Mora Bhugolare Bhala Hauthila Lyrics – Shakti Mishra

Mora Bhugolare Bhala Hauthila Lyrics

Mora Bhugolare Bhala Hauthila Lyrics – Shakti Mishra

Facebook
WhatsApp
Telegram

Read the full lyrics of the Odia song “Mora Bhugolare Bhala Hauthila” (ମୋର ଭୁଗୋଳରେ ଭଲ ହଉଥିଲା) sung by Shakti Mishra. Check out song credits and details from Pabitra Entertainment.

🎶🎶🎶🎶
ଏ ମୋର ଭୂଗୋଳରେ ଭଲ ହେଉଥିଲା….
ମୋର ସାହିତ୍ୟରେ ଶହେ ରହୁଥିଲା….
ଏ ମୋର ଭୂଗୋଳରେ ଭଲ ହେଉଥିଲା….
ମୋର ସାହିତ୍ୟରେ ଶହେ ରହୁଥିଲା….
ଯେଉଁ ଦିନ ସେ ନାଲି ଓଢଣୀ ବଜେଇ ଦେଲା ସାର
ମୋର ସବୁ ଅଙ୍କ ଭୁଲ ହେଇଗଲା
ଗଲାରେ ଗଲା.।.
ମୋର ସବୁ ଅଙ୍କ ଭୁଲ ହେଇଗଲା
🎶🎶🎶🎶
ଏ ମୋର ଭୂଗୋଳରେ ଭଲ ହେଉଥିଲା….
ମୋର ସାହିତ୍ୟରେ ଶହେ ରହୁଥିଲା….
🎶🎶🎶
ଥିଲି ସୁନା ପିଲା ହେଲି ମୁଁ ଚଗଲା ସେହି ଝିଅଟି ପାଇଁ
ପାଠପଢା ଛାଡି ଗଲାଣି ବିଗିଡି ମିଛ କହିବାର ନାଇଁ
🎶🎶🎶🎶
ଥିଲି ସୁନା ପିଲା ହେଲି ମୁଁ ଚଗଲା ସେହି ଝିଅଟି ପାଇଁ
ପାଠପଢା ଛାଡି ଗଲାଣି ବିଗିଡି ମିଛ କହିବାର ନାଇଁ
ମୋର ଇତିହାସ ଭାରି ଭଲ ଥିଲା ମୋର ଇଂରାଜୀ ରେ ଅଶୀ ରହୁଥିଲା
ମୋର ଇତିହାସ ଭାରି ଭଲ ଥିଲା ମୋର ଇଂରାଜୀ ରେ ଅଶୀ ରହୁଥିଲା
ଯେଉଁ ଦିନ ସେ ଚୁରା଼ ଚାହାଣି ମିଶାଇ ଦେଲା ସାର
ମୋର ସବୁ ଅଙ୍କ ଭୁଲ ହେଇଗଲା
ଗଲାରେ ଗଲା
ଏ ମୋର ଭୂଗୋଳରେ ଭଲ ହେଉଥିଲା….
ମୋର ସାହିତ୍ୟରେ ଶହେ ରହୁଥିଲା….
🎶🎶🎶🎶
ବାପା ବୋଉ ମିଶି ସପନ ଦେଖନ୍ତି.. ନା ରଖିବ ପୁଅ
ପାଠରେ ମୁଁ ସିନା ଦେଖୁଚି ସପନ ସେହି ଝିଅର
🎶🎶🎶🎶
ବାପା ବୋଉ ମିଶି ସପନ ଦେଖନ୍ତି.. ନା ରଖିବ ପୁଅ
ପାଠରେ ମୁଁ ସିନା ଦେଖୁଚି ସପନ ସେହି ଝିଅର….
ମୋର ସାମାଜିକ ମନେ ରହୁଥିଲା ମୋର ବିଜ୍ଞାନରେ ନବେ ରହୁଥିଲା
ଯେଉଁ ଦିନ ସେ ପ୍ରେମ କାହାଣୀ ଶୁଣେଇ ଦେଲା ସାର
ମୋର ସବୁ ଅଙ୍କ ଭୁଲ ହେଇଗଲା
ଗଲାରେ ଗଲା🤣
ମୋର ସବୁ ଅଙ୍କ ଭୁଲ ହେଇଗଲା
ଗଲାରେ ଗଲା🤣
ମୋର ସବୁ ଅଙ୍କ ଭୁଲ ହେଇଗଲା
ଗଲାରେ ଗଲା🤣

Song Credits Section

  • Song Title: Mora Bhugolare Bhala Hauthila (ମୋର ଭୁଗୋଳରେ ଭଲ ହଉଥିଲା)
  • Singer: Shakti Mishra
  • Music Label / Channel: Pabitra Entertainment

Youtube video – Click Here

Leave a Comment

You cannot copy content of this page