Ei KI Sapana Prema Odia Song Lyrics

Ei KI Sapana Prema Odia Song Lyrics

Ei KI Sapana Prema Odia Song Lyrics

Facebook
WhatsApp
Telegram

Explore the heartfelt lyrics of ‘Ei Ki Sapana Prema’, an enchanting Odia song. Get a complimentary PDF download of the lyrics for easy access. Immerse yourself in the beauty of Odia music

Ei KI Sapana Prema Odia Song Lyrics

ପୁଅ:-
ପଚାରୁଛି ଆଜି ମୋତେ ମୋ ମନ
ପଚାରୁଛି ଆଜି ମୋତେ ମୋ ମନ
ଏଇ କି ସେ ପ୍ରେମ..
ଏଇ କି ସେ ପ୍ରେମ….

ଏକି ଅନୁଭୂତି… ଏକି ଦହନ
ଏଇ କି ସେ ପ୍ରେମ..
ଏଇ କି ସେ ପ୍ରେମ…

ହଁ ଛାତିକୁ କିଏ ସେ ଦେଲା ଶ୍ରୀହରାଇ
ନିଜକୁ ନିଜଠୁ ଡର ଲାଗେ କାହିଁ
କେମିତି ଏ ମୁଡ ନେଲା ଜୀବନ

ଏଇ କି ସେ ପ୍ରେମ..
ଏଇ କି ସେ ପ୍ରେମ…

ଝିଅ:-
ତୁମେ ବି କହୁନ ହଁ ମୁଁ ବି କହୁନି
ଲାଗୁଛି ମନ କଥା ବୁଝିପାରେ ମନ

ହଁ ପହିଲି ଫୁଲକ ଖୁସିର ମହକ
ସତେ କି ବୁନିଦିଏ ସାତ ରଙ୍ଗୀ ସ୍ୱପ୍ନ
ନୂଆ ନୂଆ ଲାଗେ କାହିଁ
ଛାଇ ତଳେ ଛୁଆଁ

ଛାତି ତଳେ ସତେ ଜଳେ ମିଠା ମିଠା ନିଆଁ
ଜାଣିନି କାହିଁକି ପାଦ ଯାଏ ରୋକି
ଅକୁହା କଥା ମୋ ରହିଯାଏ ବାକି
ଆସୁ ଆସୁ ରହିଯାଏ ଫଗୁଣ

ଏଇ କି ସେ ପ୍ରେମ..
ଏଇ କି ସେ ପ୍ରେମ…

ପୁଅ:-
ହ…ଅ ହ ହ ହ …
ହ…ଅ ହ ହ ହ …

ହଁ ଭରସା କୁ ଆଜି ଭରସା ପାଉନି
ହୁଏ ତୋ ଶୁଣିବାରେ ଭୁଲ ହେଇଗଲା

ଯା ବିନା ପାଦେ ବି ଚାଲିବା ଶିଖିନି
ପୁଣି ସେ ଅଧା ବାଟେ ଛାଡି ଚାଲିଗଲା

ସବୁ ଜିତି ମୁଁ ଯେ ଆଜି ସବୁ ହାରିଗଲି
ଏତେ ବଡ ଦୁନିଆରେ ଏକା ରହିଗଲି

ଉଦାସୀ ଆଖିରେ ଅଧୁରା ସପନ
ଅଧାରେ ଅଟକିଗଲା ଏ ଜୀବନ
କାହାଣୀ ର ଦେବି କୁହ କି ନାମ

ଏଇ କି ସେ ପ୍ରେମ..
ଏଇ କି ସେ ପ୍ରେମ…

ଏଇ କି ସେ ପ୍ରେମ..
ଏଇ କି ସେ ପ୍ରେମ..
ଏଇ କି ସେ ପ୍ରେମ…
ଏଇ କି ସେ ପ୍ରେମ….

Ei KI Sapana Prema Odia Song Lyrics – Download

Recent Odia Lyrics Blog Post

Hanuman Arati Odia
Hanuman Stavan Odia
Hanuman Chalisa

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

From Most Popular Categories

You cannot copy content of this page