Odia love sad Shayari Love is one emotion that doesn’t involve logic. Sometimes, people can take turns and fall in each other’s love despite deep-rooted differences. This sad shayari will make your heart melt when you read it. Grab a cup of tea and start reading this to experience the same feeling as the author!
Love is one of the most beautiful feelings that can make you happy for a lifetime. That’s why people keep falling in love again and again. That feeling when you fall in love for the first time can never be forgotten, but now we can also share some sad shayaris to celebrate those moments. From loving someone who didn’t love you back to lost loves, these poems will motivate anyone to cherish their loved ones forever!
Odia Love Sad Shayari
ମୁଁ ଜାଣିଛି ତୁ ମୋ ଭାଗ୍ୟରେ ନାହୁଁ
ହେଲେ କାହିଁକି କେଜାଣି
ତୋତେ ହରେଇଦେବି ବୋଲି ଭାରି ଭୟ ଲାଗୁଛି
ଭଲ ପାଇବା ପାଇଁ ଗୋଟେ cute voice ବା
ଗୋଟେ ସୁନ୍ଦର ମୁହଁ ଦରକାର ନାହିଁ
ଦରକାର ଗୋଟେ ସୁନ୍ଦର ହୃଦୟ ଓ
ବିଶ୍ୱାସ ଭାଙ୍ଗୁନଥିବା ମଣିଷ l
Phone ରେ କାହାକୁ block କରିବା
ବହୁତ ସହଜ l
କିନ୍ତୁ ହୃଦୟରୁ କାହାକୁ block କରିବା
ବହୁତ କଷ୍ଟ l
ହୃଦୟ ହେଉ ବା କାଚ
ଦିନେ ନା ଦିନେ ଭାଙ୍ଗିଯାଏ l
ସତ ଭଲପାଇବା ପାଇଁ
ସୁନ୍ଦର ଚେହେରା କି ଟଙ୍କା
ପଇସାର ଦରକାର ନାହିଁ l
ସଚ୍ଚା ଭଲପାଇବା ପାଇଁ
ସୁନ୍ଦର ହୃଦୟ ଥିବା ଜଣେ
ଭଲ ମଣିଷ ଟିଏ ଦରକାର l
ମଦ ଠାରୁ ମୁଁ ଦୁରେଇ ରହିବି
ଦେଇଥିଲି ଦିନେ କଥା… 😭
ଆଜି ସେ ମଦକୁ ଆଦରି ନେଇଛି
ଭୁଲେଇବା ପାଇଁ ତୁ ଦେଉଥିବା ସବୁ କଥା
ସୁବିଧା ସୁଯୋଗ ବିଧାତା ନ ଦେଲା
ହେଲେ ଆମେ ପଥ ବଣା
ଅଧା ରହିଗଲା ମିଳନ ଅମର
ହେଲି ମୁହିଁ ବାଟବଣା l
ପ୍ରକୃତ ଦୁଃଖ ତ ଆମକୁ
ସେତେବେଳେ ଲାଗେ
ଯେତେବେଳେ ଆମେ ଆମ
ପ୍ରିୟ ମଣିଷ ସହ କଥା
ହେବାକୁ ଚାହୁଁ କିନ୍ତୁ ସେ
ଆମକୁ ଇଗ୍ନୋରେ କରେ
ତୁ ମୋ ଅତୀତ, ତୁ ମୋ ବର୍ତ୍ତମାନ
ତୁ ମୋର ଭବିଷ୍ୟତ
ଆମ ପ୍ରେମ ଅଟେ ଚିରନ୍ତର ବୋଲି
ଜାଣୁ ଏ ସାରା ଜଗତ l
ସମ୍ପର୍କର ଡୋରକୁ
ମଜବୁତ କରିବାକୁ ହେଲେ
ଅନେକ କଥାକୁ
ଅଣଦେଖା କରିବାକୁ ପଡିଥାଏ l
ଜୀବନରେ ଏକୁଟିଆ ହୋଇ ବଞ୍ଚିବା ଶିଖିଯାଅ
ସବୁବେଳେ ଯେ ତୁମ ସାଥିରେ କେହି ଥିବେ
ଏହାର କିଛି ମାନେ ନାହିଁ l
ସବୁବେଳେ ମୁଁ ଚେଷ୍ଟା କରେ
କାହା ମନରେ ଦୁଃଖ ନହେବା ପାଇଁ,
ହେଲେ ସମସ୍ତେ ଭୁଲିଯାନ୍ତି କି
ମୋର ବି ଗୋଟେ ମନ ଅଛି l
ପାଦରେ ଆଘାତ ଲାଗିଲେ
ମଣିଷ ଚାଲିବା ଶିଖିଯାଏ
ଆଉ ଯେବେ ମନରେ ଆଘାତ ଲାଗେ
ମଣିଷ ବଞ୍ଚିବା ଶିଖିଯାଏ l
ଖେଳିବା ପାଇଁ ଏ ଦୁନିଆରେ
ଅନେକ ପ୍ରକାରର ଖେଳ
ଏବଂ ଖେଳଣା ଅଛି l
ଦୟାକରି କାହା ହୃଦୟ ଏବଂ
ଭାବନା ସହ ଖେଳନ୍ତୁ ନାହିଁ l
ଯିଏ ଚାଲିଯାଇଛି ସେ ପୁଣିଥରେ
ଫେରି ଆସିନଥାଏ l
କିନ୍ତୁ ଜୀବନର ଏମିତି ଏକ ମୋଡରେ ସେ
ନିଶ୍ଚୟ ତୁମକୁ ଖୋଜିବ ଯେତେବେଳେ
ତୁମେ ତା ପାଖରେ ନଥିବ l
କାସ ଏମିତି ଜଣେ ମିଳନ୍ତା,
ଯିଏ ବିଲକୁଲ ଆଇନା ଭଳି ହୋଅନ୍ତା,
ହସନ୍ତା ବି ସାଙ୍ଗରେ
ଆଉ କାନ୍ଦତା ବି ସାଙ୍ଗରେ
କାହାକୁ ଧୋକା ଦେବା ବହୁତ ସହଜ,
କିନ୍ତୁ ସେହି ଧୋକାକୁ
ନିଜେ ସହିବା ବହୁତ କଷ୍ଟ l
ଛଳନା କରି କାହା
ବିଶ୍ୱାସ ଜିତିବା ଅପେକ୍ଷା,
ସତ କହି ଦୂରେଇ
ଯିବା ବହୁତ ଭଲ l
ଜୀବନରେ ଜଣକୁ ଭଲ ପାଇବା ସହଜ
କିନ୍ତୁ ଏମିତି ଜଣଙ୍କୁ ଖୋଜିବା ଯିଏ
ତୁମକୁ ବି ଭଲପାଉଥିବ
ସେଇଟା ବହୁତ କଷ୍ଟ l
ଆଜିକାଲି ମଣିଷଙ୍କୁ ବୁଝିବା ବହୁତ କଷ୍ଟ,
କାହିଁକିନା ଏମାନଙ୍କ ମୁହଁରେ ମିଠା କଥା
ଆଉ ମନରେ ବିଷ ଭରି ରହିଛି l
କଣ କଣ ସବୁ ନ କରିଛି
ତୁ ଟିକେ ହସିବୁ ବୋଲି…
ତଥାପି ଏକା କରି ଛାଡି ଦେଲୁ
ଜଣେ ଅଜଣା ମଣିଷ ପାଇଁ…👏🥀🥺💔
ଠିକ୍ ଅଛି ତୁ ଖୁସିରେ ରହ ଅଜଣା ମଣିଷ ସହ🥺🥀🙏
ପ୍ରେମ ରେ ବର୍ବାଦ ତ ଖାଲି
ପୁଅ ମାନେ ହିଁ ହୁଅନ୍ତି
ଝିଅ ଙ୍କ କ’ଣ ଅଛି ତାଙ୍କୁ ତ ଜଣେ
ସଫଳ ପୁଅ ମିଳିଯାଇ ଥାଏ🥺🥺ଆମ Carrier କୁ ବର୍ବାଦ କରି ଜଣେ Government Job କରୁଥିବା ପୁଅ କୁ Marriage କରନ୍ତି 🥺🥀
ପୁରା Play Store ଖୋଜି ନେଲି
ସେହି Game 🎮ପାଇଲି ନାହିଁ ..
ଯେଉଁ Game 🎯..
କେହି ଜଣେ ମୋ ସହ ଖେଳି ଦେଇ ଚାଲିଗଲା 🥀💔🥀💔🥀
କାହାକୁ Phone 🤳ରୁ Block
କରି ଦେଲେ କିଛି ହେବ ନାହିଁ
କଷ୍ଟ ରୁ ବାହାର କୁ ଆସିବା ପାଇଁ
କିଛି ସମ୍ପର୍କ କୁ ମନରୁ
Block କରିବାକୁ ପଡ଼ି ଥାଏ
ଆଜି କାଲି ଯୁଗରେ
ପ୍ରକୃତ ପ୍ରେମ ହାରୁଛି …
ଆଉ ସେ ହିଁ ଜିତୁଛି
ଯିଏ ଏଠି ସେଠି ମୁହଁ ମାରୁଛି
ଛାଡି ଦେଇଛି ନିଜକୁ
ପ୍ରମାଣ କରିବା
“ଯିଏ ଯାହା ଭାବୁଛ ଭାବ „
ଏ ଦୁନିଆ ରେ ସମସ୍ତେ
ନିଜ କଥା ଚିନ୍ତା କରନ୍ତି….!
ହେଲେ ଭାବନ୍ତି ନାହିଁ
ମୋ ପାଇଁ ଆଉ ଜଣେ
କେତେ କଷ୍ଟ ପାଉଛି.. 😢💔🥀💔
କେହି Busy ନ ଥାନ୍ତି
ସବୁ କଥା Importance ର ହୋଇଥାଏ ଯିଏ ଅଧିକା Important ତାକୁ ସେତେ ଜଲ୍ଦି Fast Reply ଆଉ ଯିଏ କମ୍ Important ତାକୁ Let Reply
“ରାତି କଣ” ହୋଇଥାଏ
ମୋତେ ପଚାର…
ତୁମେ ତ ଶୋଇ ପଡୁଛ
ସକାଳ ହୋଇଯାଉଛି 🥀🥀🥀💔🥀🥀
କଷ୍ଟ ଏଥି ପାଇଁ ଲାଗୁ ନାହିଁ
କି ଭାଗ୍ୟ ମୋତେ ଧୋକା ଦେଲା
କଷ୍ଟ ଏଥି ପାଇଁ ଲାଗୁଛି
ମୋର ବିଶ୍ବାସ ତୁମ ଉପରେ ଥିଲା
ଭାଗ୍ୟ ଉପରେ ନାହିଁ 🥺🥺🥺🥀💔
ଏମିତି ତ ସମସ୍ତେ ପ୍ରେମ ପ୍ରେମ କହିଥାନ୍ତି
ହେଲେ ଜଣେ ପ୍ରକୃତ ପ୍ରେମ ର ମୂଲ୍ୟ ସେ ଜାଣିଥାଏ
ଯିଏ ପ୍ରେମ ତ କରିଛି
ହେଲେ ତାକୁ ତା ପ୍ରେମ ମିଳିନାହିଁ 💔
ଯଦି ତୁମକୁ କେବେ ଲାଗିବ କି
ମୁଁ ତୁମକୁ କେବେ ପ୍ରକୃତ ପ୍ରେମ କରି ନାହିଁ
ଗୋଟିଏ ଥର ତୁମର Old Chats ପଢ଼ି ନେବ
ସବୁ ଜାଣି ପାରିବ
କିଏ ପ୍ରକୃତ ପ୍ରେମ କରୁଥିଲା ଆଉ କିଏ ମିଛ ପ୍ରେମ କରୁଥିଲା 🥺🥀💔
ମୋତେ ମିଛ ପ୍ରତିଜ୍ଞା ନାହିଁ Perfect
ସାଥି ଟିଏ ଦରକାର
ବହୁତ କଷ୍ଟ ହୋଇଥାଏ ନା
ଯେବେ ସେହି ମଣିଷ
ସବୁଦିନ ପାଇଁ କଥା ହେବା
ବନ୍ଦ କରି ଦିଏ
ଯାହା ପାଖରେ ଦିନେ ଆମ ସହ
ସବୁବେଳେ କଥା ହେବା ପାଇଁ ସମୟ ଥିଲା
Thank you for visiting our website for job related search visit here
Best 25 Maa Shayari Odia Click Here
Odia Love Sad Shayari, Odia Love Sad Shayari, Odia Love Sad Shayari, Odia Love Sad Shayari,Odia Love Sad Shayari, Odia Love Sad Shayari,