Sindura Tope Nahela Nahi Lyrics

Sindura Tope Nahela Nahi Lyrics

Sindura Tope Nahela Nahi Lyrics

Facebook
WhatsApp
Telegram

Dive into the poignant lyrics of ‘Sindura Tope Nahela Nahi’ and avail a complimentary PDF download. Immerse yourself in the emotional depth of this Odia song, available for easy access and enjoyment

ପୁଅ:-
ସିନ୍ଦୁର ଟୋପେ ନହେଲା ନାହିଁ
ଶଙ୍ଖା ଦି ପଟ ନହେଲା ନାହିଁ
ତଥାପି ତୁ ମୋର ବଧୂ.. ..
ତୁ ଭୁଲିବୁ ନାହିଁ ମୁଁ ଭୁଲିବି ନାହିଁ

ଝିଅ:-
ବର କନିଆଁ ନ ହେଲୁ ନାହିଁ
ବର ଜାତିରି ନହେଲେ ନାହିଁ
ମନର ମିଳନ ଏ ଯେ.. ତୁ ଭୁଲିବୁ ନାହିଁ
ମୁଁ ଭୁଲିବି ନାହିଁ..

ପୁଅ:-
ସେଇ ଛୋଟ ଝିଅ କଥା
ମନେ ପଡେ ଆଜି…
ଲାଜ କରୁଥୁଲା ଯିଏ କୁନି ବହୂ ସାଜି…

ଝିଅ:-
ଓ..ଭୁଲି ନାହିଁ ମୁଁ ବି ସେଇ
ବହୂ ଚୋରି ଖେଳ…
ସପନ ମୋ ସତ ହେବ ହେବି ବହୂ ତୋର..
ପାଦରେ ଅଳତା ନାଇଁ…
ତୁ ଭୁଲିବୁ ନାହିଁ ମୁଁ ଭୁଲିବି ନାହିଁ

ପ୍ରେମ ନୁହେଁ ବାଲି ଘର
ଗଢି ଭାଙ୍ଗି ଦେବା
ବଞ୍ଚି ଥ‌ିବା ଯେତେ ଦିନ ଭଲ ପାଉଥ‌ିବା

ହୋ..ପ୍ରେମ ଯଦି ଅଧା ହୋଇ
ରହେ ଜୀବନରେ
ତୋର ମୋର ଦେଖା ହେବ
ଆର ଜନମରେ
ତୁ ମୋର ମୁଁ ତୋର ଛାଇ..
ତୁ ଭୁଲିବୁ ନାହିଁ ମୁଁ ଭୁଲିବି ନାହିଁ

ଝିଅ:-
ବର କନିଆଁ ନହେଲୁ ନାହିଁ
ବର ଜାତିରି ନହେଲେ ନାହିଁ
ମନର ମିଳନ ଏ ଯେ..
ତୁ ଭୁଲିବୁ ନାହିଁ ମୁଁ ଭୁଲିବି ନାହିଁ

ପୁଅ:-
ସିନ୍ଦୁର ଟୋପେ ନହେଲା ନାହିଁ
ଶଙ୍ଖା ଦି ପଟ ନହେଲା ନାହିଁ
ତଥାପି ତୁ ମୋର ବଧୂ..

ଝିଅ:- ତୁ ଭୁଲିବୁ ନାହିଁ ମୁଁ ଭୁଲିବି ନାହିଁ
ପୁଅ:- ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ

Sindura Tope Nahela Nahi Lyrics Download

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

You cannot copy content of this page