Read the heartfelt Odia lyrics for “Aakhira Janama Kandiba Pain” (ଆଖିର ଜନମ କନ୍ଦିବା ପାଇଁ) sung by Md. Aziz. Discover the meaning behind this legendary emotional bhajan.
Aakhira Janama Kandiba Pain Lyrics
କାଳିଆରେ…..
କାଳିଆରେ…..
କାଳିଆରେ…..
କାଳିଆରେ…..
ଆଖିର ଜନମ କାନ୍ଦିବା ପାଇଁ ରେ
ମଲା ଯାଏ ତାର…. ଲୁହ ସରେନି…
ତୁ ମୋ ଆଖିରେ ଲୁହ….
ଦେଖିବୁ ବୁଲି…
ଆଖି ଦେଲୁନି କି… ଲୁହ ଦେଲୁନି….
🎶🎶🎶
ଆଖିର ଜନମ କାନ୍ଦିବା ପାଇଁ ରେ
ମଲା ଯାଏ ତାର ଲୁହ ସରେନି…
ତୁ ମୋ ଆଖିରେ ଲୁହ ଦେଖିବୁ ବୁଲି…
ଆଖି ଦେଲୁନି କି ଲୁହ ଦେଲୁନି….
ହୋ..ଆଖି ଦେଲୁନି କି ଲୁହ ଦେଲୁନି….
କାଳିଆରେ….କାଳିଆରେ…..
କାଳିଆରେ…..କାଳିଆରେ…..
ଅନ୍ଧକରି ମତେ କରିଲୁ ୠଣୀ.
ଆଖିର ଜନମ କାନ୍ଦିବା ପାଇଁ ରେ
ମଲା ଯାଏ ତାର ଲୁହ ସରେନି…
ମଲା ଯାଏ ତାର ଲୁହ ସରେନି…
🎶🎶🎶🎶
( ଏଇ ଯାତ୍ରାରେ କବି ସୁନ୍ଦର କଥା ଲେଖିଛନ୍ତି କବି
ଆଖି ଥିଲେ କଣ ଲାଭ ହେଇଥାନ୍ତା
ଆଉ ଆଖି ନାହିଁ ବୋଲି କଣ ଲାଭ ହେଉଛି )
ହୋ…ପାପ କଥା ଦେଖି…
ପାପି ହେବି….ବୋଲି ଆଖି ଦେଲୁନି
ପର ଧନ ଦେଖି…..
ଲୋଭି ହେବି ବୋଲି..ଆଖି ଦେଲୁନି…..
🎶🎶🎶
ହୋ…ପାପ କଥା ଦେଖି…
ପାପି ହେବି….ବୋଲି ଆଖି ଦେଲୁନି
ପର ଧନ ଦେଖି…..
ଲୋଭି ହେବି ବୋଲି..ଆଖି ଦେଲୁନି…..
ତୁ ଯାହା କରୁ ପ୍ରାଣୀର ମଙ୍ଗଳ ପାଇଁରେ
ଏକଥା ଏବେ ମୁଁ ବୁଝି ଗଲିନି
ହୋ….ଏକଥା ଏବେ ମୁଁ ବୁଝି ଗଲିନି
କାଳିଆରେ…..କାଳିଆରେ…..
ଅନ୍ଧକରି ମତେ କରିଲୁ ୠଣୀ.
ଆଖିର ଜନମ କାନ୍ଦିବା ପାଇଁ ରେ
ମଲା ଯାଏ ତାର ଲୁହ ସରେନି…
ମଲା ଯାଏ ତାର ଲୁହ ସରେନି…
🎶🎶🎶🎶
ହୋ…ଅନ୍ଧ ବୋଲି ମୁଁ ଯେ ଅନ୍ଧକାର ବିନା…କିଛି ଜାଣେନା
ଅନ୍ଧାର କୋଣରେ….
ତତେ ଦେଖୁଛିରେ.. କାଳିଆ ସୁନା..
ଆ…. ଆ……. ଆ……
ହୋ…ଅନ୍ଧ ବୋଲି ମୁଁ ଯେ ଅନ୍ଧକାର ବିନା…କିଛି ଜାଣେନା
ଅନ୍ଧାର କୋଣରେ….
ତତେ ଦେଖୁଛିରେ.. କାଳିଆ ସୁନା..
ହେ ଆଖି ଥାଇ କିଲାଭ ଏ ଆଖି ଯେବେରେ
ତ କଳା ବଦନ କିଏ ଦେଖିନି
ହୋ..ତ କଳା ବଦନ କିଏ ଦେଖିନି
କାଳିଆରେ….କାଳିଆରେ…..
କାଳିଆରେ…..କାଳିଆରେ…..
ଅନ୍ଧକରି ମତେ କରିଲୁ ୠଣୀ.
ଆଖିର ଜନମ କାନ୍ଦିବା ପାଇଁ ରେ
ମଲା ଯାଏ ତାର ଲୁହ ସରେନି
ତୁ ମୋ ଆଖିରେ ଲୁହ ନ ଦେଖିବୁ ବୋଲି
ଆଖି ଦେଲୁନି କି ଲୁହ ଦେଲୁନି
କାଳିଆରେ….କାଳିଆରେ…..
କାଳିଆରେ…..କାଳିଆରେ…..
| Field | Details |
| Song Title | Aakhira Janama Kandiba Pain |
| Singer | Md. Aziz |
| Lyricist | Alekh Biswal |
| Music Director | Prem Anand |
| Album | Naliaa Hasa (Album No: SM – 1161) |
| Music Label | Sidharth Music |
| Producers | Sitaram Agrawal & Namita Agrawal |
| Recorded At | Sidharth Studio |
| Voice Dubbing & Mixing | Munna & Bapun |
| Mastering | Sitaram Agrawal & Pradyumna Singh |
Production Team
- Editors: Chandan, Balaram, Subha, Saroj
- Camera Team: Rintu, Manoj, Lucky, Sanjit, Prasant
- Thumbnail Design: Bikash & Tapan
- Digital Grading: Shivananda Jena
- 3D Modeling: Adil Ali Khan
- Art Department: Babu, Roky
ଆଖିର ଜନମ କନ୍ଦିବା ପାଇଁ
ଲୁହ ନ ସରିଲେ କୋହ ସରୁନାହିଁ
(Aakhira janama kandiba pain…)
— Sung by Md. Aziz
Watch on Youtube – Click Here