Tike Tike Barsha Hela Odia Lyrics Download

Tike Tike Barsha Hela odia lyrics

Tike Tike Barsha Hela Odia Lyrics Download

Facebook
WhatsApp
Telegram

Song by Aseema Panda and Humane Sagar

There are many Odia songs with catchy lyrics. Here are some of our favorites:

Tike Tike Barsha Hela – This song tells the story of a love between two young people from different backgrounds. It’s sung by Aseema Panda and Humane Sagar, and has been popularized by the movie.

Odia Song Lyrics – A compilation of popular Odia song lyrics with English translations, including songs about love, sadness, betrayal, and more.

Tike Tike Barsha Hela Odia Lyrics

ଟିକେ ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା

ଟୋପା ଟୋପା ତୋ ଦେହରେ ମୋତି ଝରିଲା

ଏମିତି ତୁ ଆସିଲୁ ମୋ ମନରେ ବସିଲୁ

ଭରସାର ପ୍ରେମ ନେଇ ଭଲ ପାଇଲୁ

ଏମିତି ତୁ ଚାହିଁଲୁ ଭାବନାରେ କହିଲୁ

ଜିଇଁବାର ଆଶା ନେଇ ମୋତେ ଛୁଇଁଲୁ

ଓ ଟିକେ ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା

ଟୋପା ଟୋପା ତୋ ଦେହରେ ମୋତି ଝରିଲା

ଟିକେ ଟିକେ ଖରା ହେଲା ଟିକେ ନାଲି ଦିଶିଲା

ମିଠା ମିଠା ତୋ ମୁହଁରେ ରଙ୍ଗ ଝରିଲା

ସେଇ ରଙ୍ଗରେ ସେଇ ଋତୁରେ ଲାଗେ ସତେରେ

ମୋ ମନରେ ପ୍ରେମ ଉଙ୍କି ମାରିଲା

ପ୍ରେମ ହେଲା, ପ୍ରେମ ହେଲା

हौले-हौले ହେଇଗଲା

ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ସେଇ ଛୁଆଁରେ, ତୋ ଗୀତରେ ଲାଗେ ସତେରେ

ହୃଦୟରେ ସାତ ରାଗ ବାନ୍ଧିଲା

ପ୍ରେମ ହେଲା, ପ୍ରେମ ହେଲା

हौले-हौले ହେଇଗଲା

ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ତୋତେ ଦେଖେ ମୋ ଆଖି, ଝୁରେ ମୁଁ ନୀତି-ନୀତି

ତୁ ଥିଲେ ଭିଜା-ଭିଜା ଲାଗେ ଏ ପ୍ରୀତି

ଓ ଏଇ ସେ ପ୍ରଜାପତି ଚୁମେରେ ଚୁପି ଚୁପି

ବଗିଚାର ମିଠା ମହୁ ପଡ଼ିଛି ଟିକେ

ସେଇ ମହୁରେ, ସେଇ ଫୁଲରେ ଲାଗେ ସତେରେ

ଚାରିଆଡେ କି ବାସ୍ନା ବହିଲା

ପ୍ରେମ ହେଲା, ପ୍ରେମ ହେଲା

हौले-हौले ହେଇଗଲା

ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ଲା, ଲା, ଲା

ଲା, ଲା, ଲା

ଓ, ଓ, ଓ

ଓ, ଓ, ଓ

Thank you for visiting our website for job related search visit here

Leave a Comment

You cannot copy content of this page