Access the engaging Odia story ‘Jadi Bata Thila Alaga lyrics’ for free with a convenient PDF download. Immerse yourself in this captivating narrative that promises an enriching reading experience
Jadi Bata Thila Alaga Lyrics
ଯଦି ବାଟ ଥିଲା ଅଲଗା
ଦେଖା ହେଲା କାହିଁକି
ଯଦି ଭାଗ୍ୟ ଥିଲା ଅଲଗା
ଦେଖା ହେଲା କାହିଁକି
ଯଦି ବାଟ ଥିଲା ଅଲଗା
ଦେଖା ହେଲା କାହିଁକି
ଯଦି ଭାଗ୍ୟ ଥିଲା ଅଲଗା
ଦେଖା ହେଲା କାହିଁକି…
ଗୋଟେ ନା ପାଖେ ଆଉ ଗୋଟେ ନା
ଲେଖା ହେଲା କାହିଁକି
ଲେଖା ହେଲା କାହିଁକି..
କାହିଁକି କାହିଁକି ପ୍ରେମ ହେଲା କାହିଁକି
କାହିଁକି କାହିଁକି… ପ୍ରେମ ହେଲା କାହିଁକି
ହେ ହେ ହେ..ହେ ହେ ହେ….
ହୁଁ ହୁଁ ହୁଁ ହୁଁ……
ଭୁଲି ଯିବା ପାଇଁ କଥାଦେଲା ପରେ
ମନେ ପଡ଼େ ଜଣେ ବେଶୀ
ପ୍ରେମ ବେଳେ ବେଳେ ଥାଏ ଛାତି ତଳେ
ବେଳେ ବେଳେ ପରଦେଶୀ
ଭୁଲି ଯିବା ପାଇଁ କଥା ଦେଲା ପରେ
ମନେ ପଡ଼େ ଜଣେ ବେଶି
ପ୍ରେମ ବେଳେ ବେଳେ ଥାଏ ଛାତି ତଳେ
ବେଳେ ବେଳେ ପରଦେଶୀ
ଭୁଲି ଯିବା ପାଇଁ କଥା ଦେଲା ପରେ
ମନେ ପଡ଼େ ଜଣେ ବେଶି
ପ୍ରେମ ବେଳେ ବେଳେ ଥାଏ ଛାତି ତଳେ
ବେଳେ ବେଳେ ପରଦେଶୀ
ଯଦି ପ୍ରେମ ଥିଲା ଅଲଗା
ଦେଖା ହେଲା କାହିଁକି
ଯଦି କଥା ଥିଲା ଅଲଗା
ଦେଖା ହେଲା କାହିଁକି
ଗୋଟେ ଛାତି ତଳେ ଆଉ ଗୋଟେ ଛବି
ଅଙ୍କା ହେଲାକାହିଁକି
ଅଙ୍କା ହେଲାକାହିଁକି
କାହିଁକି କାହିଁକି ପ୍ରେମ ହେଲା କାହିଁକି
କାହିଁକି କାହିଁକି ପ୍ରେମହେଲା କାହିଁକି
ଚଲାବାଟେ ଯଦି ଶୋଷ ନ ମରିଲା
ଘୋଟୁ ଥୁଲା କାଇଁ ମେଘ
ଆଖି ଲୁହେ ଯଦି ଲିଭିବାର ଥିଲା
ଲାଗୁଥୁଲା କାଇଁ ରଙ୍ଗ
ଯଦି ଲୁହ ଥିଲା ଅଲଗା
ଦେଖା ହେଲା କାହିଁକି
ଯଦି ମୁହଁ ଥିଲା ଅଲଗା
ଦେଖା ହେଲା କାହିଁକି
ଜଣଙ୍କ ଜୀବନେ ଆଉ କେହି ଜଣେ..
ଆସୁଥିଲା କାହିଁକି.. ଆସୁଥିଲା କାହିଁକି..
କାହିଁକି କାହିଁକି ପ୍ରେମ ହେଲା କାହିଁକି
କାହିଁକି କାହିଁକି ପ୍ରେମ ହେଲା କାହିଁକି
କାହିଁକି କାହିଁକି ପ୍ରେମ ହେଲା କାହିଁକି
କାହିଁକି କାହିଁକି..ପ୍ରେମ ହେଲା କାହିଁକି..
ହେ ହେ ହେ ହେ ହେ ହେ….
ହୁଁ ହୁଁ ହୁଁ ହୁଁ ହୁଁ…
ହେ କାହିଁକି..କାହିଁକି..
କାହିଁକି…କାହିଁକି…
Jadi Bata Thila Alaga lyrics free PDF Download