50 + Odia Jokes Quote and Images Download

Odia Jokes

50 + Odia Jokes Quote and Images Download

Facebook
WhatsApp
Telegram

Odia Jokes are a great way to get rid of stress and have a good time. Laughing is one of the best ways to reduce anxiety and tension. Read some jokes here and have a good laugh.

ସାଙ୍ଗ ଆଉ ମଦ ଭିତରୁ ଯଦି ଜଣଙ୍କୁ
ହିଁ ବାଛିବାକୁ ପଡିବ ତା’ ହେଲେ
ମୁଁ ମଦ କୁ ହିଁ ବାଛିବି କାରଣ
ମଦ ବାସ୍ନା ପାଇଲେ ସାଙ୍ଗ ତା’ ସରେ
ଚାଲି ଚାଲିକି ପଳେଇ ଆସିବ ଭାକୁଡ଼ା

School :- ୫ ଘଣ୍ଟାର ଜେଲ
Girl’s collage :- ଗୋଲାପ ବଗିଚା
Professor :- ଗୋଟିଏ ଘଣ୍ଟା ପାଇଁ ନେତା
ଓକିଲ :- ଦୋଷୀ ମାନଙ୍କର ଦେବତା
ମନ୍ଦିର :- ମନପସନ୍ଦ ଚପଲର showroom
ସିନେମା ହଲ :- ପ୍ରେମୀଯୁଗଳଙ୍କ ପ୍ରୟୋଗଶାଳା
ବହୁ :- ଶାଶୁର zerox
ବାହାଘର :- ବେରୋଜଗାରଙ୍କ ବରବାଦୀ
ମଙ୍ଗଳସୂତ୍ର :- ବାହାଘରର license
ଜେଲ :- ବିନା ପଇସାର ଘରଭଡା
ଡାକ୍ତର :- ଯମରାଜଙ୍କ ଦୂର ସମ୍ପର୍କୀୟ ଭାଇ
ଶ୍ମାଶନ :- ଦୁନିଆର ଶେଷ station

ଝିଅ – ବାପା ଗୋଟେ important କଥା କହିବାର ଅଛେ ?
ବାପା – କହ ବେଟି….
ଝିଅ :- ମୁଇଁ ଗୋଟେ ପିଲାକେ ଭଲ ପାଏସି ସେ ଆମେରିକାର ରହୁଛେ l
ବାପା – ତୁହି ତାହାକେ କେନୁ ଭେଟଲୁ ମା….
ଝିଅ -facebok ରେ ଆମର ଦୋସ୍ତି ହେଲା, skype ରେ ମୋତେ ପ୍ରପୋଜ କଲା ଆଉ whatsapp ରେ ଆମେ ଦୁଇ ମାସତକ love କଲୁ ll
ବାପା – ohh really….
ଏବେ Twitter ରେ ବିହା ହୋଇଯା, make my trip ରେ Hobeymoon ମନା ଆଉ Flipkart ରେ ଛୁଆ ମଗେଇକରି Gmail ରେ receive କରିପକା l finaly ପିଲା ଯଦି ପସନ୍ଦ ନାଇଁ ହେଲା olx ରେ ବିକିଦେ l….

ସବୁ ଝିଅ
ଚାଟ, ଗୁପଚୁପ ଖାଇବାକୁ
ଭଲପାଆନ୍ତିନି
କିଛି ମଦ ପିଇବାକୁ ବି
ଭଲପାଆନ୍ତି

ମୁଁ ବାହା ହବାପାଇଁ ଡରୁନି ମୁଁ
ତ ଡରୁଛି କେବଳ
ଶଳା ବିଧା ମାରିଲା ବେଳେ ମୋ
ପାଟିରୁ
MG ବାହାରି ପଡ଼ିବନି ତ……

ପ୍ରଥମେ ମୁଁ ସୋସିଆଲ ମିଡ଼ିଆ
ବିଷୟରେ ଜାଣି ନ ଥିଲି…..

ସାଙ୍ଗ କହିବାରୁ ମୁଁ facebook
ଓ whatsapp ରେ ଏକାଉଣ୍ଟ
ଖୋଲିଲି……

ଏବେ ଏତେ ଜ୍ଞାନ ହୋଇ ଗଲାଣି
ଯେ ଭାବୁଛି ପ୍ରବଚନ ବି ଦେଇ
ପାରିବି 😀😀😀

ଆଜି ମୋ ବୋଉ ସଫା ସଫା ମୋତେ କହିଦେଇଛି କି….
ପୁଅ ଏମିତି ଗୋଟିଏ ବୋହୂ ଆଣିବୁ ଯାହାର facebok ରେ କିମ୍ବା whatsapp ରେ କୌଣସି ଆକାଉଣ୍ଟ ନଥିବ l
ଘରେ ଆହୁରି ବହୁତ କାମ ଅଛି କରିବାକୁ l

ପୋଲିସ :- ଚାଲାଣ କାଟିବାକୁ ପଡିବ ତମ ନାଁ କୁହ

ଯୁବକ :- ଜବଲ୍ଲକୀୟଦାସ ରାମାନୁଜମ ଚିତ୍ରପଲ୍ଲୀ ମୋକ୍ଷାଗୁଣ୍ଡକମ ମୁଥୁସ୍ୱାମୀ ଅୟର

ପୋଲିସ :- ଆଜି ଛାଡି ଦଉଛି ଏଥର ହେଲମେଟ ପିନ୍ଧିବୁ

ସିଙ୍ଗଲ ରହି ରହି
ଏତେ ଦିନ ହେଇଗଲାଣି ଭାବୁଛି…

ଘର ଆଗରେ ଗୋଟେ ନୋଟିସ ବୋର୍ଡ
ଲଗେଇ ଦେବି
” ଗାର୍ଲଫ୍ରେଣ୍ଡ ଦରକାର ଜୀବନ୍ତ ନହେଲେ ମୃତ “

Dekh ଭଉଣୀ
ଏମିତି ମୋତେ ଅନାନି
ପ୍ରେମ ହେଇଯିବ……

ବିଜ୍ଞାନ ମତ ଅନୁସାରେ ସକାଳୁ ଉଠି
ସବୁଜ ରଙ୍ଗ ଦେଖିଲେ ଆଖି ପାଇଁ ଭଲ

ସେଥିପାଇଁ ମୁଁ ପ୍ରତିଦିନ ସକାଳୁ
ଉଠି ଆଗ whatsapp ଦେଖେ
😀😀😀

Good morning
ମୁଁ ଉଠିକି
ଛତୁଆ ଖାଇସାରିଲିଣି
ତୁମେ ଜଳଖିଆ କଲଣି ?

କୁକୁଡ଼ାକୁ ଡେଲି
ଗରମ ପାଣି ପିଆଇଲେ
ସିଏ ସିଝା ଅଣ୍ଡା ଦେବ କି ? 🤔

ସଞ୍ଜନା ତୃତୀୟ ଥର ଡ୍ରାଇଭିଙ୍ଗ ଲାଇସେନ୍ସ
ପାଇଁ interview ଦେବାକୁ ଗଲା…..
Officer :- ଯଦି ଗୋଟିଏ ପାଖରେ ତୁମ ସ୍ୱାମୀ ଓ ଆଉଗୋଟେ ପାଖରେ ତୁମ ଭାଇ ଅଛନ୍ତି ତୁମେ କଣ ମରିବ ?

ସଞ୍ଜନା :- ସ୍ୱାମୀ

Officer :- ଆରେ ମ୍ୟାଡ଼ାମ, ଆପଣଙ୍କୁ ତୃତୀୟ ଥର କହୁଛି କି ବ୍ରେକ ମାରିବ 😎😎😎

ସରକାରଙ୍କ ବଡ଼ ଘୋଷଣା
ଯେଉଁମାନଙ୍କ ପାଖରେ 1 GB
RAM mobile ଅଛି
ସେମାନଙ୍କୁ ଗରିବ ସିମାରେଖା
ତଳେ ବୋଲି ଘୋଷଣା କରାଯିବ

ପପୁ interview ଦେବାକୁ ଯାଇଥିଲା !
Interview :- ଯଦି ପୃଥିବୀ 30 ଗୁଣ speed ରେ ବୁଲିବ ତା’ ହେଲେ କଣ ହବ ?
Papu:- ତାହେଲେ ତ ବହୁତ ଭଲ ହବ, ଆମକୁ ଆମ salary ପ୍ରତିଦିନ ମିଳିବ!!!

ଗୋଟେ ଝିଅ mobile ଦୋକାନ ଗଲା
ଝିଅ :- ଭାଇ…. ମୋ mobile ରେ ଟିକେ mp3 songs ପୁରେଇ ଦିଅ….!
ଦୋକାନୀ :- ମେମୋରୀ କାର୍ଡ଼ ଅଛି ?
ଝିଅ :- ମେମୋରୀ କାର୍ଡ଼ ତ ନାଇଁ, କିନ୍ତୁ ଭୋଟର କାର୍ଡ଼ ଆଉ ଆଧାର କାର୍ଡ଼ ଅଛି…..!! Please ଟିକେ ଶୀଘ୍ର ପୁରେଇଦିଅ!!!!😄😄😄

ନୂଆ ରୂପରେ ନୋବେଲ ପ୍ରାଇଜ

ଯେଉଁମାନେ କଲେଜ ରୁ ଡିଗ୍ରୀ

ସହ ସ୍ତ୍ରୀ ମଧ୍ୟ ପାଇଯାନ୍ତି,

ସେମାନଙ୍କୁ ନିହାତି ନୋବେଲ

ପ୍ରାଇଜ ଦିଆଯିବା ଦରକାର l

ସ୍ୱାମୀ :- ମୁଁ ତୁମକୁ ଯେତେବେଳେ ବାଡାଏ…… ତୁମେ କଣ କରି ତମ ରାଗକୁ ଶାନ୍ତ କର….?

ସ୍ତ୍ରୀ :- Toilet ସଫା କରିକି……!
ସ୍ୱାମୀ :- ଜୋରରେ ହସିକି କହିଲା…… ପାଗଳ ଝିଅ ତମେ…… ରାଗ ସହ toilet ସଫାର ସମ୍ପର୍କ କଣ ?

ସ୍ତ୍ରୀ :- Toilet ତମ tooth brush ରେ ସଫା କରୁଚି….. 😄😄😄

କଣ ଫାଇଦା ଏତେ

ପାଠ ପଢିକି……

ଯଦି ତୁମକୁ ଜଣା ନାହିଁ କି…..

ବରା ଆଉ ପକୁଡି କୁ ଇଂରାଜୀ ରେ

କଣ କୁହନ୍ତି ?

uncle :-ପପୁ, ତୁ ସ୍କୁଲ କଣ ପାଇଁ ଯାଉନୁ ? Papu :- ବହୁତ ଥର ଯାଇଥିଲି, କିନ୍ତୁ ମୋତେ ସ୍କୁଲରୁ ମାଡ଼ ମାରି ଫେରେଇଦିଅନ୍ତି…..! Uncle :- କାହିଁକି ????
ପପୁ :- କହନ୍ତି ପଳା ଏଠୁ, ଝିଅ ମାନଙ୍କ ସ୍କୁଲରେ ତୋର କଣ କାମ…. l 😄😄

ଆଜି କାଲିର ଝିଅ!!!!

ସାର :- କ୍ଲାସ ଆସିବାରେ ବିଳମ୍ବ କାହିଁକି ହେଲା ?
ଝିଅ :- ସାର, ପୁଅ ଗୋଟେ ମୋ ପଛରେ ପଡିଯାଇଥିଲା l
ସାର :- ତାହା ହେଲେ ତ ବିଳମ୍ବ କାହିଁକି ହେଲା ?
ଝିଅ :- କେମିତି ଆସିପାରିଥାନ୍ତି ଯେ ସେ ପୁଅଟା ପରା ଧୀରେ ଧୀରେ ଚାଲୁଥିଲା..

ପାଗଳ
ସ୍ୱାମୀ :- ତୁମର ଯଦି କିଛି ହୋଇଯିବ ମୁଁ ପାଗଳ ହେଇଯିବି l
ସ୍ତ୍ରୀ :- ତମେ ଦ୍ୱିତୀୟ ବିବାହ କରିବନି ତ ?
ସ୍ୱାମୀ :- ପାଗଳଙ୍କର କଣ ଅଛି, ସେମାନେ କିଛି ବି କରିପାରନ୍ତି l

ପାନିଆ
ଶିକ୍ଷକ (ରାଗିକି ):- ରାଜୁ ଆଜି ତୁ କାହିଁକି ମୁଣ୍ଡ କୁଣ୍ଡେଇକି ଆସିନୁ ?
ରାଜୁ :- ସାର, ମୋ ପାନିଆଟା ହଜିଯାଇଥିଲା l
ଶିକ୍ଷକ :- ତା ‘ ହେଲେ ବାପାଙ୍କ ପାନିଆରେ କୁଣ୍ଡେଇଲୁନି l
ରାଜୁ :- ବାପାଙ୍କ ମୁଣ୍ଡରେ ତ ଚୁଟି ନାହିଁ l

ରୋଷେଇ
ଉମେଶ ବାବୁ ଅଫିସରୁ ଘରକୁ ଫେରିବାବେଳକୁ ପତ୍ନୀଙ୍କ ମୁହଁ ହାଣ୍ଡିଭଳି ହୋଇଛି l ଏହା ଦେଖି ଉମେଶ ବାବୁ :- କଣ ହେଇଛି ? ଏଡ଼େ ବଡ଼ ମୁହଁ କାହିଁକି କରିଛ?
ପତ୍ନୀ :- ତୁମେ ଆଜି ସକାଳେ ଦୟା ପରଵଶ ହେଇ କହିଲେ, ସେ ଭିକାରୀ କୁ କିଛି ଖାଇବାକୁ ଦିଅ l ଆଉ ମୁଁ ଦେଲି l ଦେଖ ସିଏ ମୋତେ କଣ ଦେଇଛି l
ଉମେଶ ବାବୁ :- କଣ ?
ପତ୍ନୀ:- ” ଭଲ ରୋଷେଇ ଶିକ୍ଷା ‘ ବହି l

ଡାକ୍ତର ମଦୁଆକୁ :- ତମେ ସେ ଖୋଲା ମ୍ୟାନହୋଲରେ କେମିତି ପଡିଗଲ ?
ମଦୁଆ :- ମତେ ସେଇଟା social distancing ପାଇଁ ତିଆରି ହୋଇଥିବା ସର୍କଲ ଭଳି ଦେଖାଗଲା l
ଆଉ ମୁଁ ତା ଉପରେ ଠିଆ ହେବାକୁ ଯାଇ ଭିତରେ ପଡ଼ିଗଲି l

Internet ସରିଲା ମାନେ
Mobile ପୁରା ବିଧବା
ଭଳିଆ ଲାଗୁଛି l

ଝିଅ – ମେଘ ଗରଜିଲେ ତୁମକଥା ମନେପଡେ, ମୌସୁମୀର ଶୀତଳ ଆଗମନ ହେଲେ ତୁମକଥା ମନେପଡେ, ବର୍ଷାର ପ୍ରତ୍ୟେକ ବୁନ୍ଦାରେ ତୁମକଥା ମନେପଡେ……
ପୁଅ :- ଜାଣିଛି…… ଜାଣିଛି…… ତ ଛତା ମୋ ପାଖରେ ଅଛି,
ମୁଁ ଫେରେଇଦେବି, ଚିନ୍ତା କରନି!!!!

ଶିକ୍ଷକ :- ଯଦି କିଏ ସ୍କୁଲ ଆଗରେ ବୋମା ରଖି ଦିଏ, ତାହେଲେ କଣ କରିବ
ଛାତ୍ର :- ୧ – ୨ ଘଣ୍ଟା ରହିବୁ, ଯଦି କିଏ ନ ଆସେ ତାହେଲେ ଶିକ୍ଷକ ମାନଙ୍କ ରୁମ ରେ ରଖି ଦବୁ l

ଜୀବନଟା ପୁରା ଆଦିମାନବ
ଭଳିଆ ହୋଇଗଲାଣି,
ଖାଇ, ପିଇ ଗୁମ୍ଫା ଭିତରେ ରହିବ l
ବଜାର, ପରିବା ଆଣିବାକୁ ଗଲେ
ଲାଗୁଛି ଶିକାର କରିବି ନଚେତ
ଶିକାର ହୋଇଯିବି l

ହର ତରଫ ପଢାଇ କା ସାୟା ହେ
କିତାବୋ ମେଁ କିସନେ ସୁଖ ପାୟା ହେ
ହମ ତୋ ଜାତେଥେ ଟିଉସନ ଲଡକୀୟା ଦେଖନେ
ଅର ସର କେହେତେ ହେଁ
ଦେଖା ଇତନି ବରସାତ ମେଁଭି ଲଡକା ପଢ଼ନା ଆୟା ହେ…..

ଖରା ରେ ବସ ଟି ଠିଆ ହେଇଥିଲା,
ବସ ରେ ୨ଠ ଜଣ ଥିଲେ,
ବସ ଟି ଛାଡ଼ ନଥାଏ,
ସମସ୍ତେ ଗରମ ରେ ବେସ୍ତ,
ହେଲେ,
ଭିକାରୀ ଟି ଆସି ସମସ୍ତଙ୍କ ଠୁ,
ଟଙ୍କେ ଲେଖା ନେଇ
ଅଟୋ ରେ ପଳେଇଲା…….

କିଏ କହେ ତତେ ତାଜମହଲ
ଆଉ କିଏ କହେ ଆକାଶର ତାରା,
ହେଲେ ମୋ ପାଇଁ ତୁ ଆମ ସନିଆ ଦୋକାନର
ବାସି ପକୁଡି ଆଉ ବରା…. 😄

ଆଳୁ ପତର କି ସରୁ ପତର
ସେ କି ହୋଇବ ପାନ…
ଯାହାକୁ ତାହାକୁ ଭାରିଜା କଲେ
ସେ କି ବୁଝିବ ମନ….. 😎😎

” According to American Scientists “
ପୃଥିବୀରେ ସବୁଠୁ ଅଧିକା
ଘଡଘଡି ପଡୁଥିବା ଜାଗା ହଉଛି
. ମହାଭାରତ
. ରାମାୟଣ
. ଓଡ଼ିଆ ସିରିଏଲ

ମୋତେ impress କରିବା ପାଇଁ
୧ଠ୧ ସରଳ ଉପାୟ ଅଛି,
କିନ୍ତୁ ସବୁଠାରୁ ସରଳ ଉପାୟ
ହେଉଛି……

ଆପଣ ମୋ jio ନମ୍ବରରେ
555 ଟଙ୍କାର recharge କରି
ବି ମୋତେ impress କରି
ପାରିବ…..!!

ଯେବେ ଯାଏ ବଞ୍ଚିଛି Dp
ବଦଳି ଚାଲ
ଆଉ ପରେ ତ ଗୋଟିଏ
ଫଟୋ ହିଁ ଝୁଲିବ 😂

ଥରେ ଫେସବୁକରେ ପୁଅ ଓ ଝିଅ କଥା ହେଉଥିଲେ
ଝିଅ :- ତମେ କଣ କେବେ ହସନି କି ?
ପୁଅ :- କାଇଁ କଣ ହେଲା l
ଝିଅ :- ନାଇଁ ମୁଁ ଫେସବୁକରେ ତମର କେବେ ହସିଲା ଫଟୋ ଦେଖିନି ତ ସେଥିପାଇଁ
ପୁଅ :- ଓହୋ….. ଆଉ ତମେ କେବେ ଗାଧଉନ କି ମୁଁ ତୁମ ଗାଧୋଇଲା ଵାଲା ଫଟୋ କେବେ ଦେଖିନି
ଝିଅ :- ସିଧା ” Block “

ଯେବେ କୋଉ ବିଉଟିଫୁଲ ଝିଅକୁ
ମୁଁ କୋଉ ପୁଅ ସହିତ ଦେଖିଥାଏ ତ ନିଜ…..
ହୃଦୟରେ ହାତ ରଖିକି ନିଜକୁ ବୁଝେଇ ଦିଏ କି
APNA – TIME – AAYEGA……!!!😅😅😅

Gf :- କଣ କରୁଛ ?
Bf:- IPL ଦେଖୁଛି…..
Gf :- ମୁଁ କିନ୍ତୁ IPL ଦେଖେ ନାହିଁ…..
Bf:- କାହିଁକି ?
Gf:- ଏଥିରେ ଇଣ୍ଡିଆ ପ୍ରତିଥର ହାରିଥାଏ….!!!!
Bf:- ଚାଲ ଫୋନ ରଖ….. ଆଉ ଯାଇକି ଛୋଟା ଭୀମ ଦେଖ….. ସେଥିରେ ଛୋଟାଭୀମ ପ୍ରତିଥର ଜିତିଥାଏ….. 🙂🙂🙂

ନଟୁ :- ଆମ ପଡୋଶୀ ଘର ଝିଅକୁ ଇଂରାଜୀ ଆସେ ନାହିଁ l
ଖଟୁ :- ତୁ କେମିତି ଜାଣିଲୁ ?
ନଟୁ :- ମୁଁ ତାକୁ କହିଲି
Give me a sweet kiss 😘😘
ସେ ମୋତେ ଚଟକଣା ଟିଏ ମାରିଲା ହୋ 😇😇😇

ଗାଁ ର ଝିଅଟି ପ୍ରଥମ ଥର ଫୋନ ଧରି ଦୋକାନ ଆସିଲା ll
ଝିଅ – ଭାଇ ୧ଠ ଟଙ୍କା recharge କରିଦିଅ…. ll
ଦୋକାନୀ – ଝିଅ, ୧ଠ ଟଙ୍କାରେ କେବଳ ୭ ଟଙ୍କା ମିଳିବ.. ଲଲଲ
ଝିଅ – ହଉ ବାକି ତିନି ଟଙ୍କାର ମିକ୍ସଚର ଦେଇଦିଅ…. 😇😇

ଆମ ଦେଶରେ ସବୁଠାରୁ ଗୋଟେ ଭଲ ସୁବିଧା ଏହା ଯେ.
ଯଦି ତୁମେ ଲାଞ୍ଚ ନେଲାବେଳେ ଧରାପଡ଼ିଗଲ
ତେବେ ଲାଞ୍ଚ ଦେଇକି ବି ମଧ୍ୟ ଖସିଯାଇପାରିବ ll

Sir – ଝିଟିପିଟି ଆଉ କୁମ୍ଭୀର ଭିତରେ ପାର୍ଥକ୍ୟ କଣ ?
Student – ଝିଟିପିଟି ଏକ ଗରିବ କୁମ୍ଭୀର ଯିଏକି Horlicks ଖାଇନି…

ମୁଁ ରାକ୍ଷୀବନ୍ଧନ ଥିବ ଗୋଟିଏ ସପ୍ତାହ
ଆଗରୁ ଗାଏବ ହେଇଯିବି….
ସବୁ ଝିଅମାନଙ୍କୁ ମୋ ଭଳିଆ ହାଣ୍ଡସମ ଭାଇ ଦରକାର
ମୋର କେତେ ଡିମାଣ୍ଡ ରେ ବାବା….

କଣ ଫାଇଦା ଏତେ ପାଠ ପଢିକି…
ଯଦି ତୁମକୁ ଜଣା ନାହିଁ କି….
ବରା ଆଉ ପକୁଡି କୁ ଇଂରାଜୀରେ କଣ କୁହନ୍ତି ?

ଭାଇ……
ମତେ ଠିକ ସେ ଦାମ କୁହ !
କାରଣ ମୁଁ ସବୁବେଳେ କେବଳ
ତମଠୁ ହିଁ ଜିନିଷ କିଣେ !

ଭଉଣୀ….
ମିଛ କହିଲା ବେଳେ ଟିକେ ତ
ଭଗବାନଙ୍କୁ ଡର ! କାରଣ ମୁଁ ତ କାଲି ହିଁ ଦୋକାନ ନୂଆ କରି ଖୋଲିଛି ll😂😂😂

ଜଣେ କାଳି ଆଫ୍ରିକୀୟ ଝିଅର ପ୍ରାର୍ଥନା
ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କୁ ପରୀ ଭଳି
ଡେଣା ଦେଇଦେଲେ…..
ଆଫ୍ରିକୀୟ ଝିଅଟି ଖୁସି ହୋଇ କହିଲା
ଆରେ ବାଃ……
ମୁଁ ତା’ ହେଲେ ପରୀ ହୋଇଗଲି….
ଭଗବାନ କହିଲେ.,…..
ନାଁ ରେ ଝିଅ…..
ତୁ ଏବେ ବାଦୁଡ଼ି ହୋଇଗଲୁ…… 😂😂

Mom – ମୋବାଇଲ ଫୋନ ଛଡା ତୋ ଜୀବନରେ ଆଉ କିଛି important ଅଛି ନା…. ନାହିଁ…
Son – ହଁ 🙂ଚାର୍ଜର ଆଉ ଇଅରଫୋନ…. 😁😁😁

ପାଠ ପଢିଲେ ଜ୍ଞାନ ମିଳେ
ଚାକିରୀ କରିଲେ ଦରମା ମିଳେ
ହେଲେ ପ୍ରେମ କଲେ କଣ ମିଳେ
ଆଜିପର୍ଯ୍ୟନ୍ତ ବୁଝି ପାରିଲିନି

କାଠ ତ କାଠ
କଞ୍ଚା ବି ଜଳେ ଶୁଖିଲା ବି ଜଳେ
ଟୋକୀ ନମିଳିଲେ
ବୁଢ଼ୀ ବି ଚଳେ

ଅଷ୍ଟମ ଶ୍ରେଣୀ ଝିଅକୁ ଭଲପାଇବନି,
ନବମ ହେଲେ ବି ଚଳିବ,
ଦଶମ ଶ୍ରେଣୀ ଝିଅକୁ ଭଲପାଇବନି,
କପି ଦେଇ ଦେଇ ମରିବ… 😀😀😀

ଯଦି free ଅଛ ତାହେଲେ ମୋର
ଗୋଟେ ପ୍ରଶ୍ନ ର ଉତ୍ତର ଦିଅ ?
ଏତିକିରେ ସେତିକି ମିଶିଲେ
କେତିକି ହେବ ?
😂🤔😂

ସକାଳ ହେଲାଣି ରାବଇ
କାଉ
କାନରେ Ear cord
ଲଗେଇ
ଶୋଇପଡ ଉଠ ନା ଆଉ

ସଞ୍ଜନା ତୃତୀୟ ଥର ଡ୍ରାଇଭିଙ୍ଗ
ଲାଇସେନ୍ସ ପାଇଁ interview ଦେବାକୁ ଗଲା….
Officer :- ଯଦି ଗୋଟିଏ ପାଖରେ ତୁମ ସ୍ୱାମୀ ଓ ଆଉଗୋଟେ ପାଖରେ ତୁମ ଭାଇ ଅଛନ୍ତି ତେବେ ତୁମେ କଣ କରିବ ?
ସଞ୍ଜନା :- ସ୍ୱାମୀ
Officer :- ଆରେ maddam, ଆପଣଙ୍କୁ ତୃତୀୟ ଥର କହୁଛି କି ବ୍ରେକ ମାରିବ 😇😇😇

Odia Jokes

When you’re feeling down, read some funny jokes to lighten up the mood. They will make you laugh and feel better instantly. Odia Jokes, Odia Jokes,

When you’re feeling down, read some funny jokes to lighten up the mood. They will make you laugh and feel better instantly. Odia Jokes,

Have you ever been stuck in a bad mood and wanted to laugh? Check out some of the best jokes out there and laugh until you cry. Odia Jokes

Odia Jokes, Odia Jokes, Odia Jokes, Odia Jokes, Odia Jokes, Odia Jokes

Leave a Comment

You cannot copy content of this page