Jagare Tu Odianka Garba Lyrics | ଜଗାରେ ତୁ ଓଡ଼ିଆଙ୍କ ଗର୍ବ

Jagare Tu Odianka Garba Lyrics

Jagare Tu Odianka Garba Lyrics | ଜଗାରେ ତୁ ଓଡ଼ିଆଙ୍କ ଗର୍ବ

Facebook
WhatsApp
Telegram

Read the full lyrics of Jagare Tu Odianka Garba (ଜଗାରେ ତୁ ଓଡ଼ିଆଙ୍କ ଗର୍ବ) – a soulful Odia Jagannath Bhajan sung by Sourav Bharadwaj, written & composed by Niranjan Panda. Presented by RSR Odia Music.

Jagare Tu Odianka Garba Lyrics

ତୁ କୋଟି ଓଡ଼ିଆଙ୍କ ହୃଦୟର
ମଉଡମଣୀ କଳାଠାକୁର 🙏
ଜଗାରେ ତୁ ଜଗା
ଜଗାରେ ତୁ ଜଗା
ତୁ କୋଟି ଓଡ଼ିଆଙ୍କ ହୃଦୟର
ମଉଡମଣୀ କଳାଠାକୁର 🙏
ତୁ ଜଗନ୍ନାଥ ସାରା ଜଗତର
ତୁ ପ୍ରାଣବିନ୍ଦୁ ସାରା ସୃଷ୍ଟିର
ତୁ ରହିଛୁ ବୁଲିରେ…..
ଆମରି ପ୍ରାଣରେ…..
ତୁ ରହିଛୁ ବୁଲିରେ…..
ଆମରି ପ୍ରାଣରେ…..
ଆମ ସ୍ମିତାରେ
ମୁଁ ଓଡ଼ିଆ ବୋଲି ଗରବ କରେ
ଛାତି ଫୁଲେଇକି ଜଗାରେ
ମୁଁ ଓଡ଼ିଆ ବୋଲି ଗରବ କରେ
ଛାତି ଫୁଲେଇକି ଜଗାରେ ।
———–
ଧାନରୁ ଚାଉଳ ହୁଏ….
ଚାଉଳରୁ ପରା ଭାତ
ସେ ଭତାହାଣ୍ଡିରେ ପଡିଲେ ତୁଳସୀ
ବୋଲାଏ ସେ ମହାପ୍ରସାଦ
ଜଗାରେ….
ଜଗାରେ….
ଜଗାରେ…..ଜଗାରେ
ନିମ୍ୱରୁ ତ ଦାରୁହୁଏ
…….ଦାରୁବ୍ରହ୍ମ ମହାସତ୍ୟ
ସେ ଦାରୁ ପିଣ୍ଡାରେ ତୁ ରହିଲେ ରେ
ବୁଲାଏ ଜଗନ୍ନାଥ
ତୁ କଳିଙ୍ଗ ମାଟିର ଏମିତି ଠାକୁର
ତୁ କଳିଙ୍ଗ ମାଟିର ଏମିତି ଠାକୁର
ବିଶ୍ୱ ଚଲାଉରେ

ମୁଁ ଓଡ଼ିଆ ବୋଲି ଗରବ କରେ
ଛାତି ଫୁଲେଇକି ଜଗାରେ
ମୁଁ ଓଡ଼ିଆ ବୋଲି ଗରବ କରେ
ଛାତି ଫୁଲେଇକି ଜଗାରେ
🎶🎶🎶🎶🎶
ପଥର ଗଢିଲେ ଗୁଡ଼ି
ଗୁଡ଼ି ଦେହେ ପରା ବ୍ରହ୍ମ
ଶରଧା ବାଲିରେ ସବୁ ଗୋଡି ବାଲି
ବୁଲାଏ ଶାଳଗ୍ରାମ
ଜଗାରେ…..
ଜଗାରେ…..
ଜଗାରେ…..ଜଗାରେ
କାଠରୁ ତ ଅଖ ଚକ
ଅଖ ଚକ ମିଶି ରଥ
ସେ ରଥ ଉପରେ ତୁ ବସିଲେ ରେ
ବୁଲାଏ ସେ ନନ୍ଦିଘୋଷ
ତୁ ଓଡ଼ିଆ ଜାତିର….
ଗରବ ଗୌରବ….
ତୁ ଓଡ଼ିଆ ଜାତିର….
ଗରବ ଗୌରବ….
ପ୍ରାଣଦେବତା ରେ…
ମୁଁ ଓଡ଼ିଆ ବୋଲି ଗରବ କରେ
ଛାତି ଫୁଲେଇକି ଜଗାରେ
ମୁଁ ଓଡ଼ିଆ ବୋଲି ଗରବ କରେ
ଛାତି ଫୁଲେଇକି ଜଗାରେ ।
…….. 🙏….

Leave a Comment

You cannot copy content of this page