Jhulre Nitai Jhul Odia Lyrics 2022 : Looking for a good way to procrastinate? Download some song lyrics! Whether you’re a music lover or just looking for something to do, downloading song lyrics can be a fun and entertaining way to spend your time. In fact, there are so many good songs out there that it’s hard to just pick one. So we’ve compiled a list of the top 10 best song lyrics downloads, so you can pick the one that’s perfect for you.
Jhulre Nitai Jhul Odia Lyrics 2022
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଡ଼ିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଡ଼ିଆ ଦାଣ୍ଡରେ
ହେଇଛି ସେ ଗୁଲୁଗୁଲ
ଗୋରା ଚାନ୍ଦ ମୋର
ହେଇଛି ସେ ଗୁଲୁଗୁଲ
ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ
ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ
ରାଧେ ରାଧେ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଡ଼ିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଡ଼ିଆ ଦାଣ୍ଡରେ
ହେଇଛି ସେ ଗୁଲୁଗୁଲ
ଗୋରା ଚାନ୍ଦ ମୋର
ହେଇଛି ସେ ଗୁଲୁଗୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲ ଝୁଲ ଝୁଲ ଝୁଲ ଝୁଲ ଝୁଲ ଝୁଲ
ରାଧେ ରାଧେ ପ୍ରେମସେ
ବୋଲ ରାଧେ ରାଧେ ବୋଲ ପ୍ରେମସେ
ଗୋରା ଚାନ୍ଦ ମୋର କେଡେ ସୁନ୍ଦର
ଗଳେ ଶୋଭା ପାଏ ତୁଳସୀ ମାଳ
ହୋ ନାମ ପ୍ରେମ ରସେ ହୁଏ ବିଭୋର
ସଭିଙ୍କୁ କରାଏ ସଂସାରୁ ତାର
ନାଚୁଚି ଗାଉଚି
ନାଚି ନଚାଉଚି
ନାଚୁଚି ଗାଉଚି
ନାଚି ନଚାଉଚି
ନବଦ୍ୱୀପ ହୁଲୁସ୍ତୁଲ
ଗୋରା ଚାନ୍ଦେହ ମୋର
ନବଦ୍ୱୀପ ହୁଲୁସ୍ତୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲ ଝୁଲ ଝୁଲ ଝୁଲ ଝୁଲ ଝୁଲ ଝୁଲ
ରାଧେ ରାଧେ ପ୍ରେମସେ
ବୋଲ ରାଧେ ରାଧେ ବୋଲ ପ୍ରେମସେ
ତାରକେ ଚାହାନ୍ତି ନଦିଆ ବାସୀ
ନବଦ୍ୱୀପ ଜନେ ହୁଅନ୍ତି ଖୁସି
ହୋ .. ହରିବୋଲ ଦିଅ ଭକତ ବାସୀ
ହୁଳାହୁଳି ଦିଅ ମା ମାଉସୀ
ହରିବୋଲ ଦିଅ ହୁଳାହୁଳି ଦିଅ
ହରିବୋଲ ଦିଅ ହୁଳାହୁଳି ଦିଅ
ବସନ୍ତ ବା ସୁଲୁସୁଲ
ଗୋରା ଚାନ୍ଦ ମୋର
ବସନ୍ତ ବା ସୁଲୁ ସୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ
ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ
ପ୍ରେମ ସେ
ହରି ବୋଲ ହରି ବୋଲ ହରି ହରି ବୋଲ
ହରି ବୋଲ ହରି ବୋଲ ହରି ହରି ବୋଲ
Thank you for visiting our website
Jhulre Nitai Jhul Odia Lyric 2022s, Jhulre Nitai Jhul Odia Lyrics 2022, Jhulre Nitai Jhul Odia Lyrics 2022, Jhulre Nitai Jhul Odia Lyrics, Jhulre Nitai Jhul Odia Lyrics, Jhulre Nitai Jhul Odia Lyrics