40+Sad Love Shayari in Odia

Sad Love Shayari in Odia

40+Sad Love Shayari in Odia

Facebook
WhatsApp
Telegram

Sad Love Shayari in Odia : Love is a beautiful thing, but it can also be a very sad thing. Sometimes, love just doesn’t work out the way we want it to. And when that happens, we might feel like our hearts have been shattered into million pieces. If you’re going through a tough time in your relationship, or you just lost the love of your life, here are some sad love shayari in Odia to help you cope.

The above sad love shayari is written with the emotions of a broken heart. It expresses all that we are feeling at that moment, but also teaches us not to lose hope and keep loving the person till their love returns back to them
It is crucial to be patient in such situations as it could take some time to recover from the hurt and move on. Try not to blame yourself too much if you cannot stop crying yet! With a little determination, you can overcome the pain and move on with your life soon. Happy reading!

Sad Love Shayari in Odia

ତୁମେ ଯାହାକୁ ପାଗଳାମି ବୋଲି କହୁଛ ତାକୁ ମୁଁ ପ୍ରେମ ବୋଲି କହୁଛି

ତୁମୋ ବିନା ଜୀବନ କିଛି ନୁହେଁ କାରଣ ମୋ ଜୀବନ ତୁମେ

ପ୍ରକୃତ ପ୍ରେମ କଦାପି ଶେଷ ହୁଏ ନାହିଁ

ତାକୁ ପ୍ରେମ କଦାପି କୁହାଯିବନାହିଁ ଯାହା ସବୁଦିନ ରହିବ ନାହିଁ

ଏ ହୃଦୟ ତ ମୋର ହେଲେ ଏ ହୃଦୟ ଉପରେ ଅଧିକାର କେବଳ ତୁମର

ତୁମୋ ବିନା ମୋର ସବୁ ଖୁସି ଅଧୁରା

ଚୂପ୍ କରି ଆସି ହୃଦୟ ରେ ରହିଯାଉଛ ଆଉ ନିଶ୍ୱାସରେ ମୋର ସୁନ୍ଦର ବାସ୍ନା ଭରିଦେଉଛ

ମୋ ପ୍ରେମ ଏମିତି ହେଉ ତୋ ଠୁ ଆରମ୍ଭ ହେଉ ଆଉ ତୋ ପାଖରେ ଶେଷ ହେଉ

ତତେ ପାଇବା ଯେତିକି ଜରୁରୀ ତୋ ଠାରୁ ଅଧିକ ତୋତେ ଭଲ ପାଇବା ଜରୁରୀ

ଯିଏ ଦିନେ ମୋ ଆଖିରେ ଟିକେ ଲୁହ ଦେଖି ପାରୁ ନଥିଲା ସିଏ ଆଜି ମୋ ଅସରନ୍ତି ଲୁହ ର କାରଣ ହୋଇ ଯାଇଛି

ଜଳି ମୁଁ ପାରୁଛି ବୋଲି ଜଳେଇ ଚାଲିଛ ମୋତେ ତଥାପି କହୁଛି ଖୋଲି ଭଲ ମୁଁ ପାଉଛି ତୋତେ

ଯିଏ କଷ୍ଟ କୁ ବୁଝି ପାରେ ସିଏ କେବେବି ଅନ୍ୟ କାହାର କଷ୍ଟ ର କାରଣ ହୁଏ ନାହିଁ

ଯେଉଁ ମାନେ ସତ ରେ ଭଲ ପାଆନ୍ତି ସେମାନେ ସବୁବେଳେ ଲୁଚି ଲୁଚି କାନ୍ଦନ୍ତି

ସେ ସମ୍ପର୍କ କେବେ ଭାଙ୍ଗି ନଥାଏ ଯେଉଁଠି ସମ୍ପର୍କ ସହ ବୁଝା ମଣା ବି ମଜବୁତ ଥାଏ

ତୋ ନାଁ ଯେବେ ବି ମୋ ଓଠରେ ଆସିଥାଏ ଜଣାନାହିଁ ମୋ ହୃଦୟ ହସି ଉଠେ

ନିଦ ଆସେ ସ୍ୱପ୍ନ ଆସେ ମନେ ସବୁ ରହେନା ଯେବେ ଦେଖେ ତୁମୋକୁ ତାକୁ ଭୁଲି ପାରେନା

ମୁଁ ତୋତେ କେତେ ଭଲପାଏ କହିପାରୁନି ଏତିକି ଜାଣିଥା ତୋ ବିନା ରହି ହେଉନି

-ମୋ ପ୍ରେମ ଏତିକି ହେଉ ତୋ ଠୁ ଆରମ୍ଭ ହେଉ ତୋ ଠୁ ଶେଷ ହେଉ

ଅଜଣା ଲୋକ କେହି କଷ୍ଟ ଦେଲେ କଷ୍ଟ ହୁଏ ନାହିଁ ଯାହା ପାଖରୁ ଆମେ ଭଲପାଇବା ଆଶା କରିଥାଉ ଯଦି ସେ କଷ୍ଟ ଦିଏ ସେ କଷ୍ଟ ଶହେ ଗୁଣ ବଡିଯାଏ

ଧନ ଥିବା ମଣିଷ କେବେ କଷ୍ଟ ଅନୁଭବ କରିପାରେନି ସେମିତି ସ୍ୱାର୍ଥ ଥିବା ମଣିଷ କେବେ ସମ୍ପର୍କ ବୁଝି ପାରେନି

ହୃଦୟ ଯାହାକୁ ଆପଣେଇ ନିଏ ତାହା ପ୍ରେମ କିନ୍ତୁ ଭାଗ୍ୟ ଯାହାକୁ ଆପଣେଇ  ନିଏ ତାହା ପ୍ରତାରଣା

କାହାକୁ ପଚାରିବି ମୋର ଭୁଲ କେଉଁଟି ରହିଗଲା ଆଜି ସେ କାହିଁକି ମୋ ଠୁ ଦୂରେଇଗଲା

ସେ ଦୁଃଖ ଦେଲା ସହିହେଲାନି  ହେଲେ ତୋ ବିନା ରହିହେଲାନି

ଦୁରେଇ ଯିବାର ସବୁଠୁ ସହଜ ଆଉ ସୁନ୍ଦର ବାହାନା ହେଉଛି busy

ପ୍ରଥମ ଦେଖା ରେ କରିଲ ନିଜର ଆଖିରେ ମିଶାଇ ଆଖି  ସେହିଦିନ ଠାରୁ ସମ୍ପର୍କ ଲାଗିଲା ପ୍ରକୃତି ରହିଲା ସାକ୍ଷୀ

ମୁଁ  ବଞ୍ଚିବି ବି ତୁମ ସାଥିରେ ଆଉ ମରିବି ତୁମରି ସାଥିରେ

ପ୍ରେମ ଯାହା ସହ ଥିଲା ଏବେ ଘୃଣା ବି ତାହା ସହ ଅଛି

ଜୀବନରେ କେବେ 3 ଟି ଜିନିଷ ଭାଙ୍ଗ ନାହିଁ କାହାର ବିଶ୍ୱାସ ,ଭରସା ,ଆଉ ହୃଦୟ  

କେତେ କଷ୍ଟ ହୁଏ  ସେ ସମୟ ରେ ଯେତେବେଳେ କେହି message ଦେଖି ବି ଇଗ୍ନୋର କରିଥାଏ

ବହୁତ କଷ୍ଟ ହୋଇଥାଏ ସେ ସମୟରେ ଯେତେବେଳେ ଉଭୟ ପଟୁ ପ୍ରେମ ଥିବ ଆଉ ଭାଗ୍ୟ ରେ ମିଳନ ଲେଖା ନଥିବ

Thank you for visiting our website for job related search visit here

Leave a Comment

You cannot copy content of this page