Ganapati Bapa Moriya Re Odia Song Lyrics. Celebrate Ganesh Chaturthi with this beautiful devotional song sung by Sourav Bharadwaj. Read the complete Odia Ganesh Puja Song Lyrics and song credits.
Ganapati Bapa Moriya Re – Odia Song Lyrics
ବୁଦ୍ଧିଦାତା ବକ୍ରତୁଣ୍ଡ ଏକଦନ୍ତ ହସ୍ତିମୁଣ୍ଡ…
ସିଦ୍ଧିବିନାୟକ ପ୍ରଭୁ ମୂଷିକବାହନ ତୁଣ୍ଡ….
🎶🎶🎶🎶
ବୁଦ୍ଧିଦାତା ବକ୍ରତୁଣ୍ଡ ଏକଦନ୍ତ ହସ୍ତିମୁଣ୍ଡ…
ସିଦ୍ଧିବିନାୟକ ପ୍ରଭୁ ମୂଷିକବାହନ ତୁଣ୍ଡ….
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ… 🙏
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ…
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ…
ତୁମ ମସ୍ତକେ ସିନ୍ଦୂର ଚନ୍ଦନ….
ଗୌରୀମାଙ୍କ ତୁମେ ନନ୍ଦନ….
ବିଘ୍ନବିନାଶକ ଲମ୍ବୋଦର ପ୍ରଭୁ…. ଦେବଦେବଙ୍କ ସ୍ପନ୍ଦନ
ଦେବସଙ୍ଗେ କଲ ଯୁଦ୍ଧ ଦଇତା ସୁରର ବଦ୍ଧ…
ଜ୍ଞାନଦାତା ତୁମେ ପ୍ରଭୁ ମୁଖେ ତୁମ ଚତୁର୍ବେଦ….
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ… 🙏
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ…
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ…
🎶🎶🎶🎶
ବିଘ୍ନରାଜ ବିଘ୍ନହରଣ…. ମଙ୍ଗଳ ମୁରତି କରଣ
ଅଗ୍ରପୂଜ୍ୟ ତୁମେ ଗଣନାଥ ପ୍ରଭୁ ଶୁଭଲାଭ…. ତୋମ ତୋରଣ
ବିଘ୍ନରାଜ ବିଘ୍ନହରଣ…. ମଙ୍ଗଳ ମୁରତି କରଣ
ଅଗ୍ରପୂଜ୍ୟ ତୁମେ ଗଣନାଥ ପ୍ରଭୁ ଶୁଭଲାଭ…. ତୋମ ତୋରଣ
ବୁଦ୍ଧିଦାତା ବକ୍ରତୁଣ୍ଡ ଏକଦନ୍ତ ହସ୍ତିମୁଣ୍ଡ…
ସିଦ୍ଧିବିନାୟକ ପ୍ରଭୁ ମୂଷିକବାହନ ତୁଣ୍ଡ….
ବୁଦ୍ଧିଦାତା ବକ୍ରତୁଣ୍ଡ ଏକଦନ୍ତ ହସ୍ତିମୁଣ୍ଡ…
ସିଦ୍ଧିବିନାୟକ ପ୍ରଭୁ ମୂଷିକବାହନ ତୁଣ୍ଡ….
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ… 🙏
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ…
ଜୟ ଜୟ ଜୟ ଗଣପତି ବାବା ହେ…ମୋରିଆ ରେ ବାବା ମୋରିଆରେ…
Ganesh Chaturthi upalakshye Pratima Productions ra sundara devotional Odia song “Ganapati Bapa Moriya Re”. Ehi bhaktimaya geetare Prabhu Ganeshanka mahima, bhakti, shraddha ebam mangalamaya swarupa ku sundara bhabare barnana kara jaichi.
Ehi geetara kantha re achhanti Sourav Bharadwaj, Music & Composer Suraj Haldar ebam Lyrics Gyana Ranjan Sathua. Ganesh Chaturthi samayare ehi bhaktimaya geeta suniba pain bhakta mananka madhyare eha eka sundara devotional song.
Song Credits
- Song: Ganapati Bapa Moriya Re
- Production House: Pratima Productions
- Recorded At: Pratima Recording Studio, Bhubaneswar
- Producer: Samprit Swarup Satpathy
- Director: Gyana Ranjan Sathua
- Singer: Sourav Bharadwaj
- Music & Composer: Suraj Haldar
- Lyrics: Gyana Ranjan Sathua
- Editor: Prabhu Mallick
- Marketer: Manas Kumar Rout