Odia music is a vibrant and diverse genre, with a rich history dating back centuries. From traditional folk songs to modern pop hits, Odia music has something to offer everyone. One of the most popular Odia songs of all time is “Kachuchi Mo Matha Sindura,” by the legendary singer Akhil Mishra.
The song is a beautiful and romantic ballad about love and longing. The lyrics tell the story of a young woman who is deeply in love with her husband. She sings about how his love has transformed her life, and how she cannot imagine her life without him.
“Kachuchi Mo Matha Sindura” is a song that has resonated with many Odia listeners over the years. It is a song that speaks to the universal emotions of love, devotion, and happiness. In this blog post, we will take a closer look at the song’s lyrics and meaning.
ଝିଅ:- କହୁଚି ମୋ ମଥା ସିନ୍ଦୁର
ତମେ ମୋର ମୁଁ ତୁମର
ନାଁ ତମେ ଭୁଲିବ ନାଁ ମୁଁ ଭୁଲିବି
ନାଁ ତମେ ଭୁଲିବ ନାଁ ମୁଁ ଭୁଲିବି
ଆମ ବନ୍ଧନ ସାତ ଜନ୍ମର
ପୁଅ:-ଦୁନିଆଁକୁ ନାହିଁ ଡର..
ତୋମେ ମୋର ମୁଁ ତୁମର
ନାଁ ତମେ ଡେଇଁବ ନାଁ ମୁଁ ଡେଇଁବି
ନାଁ ତମେ ଡେଇଁବ ନାଁ ମୁଁ ଡେଇଁବି
ଭଲ ପାଇବାର ଲକ୍ଷ୍ମଣ ଗାର
ଝିଅ:- କହୁଚି ମୋ ମଥା ସିନ୍ଦୁର
ତମେ ମୋର ମୁଁ ତୁମର
ଏ ଜୀବନ ଯଉବନ କେଇ ଦିନର
କିଏ ଜାଣେ କେତେ ଦୂର ବାଟ ଆମର
ପୁଅ:- ହ.. ହେଇପାରେ ଗଳ୍ପ ଆମ ଅଳ୍ପ ଦିନର
ହେଇପାରେ ହସ ଲୁହ ଅଳ୍ପ ଦିନର
ହେଲେ ଅଳ୍ପ ନୁହେଁ ଆମ ପ୍ରେମ
ଅଳ୍ପ ନୁହେଁ ଅନୁଭବ ଆମ
ଆମ ପ୍ରେମ ସୀମା ହୀନ ନୀଳ ସାଗର
ଝିଅ:- କାହା କଥାକୁ ନାହିଁ ନଜର
ତମେ ମୋର ମୁଁ ତୁମର
ନାଁ ତମେ ଭାଙ୍ଗିବ ନାଁ ମୁଁ ଭାଙ୍ଗିବି
ନାଁ ତମେ ଭାଙ୍ଗିବ ନାଁ ମୁଁ ଭାଙ୍ଗିବି
ନାଁ ତମେ ଭାଙ୍ଗିବ ନାଁ ମୁଁ ଭାଙ୍ଗିବି
ଆମ ଶପଥ ଜନ୍ମ ଜନ୍ମର
କହୁଚି ମୋ ମଥା ସିନ୍ଦୁର
ତମେ ମୋର ମୁଁ ତୁମର
ପୁଅ:- ନିଦ ଭରା ସପ୍ନ ଭରା ଭିଜା ନୟନ
ଦେଖାଏ ସେ ରଙ୍ଗ ଭରା କେତେ ସପନ
ଝିଅ:-ଛୋଟ ଛୋଟ କଥା କେବେ
ଭାଙ୍ଗେ ସପନ
କିଛି ପ୍ରେମ କିଛି ସ୍ନେହ
ଚାହେଁ ଏ ମନ
ମୁଁ ଉର୍ମି ତୋମେ ମୋ ମୋ ସାଗର
ମୁଁ ଖୋଜୁଚି ସୀମା ତୁମର
ଉର୍ମିରୁ ସାଗର କିଏ କରିବ ଦୂର
ପୁଅ:-କିଏ ରୋକିବ ବାଟ ଆମର
ତୁମେ ମୋର ମୁଁ ତୁମର
ନାଁ ତମେ କାନ୍ଦିବ ନାଁ ମୁଁ କାନ୍ଦିବି
ନାଁ ତମେ କାନ୍ଦିବ ନାଁ ମୁଁ କାନ୍ଦିବି
ହସି ହସି କଟିଯିବ ଦିନ ଆମର
ଝିଅ:- କହୁଚି ମୋ ମଥା ସିନ୍ଦୁର
ତମେ ମୋର ମୁଁ ତୁମର
ପୁଅ:- ଦୁନିଆଁକୁ ନାହିଁ ଡର
ତୁମେ ମୋର ମୁଁ ତୁମର
Conclusion
“Kachuchi Mo Matha Sindura” is a timeless Odia song that has captured the hearts of listeners of all ages. It is a song about the power of love and the importance of cherishing the people we love. The song’s lyrics are beautifully written and evocative, and the melody is haunting and unforgettable.
If you are a fan of Odia music, or simply appreciate good music in general, I highly recommend checking out “Kachuchi Mo Matha Sindura.” It is a truly special song that will stay with you long after you listen to it.
Kachuchi Mo Matha Sindura Lyrics Free Downoad Download