Best 25 + Odia Friendship Quotes

Odia Friendship Quotes

Best 25 + Odia Friendship Quotes

Facebook
WhatsApp
Telegram

Odia Friendship Quotes : The below mentioned quotes are some of the best Friendship Quotes that can help you win friends and make them love you forever.
Now it is your turn to share some more inspiring Friendship Quotes!
We hope that these friendship quotes will empower you to strengthen the bond between two people in a unique way and bring a smile on their face.

When it comes to friendship, people keep on saying that there is no limit to the depth. Thus, everyone can create a lifelong bond with the right quotes and gestures. The best way to understand each other is by spending time together. Hence, make your first friend outing and go for a coffee together!
It will be such an amazing experience when you can just sit and talk about everything under the sun without feeling awkward or nervous since you already know how each other thinks. In case your new friends are not yet acquainted with this secret, we would love to share our opinion even though we’re too busy snacking on shortbread cookies!

Odia Friendship Quotes

ସମ୍ପର୍କ,ଦୋସ୍ତି ଓ ପ୍ରେମ ତାଙ୍କ ସହିତ ରଖିବ ଯିଏ – ତୁମ ହସ ପଛରେ ଥିବା କଷ୍ଟ, କ୍ରୋଧ ପଛରେ ଥିବା ପ୍ରେମ – ଆଉ ତୁମ ନିରବତା ପଛରେ ଥିବା କାରଣ କୁ ବୁଝି ପାରୁଥିବ-

-ଗୋଟିଏ ସଚ୍ଚା ବନ୍ଧୁ ସେତେବେଳେ ତୁମ ପାଖରେ ଥାଏ, ଯେତେବେଳେ ତୁମକୁ କାହାର ସାହାରର ଦରକାର ଥାଏ-

ଭଗବାନ ଏ ଦୁନିଆରେ ଅନେକ ସମ୍ପର୍କ ଗଢ଼ିଛନ୍ତି, କିନ୍ତୁ ସବୁଠାରୁ ଭଲ ସମ୍ପର୍କ ହେଲା “ବନ୍ଧୁତା “

ଜୀବନରେ ବହୁତ ସାଙ୍ଗ ଆସିଲେ ଆଉ ଚାଲିଗଲେ କିନ୍ତୁ ତୁମ ପରି କିଏ ଥିଲେ ନା କିଏ ଆସିବ।

ତୁମର ଲୁହକୁ ବୁଝୁଥିବା ଜଣେ ବନ୍ଧୁ ଅନେକ ବନ୍ଧୁଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ, ଯିଏ କେବଳ ତୁମର ହସ ପଛର ଲୁହକୁ ଦେଖିପାରେ।

ଯେଉଁ ପ୍ରେମ ବନ୍ଧୁତା ରୁ ଆରମ୍ଭ ହୋଇଥାଏ, ସେ ପ୍ରେମ ବହୁତ ସୁନ୍ଦର ହୋଇଥାଏ।

ହୃଦୟ ତ ପ୍ରେମ ଭାଙ୍ଗିଥାଏ, କିନ୍ତୁ ବନ୍ଧୁତା ପ୍ରେମ ଯୋଡିଥାଏ।

ଜୀବନ ସହିତ ସମୟ ବଦଳିଯାଏ ,ସମୟ ସହିତ ଜୀବନ ବଦଳିଯାଏ , ସାଙ୍ଗମାନଙ୍କ ସହିତ ସମୟ ବଦଳେ ନାହିଁ କେବଳ ସାଙ୍ଗମାନେ ସମୟ ସହିତ ବଦଳି ଯାନ୍ତି।

ବାସ୍ ମୋ ସହ ରହିଥିବ ବନ୍ଧୁ କିଛି ସମୟ ପାଇଁ ନୁହେଁ ଜୀବନ ସାରା ପାଇଁ ।

ପରସ୍ପର ଠାରୁ ଆଶା ନ ରଖି ପରସ୍ପର ଭଲପାଇବା ହଁ ବନ୍ଧୁତା।

Problem ରୁ ଯେଉଁଠି ଅନ୍ତ ହୋଇଥାଏ , ସେହିଠାରୁ ହିଁ ଦୋସ୍ତିର ଆରମ୍ଭ ହୋଇଥାଏ ।

ଜଣେ ଭଲବନ୍ଧୁ କହେ ଚିନ୍ତା କରନା କିଛି ଅସୁବିଧା ହେଲେ ମୁଁ ତୋ ସାଙ୍ଗରେ ଅଛି । କିନ୍ତୁ ଜଣେ ପ୍ରକୃତ ବନ୍ଧୁ କୁହେ ମୁଁ ଥିବା ଯାଏ ତୋର କେବେ ଅସୁବିଧା ହେବାକୁ ଦେବିନି।

Coming Soon

Thank you for visiting our website for job related search visit here

Leave a Comment

You cannot copy content of this page