Kebe Tame Nahan Kebe Mu Lyrics

Kebe Tame Nahan Kebe Mu Lyrics

Kebe Tame Nahan Kebe Mu Lyrics

Facebook
WhatsApp
Telegram

Explore the heartfelt lyrics of ‘Kebe Tame Nahan Kebe Mu’ and enjoy a complimentary PDF download. Immerse yourself in the emotional depth of this Odia song, available for easy access and enjoyment

Kebe Tame Nahan Kebe Mu Lyrics

ପୁଅ:-
ସାତ ଋତୁ ଗଲା ମୋତେ ଛୁଇଁ
ଆଠ ରଙ୍ଗେ ଆକାଶ ସଜେଇ
ଏ କେଉଁ ଗୀତ ର ଛୁଆଁ
ସବୁ ଲାଗେ ନୂଆ ନୂଆ
ବୋହି ଯାଏ ବୋହି ଯାଏ ସମୟ ନଈ

କେବେ ତମେ ନାହଁ କେବେ ମୁଁ ନାହିଁ
କେବେ ତମେ ନାହଁ କେବେ ମୁଁ ନାହିଁ

ଝିଅ:-
ସାତ ଋତୁ ଗଲା ମୋତେ ଛୁଇଁ
ଆଠ ରଙ୍ଗେ ଆକାଶ ସଜେଇ
ଏ କେଉଁ ଗୀତ ର ଛୁଆଁ
ସବୁ ଲାଗେ ନୂଆ ନୂଆ
ବୋହି ଯାଏ ବୋହି ଯାଏ ସମୟ ନଈ

କେବେ ତମେ ନାହଁ କେବେ ମୁଁ ନାହିଁ
କେବେ ତମେ ନାହଁ କେବେ ମୁଁ ନାହିଁ

ପୁଅ:-
ଅଲଗା ଅଲଗା ଆଜି ଲାଗିଲା ଦୁନିଆ
ମନ ତଳେ ଘର କରି ରହିଲା ମୋ ପ୍ରିୟା

ଝିଅ:-
ଏ କେମିତି ଋତୁ ଆଜି ଆସିଲା ଜୀବନେ
କାହିଁକି ଯେ ଭଲ ଏତେ ଲାଗିଲା ତ ଜଣେ

ପୁଅ:-
ହୋ..ନୂଆ ମେଘ ଦେଲା ଯେ ଭିଜେଇ
ନୂଆ ରଙ୍ଗେ ଏ ମନ ସଜେଇ

ଝିଅ:-
ହଁ..ନୂଆ ମେଘ ଦେଲା ଯେ ଭିଜେଇ
ନୂଆ ରଙ୍ଗେ ଏ ମନ ସଜେଇ

ପୁଅ:-
ପ୍ରେମର ପ୍ରଥମ ଗୀତ
ଶୁଣି କି ପାରୁଛ ମିତ

ପୁ/ଝିଅ:-
ଗୋଟିଏ ନିଡର ଆମେ ପକ୍ଷୀ ଯେ ଦୁଇ
କେବେ ତମେ ନାହଁ..କେବେ ମୁଁ ନାହିଁ
କେବେ ତମେ ନାହଁ..କେବେ ମୁଁ ନାହିଁ

ଝିଅ:-
ଆକାଶର ସୀମା ଆଜି ଗଲା ବୋଧେ ସରି
ଆକାଶଠୁ ଭଲ ଆଜି ଲାଗିଲା ପଞ୍ଜୁରୀ

ପୁଅ:-
ହୋ..ଦୁଇଟି ବାଟର ହେଲା ଗୋଟିଏ ଠିକଣା
ସେ ବାଟେ ଲାଗିଲା ଜଣେ ଆପଣା ଆପଣା

ଝିଅ:-
ନୂଆ ଗୀତ ଦେଲା କେ ଶିଖେଇ
ନୂଆ ରଙ୍ଗେ ମୁରୁଜ ପକେଇ

ପୁଅ:-
ହୋ..ନୂଆ ଗୀତ ଦେଲା କେ ଶିଖେଇ
ନୂଆ ରଙ୍ଗେ ମୁରୁଜ ପକେଇ

ପୁଅ/ଝିଅ:-
ଅଜଣା ଅଦେଖା ବାଟ ସଜାଏ ଫୁଲର ହାଟ..
ସପନ ରହିଛି ଆମ ଆକାଶ ଛୁଇଁ..

କେବେ ତମେ ନାହଁ..କେବେ ମୁଁ ନାହିଁ
କେବେ ତମେ ନାହଁ..କେବେ ମୁଁ ନାହିଁ
କେବେ ତମେ ନାହଁ..କେବେ ମୁଁ ନାହିଁ
କେବେ ତମେ ନାହଁ..କେବେ ମୁଁ ନାହିଁ….

Kebe Tame Nahan Kebe Mu Lyrics Download

Recent Odia Lyrics Blog Post

Hanuman Arati Odia
Hanuman Stavan Odia
Hanuman Chalisa

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

You cannot copy content of this page