Odia Funny jokes: There are many sites on the internet where you can find jokes in Hindi. But what we’ve found is that most of these sites don’t have any content other than jokes. So if you’re looking for a list of jokes in Odia, here are some strong contenders.
ନଟୁ ଗୋଟେ ଝିଅକୁ :- ମୁଁ ଗୋଟେ କଥା ବୁଝିପାରେ ନାହିଁ,….
Fb, apple, imo, benz, BMW, microsoft, tv, radio, electricity…… ଏସବୁ ଆବିଷ୍କାର ତ ପୁଅମାନେ କରିଛନ୍ତି….
ତାହେଲେ ଝିଅମାନେ 91,92,93,94,95,96,…..99%marks ଆଣି କରନ୍ତି କଣ ?
ଝିଅଟିଏ ଗୋଟେ ସୁନ୍ଦର ଉତ୍ତର ଦେଲା :- ସେ ସବୁ ପୁଅମାନଙ୍କୁ ଜନ୍ମ ଦେଇ ଦୁନିଆକୁ ଆଣିଥାନ୍ତି
ଶାସ୍ତ୍ରରେ ଲେଖା ଅଛି
କଦଳୀ ଖାଇବ ପଚେଇ
ପ୍ରେମ କରିବ ଲୁଚେଇହେଲେ Tiktok ରେ
ସବୁ ଚାଲେ ଦେଖେଇ
ଏବେ ପ୍ରେମ ଭି……
Bluetooth & wi- fi
ଭଳିଆ ହେଇ ଗଲାଣି ?ପାଖରେ ରହିଲେ connected
ଦୁରକୁ ଗଲେ…. …..
Searching for new
Device……..
ଗାଧୋଇବାକୁ ବାଥରୁମ
ଯାଇଥିଲି ହିଁ ଟିଭି ରୁ ଶୁଣିବାକୁ
ପାଇଲି ଯେ ଅତ୍ୟଧିକ ଥଣ୍ଡା
ଯୋଗୁ ଦୁଇ ଜଣଙ୍କ ମୃତ୍ୟୁମୁଣ୍ଡରେ ଖାଲି ପାଣି ମାରି.
ପଳେଇ ଆସିଲି
ପୁଅମାନକୁ ସବୁଠାରୁ ବେଶି ରାଗ ତ
ସେତେବେଳେ ଲାଗିଥାଏ ଯେବେ
ଅଟୋରେ ଦୁଇଜଣ ଝିଅ ପାଖରେ
ବସିଥିବ ଆଉ ତୃତୀୟ ଝିଅ ଆସିଲେ
ଅଟୋଵାଲା କହିବ – ଭାଇ ତମେଆଗକୁ ପଳେଇଆସ l
” କରୋନା ପାଇ ଇତକୁଲ ବନ୍ଦ କଲିଦେଇ ମୋବାଇଲ ଲେ ପାଠ ପଲାଉଛ l ହେଲେ କଇ ଦଉଚି, ଅନ୍ଦା ଦେବା କଥାଟା ଯେମିତି ନ ଭୁଲ l ମନେପକେଇ, ବୁଦୁବାଲ ଆଉ ତନିବାଲ ଦିନ ମୋ ଭାଗ ଅନ୍ଦାଟା ଆମ ଘଲକୁ ପଠେଇ ଦବ l ନହେଲେ ତମେ ଯେତେ ପଲ୍ହେଇଲେ ଵୀ ମୁଁ ଜମା ପଲ୍ଲୀବିନି l
ହରି :- ବୁଲୁ ତୋ ଜନ୍ମଦିନ କେଉଁ ବାରରେ
ବୁଲୁ :- ମଙ୍ଗଳବାର
ହରି :- କହିଲୁ ରାଜୀବ ତୋ ଜନ୍ମଦିନ କେଉଁ ବାରେ ?
ରାଜୀବ :- ରବିବାର
ହରି :- ଏଁ, ରବିବାର ତ ଛୁଟି, ତୁ କେମିତି ଜନ୍ମ ନେଲୁ l ସେଦିନ ତ ସବୁ ବନ୍ଦ l
ସ୍ତ୍ରୀ ସ୍ୱାମୀଙ୍କୁ ରୋଷଇ ଘରେ :- ହେଇଟି ଦେଖ, କାମ କରିବା ସମୟରେ ମୋତେ kiss କରି disturb କରନି l ଡେରି ହେଇଯିବ l
ସେତିକି ବେଳେ ଚାକରାଣୀ :- ହଁ ମା ‘ ବାବୁଙ୍କୁ ଏଇ କଥା ଟିକେ ଭଲରେ ବୁଝେଇଦିଅ l ମୁଁ ତ କହି କହି ଥକି ଗଲିଣି l
ମୌସୁମୀ କେରଳ ଯାଏଁ ପଳେଇ ଆସିଲାଣି
ମୁଁ ପଚାରୁଥିଲି କି !ସେ ସିଧା ଆସିବ ନା 14 ଦିନ
‘ କ୍ଵାରେଣ୍ଟାଇନ ‘ ରେ ରହି ଆସିବ l
ସ୍ତ୍ରୀ ଉପରେ ସ୍ୱାମୀ ରାଗିଥାନ୍ତି l
ସ୍ତ୍ରୀ :- ଆସ ଖାଇବ !
ସ୍ୱାମୀ :- ତମ ହାତରନ୍ଧା ତ କୁକୁର
ବି ଖାଇବନି l
ସ୍ତ୍ରୀ :- ସେଥିପାଇଁ ତ ତମକୁ ଡାକୁଛି l
ସ୍ୱାମୀ :- ହେଁ….
ବାପା :- ଶୁଣ ପୁଅ, ତୁ ଯଦି ଏଥର ପରୀକ୍ଷାରେ fail ହବୁ, ତେବେ ମୋତେ ବାପା ଡାକିବୁ ନାହିଁ l
କିଛି ଦିନ ପରେ……
ବାପା : ତୋର result କଣ ହେଇଛି କିରେ ?ପୁଅ :- ମୋ ମୁଣ୍ଡ ଖରାପ କରନି kailash ବାବୁ, ତମେ ବାପା ହେବାର ହକ ହରେଇ ବସିଛ ll
ବାଧ୍ୟ
ମନୋଜ ରାସ୍ତାରେ ମଦ ପିଇ ମାତାଲ ହୋଇ ପଡିଥାଏ l ସେଇ ବାଟ ଦେଇ ଗଲାବେଳେ ରାକେଶ ତାକୁ ଦେଖି ଉଠାଇ ପାଣି ଛିଞ୍ଚି ହୋଶକୁ ଆଣି, ଏତେ ପିଇବା କଣ ଦରକାର ଥିଲା l
ମନୋଜ :- ମୁଁ ବାଧ୍ୟ ହେଲି ପିଇବାକୁ l
ରାକେଶ :- କଣ ଏମିତି ପରିସ୍ଥିତି ହେଲା ଯେ, ବାଧ୍ୟ ହେଲୁ ଏତେ ପିଇବାକୁ ?ମନୋଜ :- ମୋ ମଦ ବୋତଲର ଠିପି ହଜିଯାଇଥିଲା l
ଯେଉଁଦିନ ମଦ ବିକ୍ରି ଭାରତରେ ସମ୍ପୂର୍ଣ ବନ୍ଦ ହେଇଯିବ
ସେହିଦିନ ଠାରୁ ଭୁଇଁରେ
ଗଡିଗଡି ନାଗୀନ ଡ୍ୟାନ୍ସ
କରିବାର ପ୍ରାଚୀନ ପରମ୍ପରା
ମଧ୍ୟ ବିଲୁପ୍ତ ହେଇଯିବ l
ଟୋକା ଯେତେବେଳେ ଫୋନ ସାଇଲେଣ୍ଟ ରେ ରଖିବା ଆରମ୍ଭ କରି ଦିଏ, ଘରଲୋକଙ୍କୁ ବୁଝିନେବା ଦରକାର ଯେ ବୋହୂ ଖୋଜା ସରିଯାଇଛି…..
ଯଦି free ଅଛ ତାହେଲେ ମୋର..
ଗୋଟେ ପ୍ରଶ୍ନର ଉତ୍ତର ଦିଅ ?ଏତିକିରେ ସେତିକି ମିଶିଲେ
କେତିକି ହେବ ?
କିଛି ସାଙ୍ଗ ବଡ଼ ଅଜବ ପ୍ରକାର ହୋଇଥାନ୍ତି ତଥାପି
ସେ ଆମ ପାଖା ପାଖି ରହିଥାନ୍ତି…..ନା କାହା ପାଖକୁ call ନା କାହା ପାଖକୁ sms
ଏମାନେ ସୁଦାମା ଠୁ ବି ଗରିବ ହୋଇଥାନ୍ତି….
ଲକଡାଉନ ର ଫାଇଦା
ବିଡି, ସିଗାରେଟ, ଗୁତୁଖା, ମଦ ବନ୍ଦ ଥିବାରୁ
ଘରେ ସ୍ତ୍ରୀ ମାନେ ଖୁସିସପିଙ୍ଗ ମଲ, ବିୟୁଟି ପାର୍ଲର ବନ୍ଦ ଥିବାରୁ
ଘରେ ସ୍ୱାମୀ ମାନେ ଖୁସି….
ସ୍କୁଲ କଲେଜ ପାଠପଢା ବନ୍ଦ ଥିବାରୁ
ପିଲାମାନେ ଖୁସି…..
ଟିଭିରେ ରାମାୟଣ ମହାଭାରତ ଚାଲିଥିବାରୁ
ବୁଢା ବୁଢ଼ୀ ସବୁ ଖୁସି
Odia Funny jokes
Odia Funny jokes, Odia Funny jokes, Odia Funny jokes, Odia Funny jokes