Jaga Asila Lyrics in Odia Song | ଜଗା ଆସିଲା ଗୀତ ଲିରିକ୍ସ – Full Song Words

Jaga Asila Lyrics in Odia Song

Jaga Asila Lyrics in Odia Song | ଜଗା ଆସିଲା ଗୀତ ଲିରିକ୍ସ – Full Song Words

Facebook
WhatsApp
Telegram

“Jaga Asila” is a devotional Odia song dedicated to Lord Jagannath. The song beautifully describes the arrival of Mahaprabhu Jagannath during the Rath Yatra, filling devotees’ hearts with joy and devotion. Its soulful melody and powerful lyrics make it a favorite among Odia devotees.

Jaga Asila Lyrics

କୋଟି ଓଡ଼ିଆଙ୍କ ମଉଡମଣୀ ଯେ
ସେ ପରା କାଳିଆ ସୁନା
ତା ଭୁଜ ନୀଳାକୁ ଦେଖିବୁ ଯଦି ସେ
ଚକା ଡୋଳିଆକୁ ଅନା

Dekh phere
ଜଗା ଆସିଲା ଆଉ ବାଜା ବଜିଲା
ଦୁନିଆ ସାରା ତା ପାଇଁ ନାଚିଲା
ସବୁଠି ଚନ୍ଦନ ଫୁଲ ବସିଲା
ତା ଚକା ଆଖି ମତେ ପୁରି ଡାକିଲା
ଟୋକା ଆସିଲା
ଆଉ ସାଙ୍ଗରେ ଖୁବ ସାରା ଭକ୍ତି ଆଣିଲା
ତତେ ଦେଖିକି କି ହସିଲା ତ କିଏ ରାଗିଲ ତ କିଏ କାନ୍ଦିଲା
ତ ମାୟା ଅଲଗା
ତ ଦର୍ଶନ କାଳିଆ ପାଇବା ଅଲଗା
ତ ଆଖିରେ ସିଧା ଭି ଚାୟା ଅଲଗା
ଆଉ ମହାପ୍ରସାଦ ସାଙ୍ଗ ଖାଇବା ଅଲଗା
ସତ କି ନାହିଁ
ମୁଁ ତୋର coolest ଅଫ ଭକ୍ତି କି ନାହିଁ
ରଥଯାତ୍ରା ଆମ ପର୍ବ କି ନାହିଁ
ଚକା ଆଖି ଆମ ଗର୍ବ କି ନାହିଁ

କୋଟି ଓଡ଼ିଆଙ୍କ ମଉଡମଣୀ ଯେ
ସେ ପରା କାଳିଆ ସୁନା
ତା ଭୁଜ ନୀଳାକୁ ଦେଖିବୁ ଯଦି ସେ
ଚକା ଡୋଳିଆକୁ ଅନା
ପତିତପାବନ
ଉଡାଉଛି ବାନା
ଦୁଃଖୀର ଦୂରଉଛି
ଭବ ଯାତନା
🎶🎶🎶🎶


ପତିତପାବନ
ଉଡଉଛି ବାନା
ଦୁଃଖୀର ଦୂରଉଛି
ଭବ ଯାତନା
ରଥଯାତ୍ରା ବେଳେ
କିଛି ନ କହି ମହାଲକ୍ଷ୍ମୀ ଙ୍କୁ
ଚାଲିଲୁ ଗୁଣ୍ଡିଚା ମନ୍ଦିର ତୁ
ସାଙ୍ଗରେ ବଳଭଦ୍ର, ସୁଭଦ୍ରା
Three of siblings together a crew

ମାଉସୀ ଘରେ
ପୋଡ଼ ପିଠା ପେଟେ ଖାଇକି ଫେରେ
ଭୁଲି ଗଲୁ କେତେ ରାଗିବେ ମହାଲକ୍ଷ୍ମୀ ଏକେଲା କାହିଁକି କିରେ?

ଦେଖା ହବା ପାଇଁ ଚାହିଁଲେ
ସେଇ ଯୋଗୁଁ ଗୁଣ୍ଡିଚା ମନ୍ଦିର ଆସିଲେ
କିନ୍ତୁ ତୁ ଖୁଲିଲୁନିଦୁଆର କବାଟ
ସେଇ ଯୋଗୁଁ ମହାଲକ୍ଷ୍ମୀ ଆହୁରି ରାଗିଲେ

9 ଦିନ ବିତିଲା ପରେ ତୁ ପୁରୀରୁ ମନ୍ଦିର ଫେରିଲୁ
କିନ୍ତୁ ଦୁଆର କବାଟ ବନ୍ଦ ଦେଖିକି ଭୁଲ ମାନିଲୁ, ଭୁଲ ମାଗିଲୁ
କିନ୍ତୁ ଵାସ ଭୁଲ ମାଗିବା କଫି ନୁହ ତୁ ଜାଣିଲୁ
ସେଇ ଯୁଗୁ ରସଗୋଲା, ମାହାଲକ୍ଷ୍ମୀଙ୍କ ଖୁସି ପାଇଁ ତୁ ଆଣିଲୁ
ଖୋଲିଲା ଦୁଆର କବାଟ
ହେଲା ରସଗୋଲା ର ଆରମ୍ଭ
ତାର ଆନନ୍ଦ ନେଲା ଭି ଭାରତ
ଆଉ ବଙ୍ଗାଳୀ କହନ୍ତି ତାଙ୍କର
କିନ୍ତୁ ରସଗୋଲା ହେଲା ଆମର

कस्तूरीतिलकं ललाटपटले वक्षःस्थले कौस्तुभं नासाग्रे गजमोतिकं करतले वेणुः करे कङ्कणम् ।
सर्वाङ्गे हरिचन्दनं सुललितं कण्ठेस्य मुक्तावली गोपस्त्रीपरिवेष्टितम् विजयते श्री गोपालचूडामणिः ।
କୋଟି ଓଡ଼ିଆଙ୍କ ମଉଡମଣୀ ଯେ
ସେ ପରା କାଳିଆ ସୁନା
ତା ଭୁଜ ନୀଳାକୁ ଦେଖିବୁ ଯଦି ସେ
ଚକା ଡୋଳିଆକୁ ଅନା
ପତିତପାବନ
ଉଡାଉଛି ବାନା
ଦୁଃଖୀର ଦୂରଉଛି
ଭବ ଯାତନା
🎶🎶🎶
ପତିତପାବନ
ଉଡାଉଛି ବାନା
ଦୁଃଖୀର ଦୂରଉଛି
ଭବ ଯାତନା🙏

Ama Gaan Ananta Lyrics in Odia
ହସିଦେ ହସିଦେ ମାଆ ମୋର ଓଡିଆ ଭଜନ | Haside Haside Maa Mora Odia Lyrics
ଜଗନ୍ନାଥ ମାଟିରେ ଜନ୍ମ ଓଡିଆ ଭଜନ ଗୀତ | Jagannath Matire Janma Odia Lyrics – ଶ୍ରୀଜଗନ୍ନାଥ ଭଜନ
Ki Heba Mandu Posile Lyrics | କି ହେବ ମାଣ୍ଡୁ ପୋଷିଲେ
Mo Kalia Asuchi Rathare Lyrics in Odia – Jagannath Bhajan
To Badapana Ku Dhik Lyrics in odia
Nandighose Bije Nanda Nandana Lyrics |

Leave a Comment

You cannot copy content of this page