କାଲି ଜଣେ ବନ୍ଧୁ ପଚାରିଲେ ମତେ କି “”ତୁମକୁ ଲୋକ କାହିଁକି ପସନ୍ଦ କରୁ ନାହାନ୍ତି….?””
ମୁଁ ହସି ହସି କହିଥିଲି …
ମୁଁ ମଣିଷ ଅଟେ,ପଇସା ନୁହେଁ, ଯେ ସବୁ ଲୋକ ମୋତେ ପସନ୍ଦ କରିବେ..!.””
ଏହାହିଁ ବିଚିତ୍ର….
ସମସ୍ତେ ଦୁନିଆକୁ ପରିବର୍ତନ କରିବାକୁ ଚାହାଁନ୍ତି….
କିନ୍ତୁ
ସେହି କାମ ନିଜ ଠାରୁ କେହି ଆରମ୍ଭ କରନ୍ତି ନାହିଁ। ଏଣୁ ଆସନ୍ତୁ ପ୍ରଥମେ ନିଜକୁ ପରିବର୍ତ୍ତନ କରିବା….
ଚିନ୍ତା ଧାରା ମହତ୍ ବୋଲି ତ କିଛି ଲୋକଙ୍କୁ ମହାନ୍ ବ୍ୟକ୍ତିର ଆଖ୍ୟା ଦିଆଯାଏ।କିନ୍ତୁ ସବୁ ମହାନ୍ ବ୍ୟକ୍ତିଙ୍କ ଚିନ୍ତାଧାରାକୁ ପ୍ରଥମେ ଉପହାସ କରାଯାଏ ସିନା ପରେ କିନ୍ତୁ ପୂଜା କରାଯାଏ।ସୁତରାଂ ପ୍ରଶଂସା ଓ ଉପହାସକୁ ଯିଏ ସମାନ ଭାବରେ ନେଇପାରେ,ସେ ହିଁ ତ ମହାନର ଆଖ୍ୟା ପାଇ ଥାଏ।
ମଣିଷ ଜୀବନକୁ ମହତ୍ତର କରିବା ପାଇଁ ହେଲେ ଦୟା,କ୍ଷମା,ମମତା,ପ୍ରୀତି,ଉଦାରତା ଭଳି ଈଶ୍ୱର ପ୍ରଦତ୍ତ ଗୁଣ ରାଜିର ସଠିକ୍ ବିନିଯୋଗର ଏକାନ୍ତ ଆବଶ୍ୟକ ତା ରହିଛି।
ଈଶ୍ୱର ପ୍ରଦତ୍ତ ପ୍ରତିଭାକୁ ସମ୍ମାନ ଦେବା ଓ ତାର ସଂରକ୍ଷଣ ପ୍ରତ୍ୟେକ ପ୍ରତିଭା ଧାରୀ ବ୍ୟକ୍ତିଙ୍କ ପକ୍ଷରେ ଏକାନ୍ତ ଆବଶ୍ୟକ । ସେତକ ନ କଲେ ଯେତେ ପ୍ରତିଭାର ଅଧିକାରୀ ହେଲେ ମଧ୍ୟ ଆତ୍ମ ବିନାଶ ର ପ୍ରବୃତ୍ତି ଜନ୍ମ ନେଇ ସବୁ ପ୍ରତିଭାକୁ ଧୀରେ ଧୀରେ ମଳିନ କରିଦିଏ,ଯାହାକୁ ପରବର୍ତ୍ତୀ ସମୟରେ ଆଉ ଫେରିପାଇବା ଅସମ୍ଭବ ହେଇଥାଏ।ସୁପ୍ରଭାତ ।
ନୀତି ଆଦର୍ଶ ଛଡା ହେଇଗଲେ ମଣିଷ ବଞ୍ଚି ଥାଇ ବି ମରିଯାଏ।ତେଣୁ କେବେ ବି ସେହି ନୀତି ଓ ଆଦର୍ଶ ସହିତ ବୁଝାମଣା କରିବା ଅନୁଚିତ। ସୁପ୍ରଭାତ। ଜୟ ଜଗନ୍ନାଥ।
ଆଶିଷକୁମାରସାହୁ #ବାଲିଆପାଳ
ଯଦି ସମ୍ପର୍କ କୁ ବାନ୍ଧି ରଖିବାକୁ ଚାହାନ୍ତି,ତାହାଲେ କିଛି କିଛି କଥା ଅଣଦେଖା କରିବା ଶିଖନ୍ତୁ,,
କାରଣ
ପ୍ରାୟତଃ ପ୍ରତେକ କଥାରେ ଯୁକ୍ତି କରି ଜିତୁଥିବା ଲୋକମାନେ ଅନେକାଅଂଶ ରେ ସମ୍ପର୍କ କୁ ହରାଇ ବସି ଥାଆନ୍ତି…..!
ଆଶିଷକୁମାରସାହୁ #ବାଲିଆପାଳ
ହୃଦୟରେ ସଦା ଭଲ ଭାବ ଥାଉ,। ସଦା ଭଲ କଥା ଏ ମୁଖ କହୁ,। ସଦା ଭଲ କାର୍ଯ୍ୟ କରୁଥାଉ କର,। ପ୍ରଭୁ ପଦେ ସଦା ଭକତି ଥାଉ । ସୁପ୍ରଭାତ। ଜୟ ଜଗନ୍ନାଥ।
ଆଶିଷ କୁମାର ସାହୁ ବାଲିଆପାଳ
ଆଜିର ବନ୍ଧୁ, କାଲିର ବନ୍ଧୁକ।
କିନ୍ତୁ କିଛି ଜଣ ଏମିତି ବି ଆସନ୍ତି ଜୀବନରେ, ଯାହା ସହ ସମ୍ପର୍କ ବନ୍ଧୁତାରୁ ଆରମ୍ଭ ହୁଏ ସତ, କିନ୍ତୁ ଧୀରେ ଧୀରେ ଗୋଟିଏ ନୂଆ ପରିବାର ଗଢ଼ି ହେଇଯାଏ ତାଙ୍କ ସହ……!
ଆଶିଷ କୁମାର ସାହୁ ବାଲିଆପାଳ ମୋ-୭୬୮୪୯୨୬୯୦୬
ଡେରିରେ ହେବ କିନ୍ତୁ ସବୁକିଛି ଠିକ୍ ହେବ….
ମନେରଖନ୍ତୁ
ଆପଣଙ୍କ ସମୟଟା ଖରାପ, ଆପଣଙ୍କ ଜୀବନଟା ନୁହେଁ….
ଟିକେ ଅପେକ୍ଷା କରନ୍ତୁ,
ସମୟ ସବୁକିଛି ଫେରାଇ ଦେବ….
ଆଶିଷ କୁମାର ସାହୁ ବାଲିଆପାଳ ମୋ- ୭୬୮୪୯୨୬୯୦୬
ମିଥ୍ୟା କୁ ପରମ ରୋଗ,ପରମ ବିଷ ଓ ପ୍ରଧାନ ଶତ୍ରୁ ବୋଲି ବିବେଚନା କରି ପାରିଲେ ସତ୍ୟର ସନ୍ଧାନରେ ଅସୁବିଧା ରହେ ନାହିଁ।
ଆଶିଷ କୁମାର ସାହୁ ବାଲିଆପାଳ ମୋ-୭୬୮୪୯୨୬୯୦୬
କାହାକୁ ଧନ୍ୟବାଦ୍ ଦେବା କିମ୍ବା କ୍ଷମା ମାଗିବାରେ ହେଳା କିମ୍ବା କୁଣ୍ଠା ପ୍ରକାଶ କରିବା ଉଚିତ୍ ନୁହେଁ,,,,
କାରଣ
ଭବିଷ୍ୟତ ରେ କେବେ ଏମିତି ନ ହେଉ ଯେ ଆପଣ କହିପାରି ନ ଥିବା କଥା ହିଁ ଆପଣଙ୍କର ମନର ଅବଶୋଷ ରହି ଯିବ….!!
ଆଶିଷ କୁମାର ସାହୁ ବାଲିଆପାଳ ମୋ-୭୬୮୪୯୨୬୯୦୬
ମଣିଷ ଜୀବନକୁ ମହତ୍ତର କରିବା ପାଇଁ ହେଲେ ଦୟା,କ୍ଷମା,ମମତା,ପ୍ରୀତି,ଉଦାରତା ଭଳି ଈଶ୍ୱର ପ୍ରଦତ୍ତ ଗୁଣ ରାଜିର ସଠିକ୍ ବିନିଯୋଗର ଏକାନ୍ତ ଆବଶ୍ୟକ ତା ରହିଛି।ସୁପ୍ରଭାତ ।
ବିଜ୍ଞ ଲୋକେ ବେଳେ ବେଳେ ଅଜ୍ଞାନ ତା ବଶତଃ ନିଜ ଭିତରେ ମୁଁ ଶବ୍ଦର ସୃଷ୍ଟି କରି ଥାଆନ୍ତି।ଏହି ମୁଁ ସେମାନଙ୍କର ବ୍ୟକ୍ତିଗତ,ପାରିବାରିକ ଓ ସାମାଜିକ ସ୍ତରରେ ସୃଷ୍ଟିହେଉଥିବା ସମସ୍ତ ସମସ୍ୟାର ଜନନୀ ପାଲଟିଥାଏ।ତେଣୁ ଏହା ଶାସ୍ତ୍ର ସମ୍ମତ ଯେ ମୁଁ ନାହିଁ ତ ସମସ୍ୟା ନାହିଁ ଏବଂ ଏହାକୁ ମାନିପାରିଲେ ମଣିଷ ସୁଖ ଓ ଶାନ୍ତିର ଜୀବନ ବିତେଇ ପାରେ
ଆଶିଷ କୁମାର ସାହୁ ବାଲିଆପାଳ ମୋ-୭୬୮୪୯୨୬୯୦୬
Thank you for visiting our website