Read the full lyrics of the romantic Odia song Chithi Mora Asilani Asibara Thila sung by Udit Narayan. Written by Panchanan Nayak and composed by Krushna Chandra. Released by Sidharth Music.
Chithi Mora Asilani Asibara Thila Lyrics
ଚିଠି ମୋର ଆସିଲାଣି ଆସିବାର ଥିଲା
ଚିଠି ମୋର ଡାକ ଘରୁ ଚୋରି ହାଇଗଲା…
ଚିଠି ମୋର ଆସିଲାଣି ଆସିବାର ଥିଲା
ଚିଠି ମୋର ଡାକ ଘରୁ ଚୋରି ହାଇଗଲା…
ରେ ଡାକ ଵାଲାଏମିତି କେମିତି ହେଲା….
ରେ ଡାକ ଵାଲା… ଆ. ଆ. ଆ…ଏମିତି କେମିତି ହେଲା
🎶🎶🎶🎶🎶
ଅଳପ ଅଳପ ପ୍ରେମର ଗଳପ ଆରମ୍ଭ ହେଇଛି ମୋର
ପାଇଲି ନାହିଁ ମୁଁ ପହିଲି ଚିଠିକୁ ମନ ଭାଙ୍ଗି ଯାଏ ମୋର
ପ୍ରିୟା ମୋର ଆସିଲାଣି ଆସିବାର ଥିଲା
ପ୍ରିୟମୋର ଅଧା ବାଟେ କାହିଁ ରହିଗଲା
ରେ ଗାଡିଵାଲାଏମିତି କେମିତି ହେଲା….
🎶🎶🎶🎶
ଫୁଲ ପାହାଡର ଝରଣା କୋଳରେ ଘରଟେ ଗଢ଼ିଲି ମୁହିଁ
ମିଳିଲାନି ଚିଠି ଆସିଲାଣି ପ୍ରିୟା ଘରତୋଳି ଲାଭ ନାହିଁ…
🎶🎶🎶🎶
ଫୁଲ ପାହାଡର ଝରଣା କୋଳରେ ଘରଟେ ଗଢ଼ିଲି ମୁହିଁ
ମିଳିଲାନି ଚିଠି ଆସିଲାଣି ପ୍ରିୟା ଘରତୋଳି ଲାଭ ନାହିଁ…
ଚାନ୍ଦ ମୋର ହସିଲାଣି.. ହସିବାର ଥିଲା,
ହସୁ ହସୁ କଳା ମେଘ ଢାଙ୍କି ଦେଇଗଲା
ରେ ଫେରିବାଲା ଏମିତି କେମିତି ହେଲା….
ରେ ଫେରିବାଲା ଏମିତି କେମିତି ହେଲା….
🎶🎶🎶🎶🎶
ଚିଠି ମୋର ଆସିଲାଣି ଆସିବାର ଥିଲା
ଚିଠି ମୋର ଡାକ ଘରୁ ଚୋରି ହାଇଗଲା…
ଚିଠି ମୋର ଆସିଲାଣି ଆସିବାର ଥିଲା
ଚିଠି ମୋର ଡାକ ଘରୁ ଚୋରି ହାଇଗଲା…
ରେ ଡାକ ଵାଲାଏମିତି କେମିତି ହେଲା….
ରେ ଡାକ ଵାଲା… ଆ. ଆ. ଆ…ଏମିତି କେମିତି ହେଲା
Song Credits Section
- Song: Chithi Mora Asilani Asibara Thila
- Album: Chithi Mora (Album No: SM – 1812)
- Singer: Udit Narayan
- Lyricist: Panchanan Nayak
- Music Director: Krushna Chandra
- Cast: Bobby, Sweet
- Video Director: Sahil Swain (Chagala)
- Music Label & Banner: Sidharth Music
- Producers: Sitaram Agrawal & Namita Agrawal