The Odia song “Dhire Dhire Prema Hela” is a beautiful and romantic ballad that tells the story of a blossoming love. The song is sung by Abhishek Rout and has been composed by . The lyrics, written by , are simple yet evocative, perfectly capturing the emotions of love.
ପୁଅ:- ତୋ କଥା ମୋ ମନ କହିଲା
ମୋ କଥା ତୋ ମନ କହିଲା
ଝିଅ:- ତୋ କଥା ମୋ ମନ କହିଲା
ମୋ କଥା ତୋ ମନ କହିଲା
ପୁଅ:- ମନଟା ଥିଲା ଉଡ଼ା ଚଢେଇ
ପାଖକୁ ତୋର ନେଲୁ ଉଡେଇ
ପୋଷା ମାନିଲା…
ଝିଅ:- ଧୀରେ ଧୀରେ ପ୍ରେମ ହେଲା
ଧୀରେ ଧୀରେ ପ୍ରେମ ହେଲା
ପୁଅ:- ହୋ..ଧୀରେ ଧୀରେ ପ୍ରେମ ହେଲା
ଧୀରେ ଧୀରେ ପ୍ରେମ ହେଲା
ପୁଅ:- ନାଲି ଟୁକୁ ଟୁକୁ ତୁ ମୋ
ସାଧବ ବୋହୁ
ମୋ ଓଠରେ ଢାଳି ଦେଲୁ
ପ୍ରେମର ମହୁ
ଝିଅ:-ତୋ ପ୍ରେମରେ ସଜେଇଲୁ
ଫୁଲର ସେଜ
ସଜେଇଲୁ ମତେ ଦେଇ
ଆଖିରେ ଲାଜ
ପୁଅ:- ତୋ ଆଖି ମୋତେ ଡାକି ଆଣିଲା
ମୋ ଆଖି ତୋତେ ଡାକି ଆଣିଲା
ଝିଅ:- ଏମିତି ମତେ ଆଣିଲୁ ଡାକି
ତୋରି ପାଖେ ଗଲି ଅଟକି
ଫେରି ନ ହେଲା
ପୁଅ:- ଧୀରେ ଧୀରେ ପ୍ରେମ ହେଲା
ଧୀରେ ଧୀରେ ପ୍ରେମ ହେଲା
ଝିଅ:- ହୋ..ଧୀରେ ଧୀରେ ପ୍ରେମ ହେଲା
ଧୀରେ ଧୀରେ ପ୍ରେମ ହେଲା
ପୁଅ:- ହେ..ଆହା..ହା..ହୁଁ…ହୁଁ..
ଝିଅ:- ଲା…..ଲାଲା….ଲା..ଲାଲ…
ଝିଅ:- ସୁନା ପାଲିଙ୍କିରେ ଚଢି
ଆସିଲା ଜନ୍ମ
ଏ ଆଖିରେ ଭରିଦେଲା
ଲକ୍ଷେସପନ
ପୁଅ:- ସବୁ ସପନ ତ ଆଜି
ଲାଗୁଚି ସତ
ଆଖି କହେ ଗପ ଓଠ
ଗାଉଚି ଗୀତ
ଝିଅ:- ତୋ ଗୀତ ମୋ ଓଠ ଗାଇଲା
ମୋ ଗୀତ ତୋ ଓଠ ଗାଇଲା
ପୁଅ:- ଏମିତି ଏଇ ପ୍ରେମର ଗୀତ
ଆଣିଲା ଖୋଜି ମନର ମିତ
ଭୁଲି ନ ହେଲା..
ଝିଅ:- ଧୀରେ ଧୀରେ ପ୍ରେମ ହେଲା
ପୁଅ:- ହ ହ …
ଝିଅ:- ଧୀରେ ଧୀରେ ପ୍ରେମ ହେଲା
ପୁଅ:- ହ..ଧୀରେ ଧୀରେ ପ୍ରେମ ହେଲା
ଧୀରେ ଧୀରେ ପ୍ରେମ ହେଲା
ଝିଅ:- ଧୀରେ ଧୀରେ ପ୍ରେମ ହେଲା
ପୁଅ:- ହ ହ …
ପୁଅ/ଝିଅ:- ଧୀରେ ଧୀରେ ପ୍ରେମ ହେଲା