Chhatire Lekhichhi tori Na Lyrics

Chhatire Lekhichhi tori Na Lyrics

Chhatire Lekhichhi tori Na Lyrics

Facebook
WhatsApp
Telegram

Embark on a musical voyage with the heartfelt lyrics of “Chhatire Lekhichhi tori Na.” This soulful composition beautifully captures the essence of love and emotion, weaving a narrative that resonates with listeners. Dive into the poetic verses that tell a tale of passion and longing, as the evocative lyrics, paired with enchanting melodies, create an unforgettable musical experience. Join us as we explore the emotions encapsulated in “Chhatire Lekhichhi tori Na,” a lyrical masterpiece that transcends boundaries and speaks to the heart.

Chhatire Lekhichhi tori Na Lyrics

ପୁଅ:- ତୋ ଭିତରେ ମୁଁ ରହିଛି
ମୋ ଭିତରେ ତୋ ରହିଛୁ
ତୋତେ ଛାଡ଼ି ରହିପରେନା
ଛାତିରେ ଲେଖିଛି ତୋରି ନାଁ
ଛାତିରେ ଲେଖିଛି ତୋରି ନାଁ

ଝିଅ:- ତୋ ଆଖିରେ ମୁଁ ନାଚୁଛି
ମୋ ଆଖିରେ ତୋ ନାଚୁଛି
ଏ ଆଖି ରୁ କାଢ଼ିପାରେ ନା
ଛାତିରେ ଲେଖିଛି ତୋରି ନାଁ
ପୁଅ:- ଛାତିରେ ଲେଖିଛି ତୋରି ନାଁ

ପୁଅ:- ତୋ ଯେଉଁଠି ନାଁହୁ କେବେ
ମୁଁ ସେଇଟି ନାହିଁ ରେ

ଝିଅ:- ସବୁ ନାହିଁ ହଁ ହୁଏ
ଖାଲି ତୋ ପାଇଁ ରେ

ପୁଅ:- ହାଏ.. ତୋ ପାଇଁ ଭୁଲିଛି ସବୁ
ତୋତେ ଭଲ ପାଇରେ

ଝିଅ:- ଭଲ ପାଇ ଓଠରୁ ମୋ
ହସ ସରୁ ନାହିଁ ରେ

ପୁଅ:- ତୋ ଓଠରେ ମୁଁ ହସୁଛି
ମୋ ଓଠ ରେ ତୋ ହସୁଛୁ
ଲୁହ ର ତୋ ଦେଖା ମିଳେନା

ଛାତିରେ ଲେଖିଛି ତୋରି ନାଁ
ଛାତିରେ ଲେଖିଛି ତୋରି ନାଁ

ଝିଅ:- ଛାତିରେ ଲେଖା ତୋ ନାଁ
ଲେଖା ମୋର ଭାଗ୍ୟରେ

ପୁଅ:- ତୋ ଭାଗ୍ୟରେ ଯାହା ଅଛି
ଥାଉ ମୋ ଭାଗରେ

ଝିଅ:- ଦୁଇ ଭାଗ କରିଛି ମୁଁ
ଜୀଵନ ତୋ ଆଗରେ

ପୁଅ:- ଆଗ ପଛ ନୁହେଁ ବାଟ
ଚାଲିବି ତୋ ସାଙ୍ଗରେ

ଝିଅ:- ତୋ ବାଟର ମୁଁ ଚାଲୁଛି
ମୋ ବାଟରେ ତୋ ଚାଲୁଛୁ
ପାଦ କେବେ କଣ୍ଟା ମାଡ଼େନା

ଛାତିରେ ଲେଖିଛି ତୋରି ନାଁ

ପୁଅ:- ଛାତିରେ ଲେଖିଛି ତୋରି ନାଁ

Chhatire Lekhichhi tori Na Lyrics Download

Leave a Comment

From Most Popular Categories

You cannot copy content of this page