Experience the divine devotion of Lord Jagannath with “Ho Bhakate,” a soulful Odia Bhajan for Rathyatra 2026 by MrinmayMS and Brajamohan Ji. Stream, watch, and explore the complete credits!
Ho Bhakate lyrics in Odia ହୋ ଭକତେ
କିଏ କହେ ତୁ ବୁଝୁନୁ ଭକତର ଦୁଃଖ…
ମିଛଟାରେ ଖୋଲିଛୁ ତୁ ଦୁଆର…
ହୋ ଭକତେ….. 🎶
ସାଲବେଗ ଲାଗି ଅଟକିଲା ଯାହା ରଥ…
ସେ କି କରିବ ପାତର ଅନ୍ତର….. 🎶
ଛାଡି ମୋହ ମାୟା ଜଗା ନାମ ଜପି ବୋଲରେ…
ଭଟକେ ନା ସବୁ ଜାଣିକି…
ପୁଣି ଖୋଜୁଛୁ ତୁ ଆନନ୍ଦ ଏ ଜଡ଼ ଜଗତେ
ବସିଛି ସେ ତତେ ଚାହିଁକି….
ଆସୁଛି ମୋ ଜଗା ଦେଖ ଝୁଲିଝୁଲିକି
ସଙ୍ଗେ ବଡ଼ ଭାଇ ଭଉଣୀକୁ ଘେନିକି…
କହ ହରି ବୋଲ ଥରେ ହାତ ଟେକି କି…
ହରିନାମ ଦୁଃଖ ବେନି ବୁଜ ଖୋଲିକି…
🎶🎶🎶🎶🎶
ସେ ତୋ ଭକତ ଭାବରେ ବନ୍ଧାରେ…
ସେ ତୋ ଭକତ ଜୀବନ ଧନ…
ତୋ ଭକତ ଭାବରେ ବନ୍ଧାରେ…
ସେ ତୋ ଭକତ ଜୀବନ ଧନ…
🎶🎶🎶🎶
ହୋ ଭକତେ…..
କୋଟି ଓଡ଼ିଆର ମଉଡମଣୀ ଆସୁଛନ୍ତି….. 🙏
ଛେନା ସେ ତା ପଟା ବାନ୍ଧି ଟାହିୟା କୁରୁଦ୍ଧ ଦଇତା ଭୁଜରେ ଭୁଜ ଛନ୍ଦି କୋଟି ପାପାନିନ୍ଧି କଳା ଶ୍ରୀ ମୁଖେ ରଙ୍ଗୀ ଘରେ ହସୁଛନ୍ତି କୋଟି କାମନିନ୍ଧି….🎶
ଆସୁଛି ମୋ ଜଗା ଦେଖ ଝୁଲିଝୁଲିକି
ସଙ୍ଗେ ବଡ଼ ଭାଇ ଭଉଣୀକୁ ଘେନିକି…
କହ ହରି ବୋଲ ଥରେ ହାତ ଟେକିକି…
ହରିନାମ ଦୁଃଖ ବେନି ବୁଜ ଖୋଲିକି…
🎶🎶🎶🎶🎶
ସେ ତୋ ଭକତ ଭାବରେ ବନ୍ଧାରେ…
ସେ ତୋ ଭକତ ଜୀବନ ଧନ…
ତୋ ଭକତ ଭାବରେ ବନ୍ଧାରେ…
ସେ ତୋ ଭକତ ଜୀବନ ଧନ 🎶
ସେ ତୋ ଭକତ ଜୀବନ ଧନ 🎶
ସେ ତୋ ଭକତ ଜୀବନ ଧନ 🎶
…… 🙏….
🎵 Audio Credits
- Song Title: Ho Bhakate (ହୋ ଭକତେ)
- Singers: Mrinmay MS & Brajamohan Ji
- Composer: MrinmayMS & Traditional
- Lyricist: Mrinmay MS, Brajamohan Ji & Traditional(Line “Seta Bhakata Bhaba re Bandha re” suggested by Manoranjan Sundaray)
- Music Producer: MrinmayMS & ASHWINIUM
- Mixing & Mastering: MrinmayMS
- Music Supervisor: Saugato Roy Choudhury
- Chorus: Matru Prasad & Somnath
- Acoustic Percussion (Dholak, Khola, Tabla): Sanjay Bhai at Deep Music Studio
- Recording Engineer: Subhasish Kumar