Immerse yourself in the soul-stirring lyrics of the Odia song ‘Gaochhi Mana Aji’. Download the PDF for free and relish the essence of this beautiful composition. Dive into the emotions and melodies that define this enchanting piece of music
Gaochhi Mana Aji Odia Song Lyrics
ପୁଅ:-
ଗାଉଚି ମନ ଆଜି ଗାଉଚି..
ଝୁମି ଝୁମି ଆଜି ଗାଉଚି..
ଗାଉଚି ମନ ଆଜି ଗାଉଚି..
ଝୁମି ଝୁମି ଆଜି ଗାଉଚି..
କିଛି ତୋ କଥା କିଛି ମୋ କଥା..
କିଛି ତୋ କଥା କିଛି ମୋ କଥା
ମୁଁ କାଳେ ତତେ ଭାରି ଭଲ ପାଉଚି..
ଝିଅ:-
ଗାଉଛି ମନ ଆଜି ଗାଉଛି..
ଝୁମି ଝୁମି ଆଜି ଗାଉଛି..
ଗାଉଛି ମନ ଆଜି ଗାଉଛି..
ଝୁମି ଝୁମି ଆଜି ଗାଉଛି..
କିଛି ତୋ କଥା କିଛି ମୋ କଥା
କିଛି ତୋ କଥା କିଛି ମୋ କଥା
ମୁଁ କାଳେ ତତେ ଭାରି ଭଲ ପାଉଛି..
ପୁଅ:-
ଗାଉଚି ମନ ଆଜି ଗାଉଚି..
ଝୁମି ଝୁମି ଆଜି ଗାଉଚି
ଝିଅ:-
ଓ..ଗାଉଛି ମନ ଆଜି ଗାଉଛି..
ଝୁମି ଝୁମି ଆଜି ଗାଉଛି….
ଯୋଡି ଯୋଡି ହୋଇ ଉଡି ଉଡି ଯିବା
ମାଧବୀ ଲତାର କୁଞ୍ଜେ
ମାଧବୀ ଲତାର କୁଞ୍ଜେ
ପୁଅ:-
ବୁଜି ବୁଜି ଆଖି ଖୋଜୁଥୁବି ତତେ
ମୁଁ ସକାଳ ସଂଜେ
ମୁଁ ସକାଳ ସଂଜେ
ଝିଅ:-
ହାଁ.. ଯୋଡ଼ି ଯୋଡି ହୋଇ ଉଡି ଉଡି ଯିବା
ମାଧବୀ ଲତାର କୁଞ୍ଜେ
ମାଧବୀ ଲତାର କୁଞ୍ଜେ
ପୁଅ:-
ବୁଜି ବୁଜି ଆଖି ଖୋଜୁଥିବି ତତେ
ମୁଁ ସକାଳ ସଂଜେ
ମୁଁ ସକାଳ ସଂଜେ
ଏଇ ଖୋଜା ଖୁଜିରେ ମଜା ତୋ ଅଛି
ପୁଅ:-
ଗାଉଚି ମନ ଆଜି ଗାଉଚି..
ଝୁମି ଝୁମି ଆଜି ଗାଉଚି..
ଝିଅ:-
ଗାଉଛି ମନ ଆଜି ଗାଉଛି..
ଝୁମି ଝୁମି ଆଜି ଗାଉଛି..
ଅଗନା ଅଗନି ବନସ୍ତ ଭିତରେ
ରହିବା କୁଡ଼ିଆ ଘରେ
ରହିବା କୁଡ଼ିଆ ଘରେ
ପୁଅ:-
ସୂରୁଜ ଆସିବ ପଦୁଅଁ ଡଙ୍ଗାରେ
ରାତି ତୋ ଜନ୍ମ ପାଦରେ
ରାତି ତୋ ଜନ୍ମ ପାଦରେ
ଝିଅ:-
ନାଁ..ଅଗନା ଅଗନି ବନସ୍ତ ଭିତରେ
ରହିବା କୁଡ଼ିଆ ଘରେ
ରହିବା କୁଡ଼ିଆ ଘରେ
ପୁଅ:-
ସୂରୁଜ ଆସିବ ପଦୁଅଁ ଡଙ୍ଗାରେ
ରାତି ତୋ ଜନ୍ମ ପାଦରେ
ରାତି ତୋ ଜହ୍ନ ପାଦରେ
ଝିଅ:-
ସେ ଜହ୍ନ ବନରେ ଆଜି ନିଆଁ ଲାଗିଛି
ଗାଉଛି ମନ ଆଜି ଗାଉଛି..
ଝୁମି ଝୁମି ଆଜି ଗାଉଛି..
ପୁଅ:-
ଗାଉଚି ମନ ଆଜି ଗାଉଚି..
ଝୁମି ଝୁମି ଆଜି ଗାଉଚି..
ଝିଅ:- କିଛି ତୋ କଥା କିଛି ମୋ କଥା
ପୁଅ:-
କିଛି ତୋ କଥା କିଛି ମୋ କଥା
ମୁଁ କାଳେ ତତେ ଭାରି ଭଲ ପାଉଛି
ପୁଅ:- ଗାଉଚି ମନ ଆଜି ଗାଉଚି..
ଝିଅ:- ହ.. ହ..
ପୁଅ:- ଝୁମି ଝୁମି ଆଜି ଗାଉଚି..
ଝିଅ:- ହ.. ହ..
ଝିଅ:- ଗାଉଛି ମନ ଆଜି ଗାଉଛି..
ପୁଅ:- ହ.. ହ..
ଝିଅ:- ଝୁମି ଝୁମି ଆଜି ଗାଉଛି..
ପୁଅ:- ହ… ହ..
Gaochhi Mana Aji Odia Song Lyrics PDF Download