Ama Gaan Ananta Lyrics in Odia

Ama Gaan Ananta Lyrics in Odia

Ama Gaan Ananta Lyrics in Odia

Facebook
WhatsApp
Telegram

Looking for “Ama Gaan Ananta” lyrics in Odia? Read the full Odia lyrics of this soulful and devotional song dedicated to Lord Jagannath. Perfect for singing or learning!

Ama Gaan Ananta Lyrics in Odia

ସେ ବଞ୍ଚିଛି.. …. ସେ ବଞ୍ଚିଛି.. ….
ବଞ୍ଚିଥିବ …..
ଏ ମାଟି ଗାଉଥିବ ତାହାରି ଗାଥା
ଆମ ଗାଁ ଅନନ୍ତା 🎶
ଆମ ପୁଅ ଅନନ୍ତା 🎶
ଆମ ଗାଁ ଅନନ୍ତା 🎶
ଆମ ପୁଅ ଅନନ୍ତା 🎶
ଯେବେ ବରଷା ଝଡି ଆସିବ
ଯେବେ ନଈରେ ବଢିଆସିବ
କୋଟିଏ ଜନତା ମନେପକାଇବେ
ତା ବଳି ଦାନ କଥା
ଆମ ଗାଁ ଅନନ୍ତା 🎶
ଆମ ପୁଅ ଅନନ୍ତା 🎶
ଏ ……..
ପୁଣି ତୋ କୋଳେ ଜନମ ନେବି ମୁଁ
ତୋ ହାତ ରନ୍ଧା ଖୁଏଇବୁ ତୁ
ତୁ ଗାଉଥିବୁ ବାୟା ଗୀତ
ତୋ ଗୀତ ଶୁଣି ଶୋଉଥିବି ମୁଁ
🎶🎶🎶🎶
🎶🎶🎶🎶
ଏଇ ଗାଁ ମାଟି ମୋ ଜୀବନ
ସଭିଙ୍କ ହୃଦୟେ ମୋ ପାଇଁ ଚନ୍ଦନ
ମନ କହେ ପୁଣି ଚଗଲା ହେଇ
ଯୋଡି ଦେବି ସେଇ ମମତା ବନ୍ଧନ
ଆଖି ଖୋଲିଲେ ଆଖି ବୁଜିଲେ
ପାଇଯିବୁ ତୁ ମୋତେ ଖୋଜିଲେ
ଯଉଁଠି ଥିଲେ ମୁଁ ଫେରିଆସିବିଲ
ଦଉଛି ତୋତେ ମୁଁ କଥା

ଆମ ଗାଁ ଅନନ୍ତା 🎶
ଆମ ପୁଅ ଅନନ୍ତା 🎶
ଆମ ଗାଁ ଅନନ୍ତା 🎶
ଆମ ପୁଅ ଅନନ୍ତା 🎶
🎵🎵🎵🎵
🎵🎵🎵🎵
ଆମରି ଗାଁରେ ସିଏ ଆମ ପାଇଁ
ଜନମି ଥିଲା ଦେବ ଶିଶୁ ହେଇ
ଚିହ୍ନି ପାରିଲୁନି ତା ଭଳି ହୀରାକୁ
ଜାଣି ଜାଣି ସତେ ଦେଲୁରେ ହଜେଇ
🎶🎶🎶🎶
🎶🎶🎶🎶
ବୁଝି ପାରିଲୁନି ତା ଅଳି ଅଝଟ
କେତେ ଗାଳି ଦେଇ କରିଛୁ ଆକଟ
ତାକୁ ହରେଇକି ଆମେ ହାରିଗଲୁ
ସିଏ ପିନ୍ଧିଦେଲା ବିଜୟ ମୁକୁଟ

ଅହନ୍ତା ଆଜି ସେ ଅନନ୍ତ ଆକାଶ
ସବୁଠି ନାହିଁ ତା ଶେଷ
ଯୁଗ ଯୁଗ ପାଇଁ ତାହାରି କାହାଣୀ
ହେଲା ଭାଗବତ ଗୀତ
ଆମ ଗାଁ ଅନନ୍ତା
ଆମ ପୁଅ ଅନନ୍ତା
🎶🎶🎶🎶
🎶🎶🎶🎶🎶

🎶🎶🎶🎶
🎶🎶🎶🎶🎶

ହସିଦେ ହସିଦେ ମାଆ ମୋର ଓଡିଆ ଭଜନ | Haside Haside Maa Mora Odia Lyrics
ଜଗନ୍ନାଥ ମାଟିରେ ଜନ୍ମ ଓଡିଆ ଭଜନ ଗୀତ | Jagannath Matire Janma Odia Lyrics – ଶ୍ରୀଜଗନ୍ନାଥ ଭଜନ
Ki Heba Mandu Posile Lyrics | କି ହେବ ମାଣ୍ଡୁ ପୋଷିଲେ
To Badapana Ku Dhik Lyrics in odia

Leave a Comment

You cannot copy content of this page