Odia music is a rich and diverse genre, with a long and storied history. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “Dina Sina Chalijae,” by the singer-songwriter Kumar Sanu.
The song is a beautiful and moving ballad about love and loss. The lyrics tell the story of a couple who are deeply in love, but are separated by fate. The singer longs for his beloved, and yearns to be reunited with her.
“Dina Sina Chalijae” is a song that has resonated with many Odia listeners. It is a song that speaks to the universal emotions of love, loss, and longing. In this blog post, we will take a closer look at the song’s lyrics and meaning.
ହେ ହେ ହେ ହେ
ହାଁ ହାଁ..ହାଁ ହାଁ..
ହେ ହେ ହେ ହେ ହେ ଲା ଲା
ଦିନ ସିନା ଚାଲିଯାଏ
ସ୍ମୃତି ରହେ ଛାତିତଳେ
ସେଇ ସ୍ମୃତି ସାରାରାତି
କାନ୍ଦୁଥାଏ ନୀରବରେ
ଦିନ ସିନା ଚାଲିଯାଏ
ସ୍ମୃତି ରହେ ଛାତିତଳେ
ସେଇ ସ୍ମୃତି ସାରାରାତି
କାନ୍ଦୁଥାଏ ନୀରବରେ
ହାଏରେ.. ହାଏରେ …
ହାଏରେ.. ହାଏରେ…
ସୁନା ଚଢେଇ ଡେଣା ବାଡେଇ
ଉଡ଼ି ଉଡ଼ି ଆସିଥିଲା..
ସୁନା ଚଢେଇ ଡେଣା ବାଡେଇ
ଉଡ଼ି ଉଡ଼ି ଆସିଥିଲା
ବସାଟେ ବାନ୍ଧି ପ୍ରେମରେ ଛନ୍ଦି
ଦିନେ ପୁଣି ଉଡ଼ିଗଲା
ଜୀବନ ତ ଯାଜାବର ସାଥୀ
ଚାଲିଗଲା ପରେ…
ଜୀବନ ତ ଯାଜାବର ସାଥୀ
ଚାଲିଗଲା ପରେ…
ହାଏରେ.. ହାଏରେ…
ହାଏରେ… ହାଏରେ…
ଫେରିବ କହି ଫେରିଲା ନାହିଁ
ଅଫେରା ପ୍ରେମିକା ମୋର..
ହୋ ଫେରିବ କହି ଫେରିଲା ନାହିଁ
ଅଫେରା ପ୍ରେମିକା ମୋର
କାହିଁକି ମୋତେ ଛାଡିଲା ବାଟେ
ପାଉନି କାରଣ ତାର
ସପନତ ହେଲାମାଟି
ନିଦ ଭାଙ୍ଗିଗଲା ପରେ
ସପନତ ହେଲାମାଟି
ନିଦ ଭାଙ୍ଗିଗଲା ପରେ
ହାଏରେ… ହାଏରେ…
ହାଏରେ..ହାଏରେ…
ଦିନ ସିନା ଚାଲିଯାଏ
ସ୍ମୃତି ରହେ ଛାତିତଳେ
ସେଇ ସ୍ମୃତି ସାରାରାତି
କାନ୍ଦୁଥାଏ ନୀରବରେ
ହାଏରେ… ହାଏରେ…
ହାଏରେ..ହାଏରେ…
ହାଏରେ..ହାଏରେ..
Conclusion
“Dina Sina Chalijae” is a timeless Odia song that has captured the hearts of listeners of all ages. It is a song about the power of love, even in the face of separation. The song’s lyrics are beautifully written and evocative, and the melody is haunting and unforgettable.
If you are a fan of Odia music, or simply appreciate good music in general, I highly recommend checking out “Dina Sina Chalijae.” It is a truly special song that will stay with you long after you listen to it.
Dina Sina Chalijae Lyrics – Download