଆସିଲେ ସ୍ୱର୍ଗ ଭଳି ଲାଗେ,
ଦୁରେଇ ଗଲେ ପ୍ରାଣ ଯାଏ
ଗାଳିଦେଲେ ସୁଧା ଗଳାରେ ଲଗାଏ
କାରଣ ମୁଁ ତତେ ଭଲ ପାଏ
କିଛି ଲୋକ ହସିଲା ବେଳେ
ବହୁତ ଭଲ ଲାଗନ୍ତି
ଯେମିତି ଆପଣ
କହୁଥିବା କଥା ଭାଙ୍ଗି ନିରବତା
ତୋ କନ ଝୁମୁକା, ମୋ କାନରେ
ଲାଗେ ଜଳିଗଲା ଶୀତୁଆ ସଖାଳ
ଦେଖିଦେଇ ତତେ ମୋ ପାଖରେ ….
ଭଲ ସାଥିଟିଏ ମିଳିଗଲେ
ଲମ୍ବା ରାସ୍ତା ବି ଛୋଟ ହୋଇଯାଏ
ଦୁଇ ଦିନର ଜୀବନ ବିଶହ ଶହ ବର୍ଷ ଧରି ଅମର ହୋଇଯାଏ
ମୁଁ ତୋତେ ସବୁବେଳେ
ଅନୁଭବ କରେ ମୋ ଭିତରେ
ମୋ ପାଇଁ ଏହା ହିଁ ପ୍ରେମ 💞
ଯେତେବେଳେ ତମେ ଜଣକୁ ଭଲ ପାଇବ
ତାର ନାଁ ତୁମ ହୃଦୟ ଓ ଭାବନା ସହ
ଯୋଡି ହୋଇଯିବ l
ଏ ହୃଦୟ ତ ମୋର,
ହେଲେ ଏ ହୃଦୟ ଉପରେ ଅଧିକାର
କେବଳ ତୁମର l
ମୋ ଖୁସିର ଗୋଟେ ଛୋଟ list ଅଛି,
ଯୋଉଥିରେ ଆରମ୍ଭ ବି ତୁ
ଅଉ ଶେଷ ବି ତୁ l
ପ୍ରେମ ମାନେ ନୁହଁ
ଜଣକୁ ପାଇ ଖୁସି ହେଇଯିବା
ପ୍ରେମ ହେଉଛି ତାହା
ଯାହାକୁ ପାଇ ସବୁ ଭୁଲିଯିବା l
ତୁମ ବିନା ମୋ ଜୀବନ କିଛିନୁହଁ
କାରଣ ମୋ ଜୀବନ ହିଁ ତୁମେ l
ତାକୁ ପ୍ରେମ କୁହାଯିବନାହିଁ ଯାହା
ସବୁଦିନ ପାଇଁ ରହିବ ନାହିଁ l
ମନ ତୁମବିନା କୋଉଠି ଲାଗେନା
ତୁମକୁ ହିଁ ଖୋଜିବୋଲେ,
ଜାଣେନା ମନକୁ କେମିତି ପାଇବି
ନିଜେ ଯଦି ହଜିଗଲେ l
ପ୍ରେମ ପବନ ପରି,
ତୁମେ ଏହାକୁ ଦେଖିପାରିବ ନାହିଁ କିନ୍ତୁ
ଅନୁଭବ କରିପାରିବ l
ତୁମ ବିନା
ମୋର ସବୁ ଖୁସି ଅଧୁରା l
କଳେ ତୁ ଗୋଟିଏ ଜହ୍ନ
ଆଉ ଗୋଟିଏ ତାରା ହୋଇଥାନ୍ତି, 💕
ଆକାଶରେ ଗୋଟିଏ ଘର ଆମର ବି ଥାନ୍ତା
ମୋର ସବୁ କଷ୍ଟ ଦୂର ହୋଇଯାଏ
ଯେବେ ସେ ମୋ ପାଖରେ ଥାଏ l
ମାନୁଛି ଲାଜ଼ ଝିଅର ଗହଣା
ଦିନଟିଏ ପାଇଁ ସେ ଗହଣା ଖୋଲି
ତୁ ଇସାରା ଦେଇଦେ,
ଏବେ ଅସହାୟ ହେଲାନି ଯନ୍ତ୍ରଣା l
ମାନୁଛି ମୋର ହୃଦୟ ଗୋଟିଏ,
କିନ୍ତୁ ଯାହାକୁ ଦେଇଛି,
ସେ କୋଟିଏରେ ଗୋଟିଏ…🥰
ମୁଁ ମୋ ହୃଦୟକୁ ତମ ହୃଦୟ ସହିତ ଯୋଡି ଦେଇଛି,
ବାକି ସବୁ ମୁଁ ମୋ ପ୍ରେମ ଉପରେ ଛାଡିଦେଇଛି l
ଭଗବାନ କେତେ ସୁନ୍ଦର ସମ୍ପର୍କ ଗଢି ଦିଅନ୍ତି,
ଯାହାକୁ ଆମେ ଆଗରୁ ଜାଣିବି ନଥାଉ
ତାକୁ ଆମ ଜୀବନ ବନେଇଦିଅନ୍ତି l
ମୋ ଚଲାପଥ ସୁନ୍ଦର,
ଆଉ ଚଲାପଥରେ ହାତ ଧରି ଚାଲୁଥିବା ସାଥିଟି
ତା ଠାରୁ ଅଧିକ ସୁନ୍ଦର… ❤️
ଆଉ କେହି ଦରକାର ନାହିଁ ଏ ଜୀବନରେ,
ତମେ ହିଁ କାଫି ମୋ ଶେଷ ଜୀବନରେ l
ମୋ ପ୍ରେମ ବାସ ଏମିତି ହେଉ
ତୋ ଠୁ ଆରମ୍ଭ ହେଉ, 💞
ଆଉ ତୋ ପାଖରେ ଶେଷ ହେଉ.. 💞💕
ଥରୁଟିଏ ଭଲ ପାଇ ଦେଖ
ଦୁନିଆର ସବୁ ଖୁସି ଦେବି l
ଥରୁଟିଏ ମନ ଦେଇ ଦେଖ l
ହୃଦୟରେ ସାଇତି ରଖିବି l
ତୋତେ ପାଇବା ଯେତିକି ଜରୁରୀ,
ତା ଠାରୁ ଅଧିକ ତୋତେ ଭଲ ପାଇବା ଜରୁରୀ l
ପଦ୍ମ ଫୁଲ ପରି ମୁହଁ ଟି ତମର
କଥା କହୁଥିଲା ଆଖି,
ଲାଜେଇ ଲାଜେଇ ଚାଲୁଥଲ ତମେ
ନଜର ରହିଲା ଲାଖି….
Love Shayari in Odia, Love Shayari in Odia, Love Shayari in Odia, Love Shayari in Odia, Love Shayari in Odia, Love Shayari in Odia, Love Shayari in Odia, Love Shayari in Odia,
Thank you for visiting our website