Odia Love Dhoka Shayari

Odia Love Dhoka Shayari

Odia Love Dhoka Shayari

Facebook
WhatsApp
Telegram

Odia Love Dhoka Shayari : Writers write the story of people and their emotions. Sometimes, certain situations that are beyond our control are the reason why we feel sad. But there is always a way out of it; just let go and move on with life!
Now when you read such sad shayaris, don’t be too down as everything will soon be okay again. All thanks to these super heartwarming love stories from our readers!

The saddest part of love isn’t when it ends, but what comes after. Is there anything to be done? The answer is no. But love doesn’t end for ever; you just have to live your life without it and not let the memories of that sweet time haunt you. Some people might blame their partner for the breakup and think they never loved them in the first place, but that’s wrong. Love is a feeling which cannot be controlled or understood, so those who believe in it can keep on believing till eternity!

Odia Love Dhoka Shayari

ପ୍ରେମରେ ଧୋକା ମିଳେ ବୋଲି ଶୁଣିଥିଲି  ଆଜି ପାଇଗଲି

ଅନ୍ତର କାନ୍ଦୁଛି  ବାହାରେ ହସୁଛି  ଏ ମୋ ପରିଚୟ ମରିସାରି ବି ମୁଁ ତଥାପି କରୁଛି ବଞ୍ଚିବାର ଅଭିନୟ

କାହିଁକି କେଜାଣି ତୋ ସାଥିରେ ହେଉଥିଲା ମୋର ଦେଖା ଆଉଥରେ ଦେଇଦେଲୁ ମୋତେ ଧୋକା

ଚାହିଁଲେ ବି ସେ ହୃଦୟ ମୁଁ ଯୋଡ଼ିପାରୁନି ଭୁଲି ପାରୁନି ମୁଁ  ତୁମକୁ ଭୁଲି ପାରୁନି

ଅପେକ୍ଷା କଣ କାହାକୁ ଅପେକ୍ଷା କଲେ ଜାଣିବ ସମୟ କେତେ ଧୀରେ ଯାଏ ଆଉ ମୁହୁର୍ତ୍ତ କେତେ କଷ୍ଟ ଦିଅନ୍ତି

ସବୁ ବେଳେ ଜଣେ ତୃତୀୟ ବ୍ୟକ୍ତି ପାଇଁ  ଦୁଇ ଜଣକ ମଧ୍ୟରେ ଥିବା ମଧୁର ସମ୍ପର୍କ ଟି ଭାଙ୍ଗିଯାଏ

ଆଜି ତୁମେ ମୋ  ପାଖରେ ନାହଁ ହେଲେ ଅତୀତର ସ୍ମୃତି ମୋ ମନରେ ଆଜିବି ବଞ୍ଚିଛି

ହୃଦୟ ହେଉ ବା କାଚ ଦିନେ ନ ଦିନେ ଭାଙ୍ଗିଥାଏ

ଗୋଟିଏ ଛୋଟ sorry  କହିଦେଲେ ଭାଙ୍ଗିଯାଇଥିବା ହୃଦୟ ଯୋଡି ହୋଇଯିବ

ଯେତେ ବେଳେ ସମୟ ଓ ସମ୍ପର୍କ ଦୁହେଁ ଧୋକା ଦିଅନ୍ତି ମଣିଷ କେବଳ ବାହାରୁ ନୁହେଁ ଭିତରୁ ବି ଭାଙ୍ଗିଯାଏ

ପ୍ରେମ ବି ଗୋଟେ ଅଜବ ହୃଦୟ କୁ କଷ୍ଟ ଦେଉଛି ଆଉ ହୃଦୟ କୁ କଷ୍ଟ ଦେଲା ଵାଲା ବି ହୃଦୟ ରେ ଅଛି

ସଚ୍ଚା ଭଲ ପାଇବା ତ ସିଏ ଯାହାକୁ ପାଇବାରଆଶା ନଥିବ ହେଲେ ଅପେକ୍ଷା ଥିବ

ସବୁ ଭୁଲ ର କ୍ଷମା ମାଗିଦେଲେ କଥା ଶେଷ ହୁଏନି କିଛି କଥା ଏମିତି ଥାଏ ଯାହା ସାରା ଜୀବନ କଷ୍ଟ ଦିଏ

ବିଶ୍ୱାସ ନାମକ ଶବ୍ଦଟି ତ ଗୋଟେ ମୁହୂର୍ତ୍ତ ରେ ଭାଙ୍ଗିଯାଏ କିନ୍ତୁ ତାର କଷ୍ଟ ଟି ସାରା ଜୀବନ ରହିଥାଏ

ଆଜି ମୁଁ ଏକା  ଅଛି ତ କଣ ହେଲା କିଛିଦିନ ପୂର୍ବରୁ ମୋର ବି କେହିଜଣେ ଥିଲା

Coming Soon

Thank you for visiting our website for job related search visit here

Leave a Comment

You cannot copy content of this page