10 + Teacher Quotes in Odia

Teacher Quotes in Odia

10 + Teacher Quotes in Odia

Facebook
WhatsApp
Telegram

Teacher Quotes in Odia : These were some of the best quotes by teachers. Inspire your students to become great learners and achievers through such quotes, motivation and positive thinking!
Do you have any other inspiring ones? Share it in comments section.

As you can see, they are just a few. Through reading their inspiring quotes and wisdom, we hope that you will come to realize what true strength comes from not depending on the lack of perfection but in the ability to conquer fear.
We also want to add that not every teacher believes in letting go of control. As long as they understand when it’s time to step back and let a student take over, they are already ahead of the game!

Teacher Quotes in Odia

“ମୁହିଁ ବସଇ ଗୁରୁଦେହେ ମୋ ତହୁଁ ଗୁରୁ ଭିନ୍ନ ନୁହେଁ। ଗୁରୁ ଯେ ମଳୟ ପବନ କାଷ୍ଠକୁ କରନ୍ତି ଚନ୍ଦନ।

“ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବତ୍ତିକା”।

ଆହେ ଗୁରୁଦେବ ଦିବ୍ୟ ତୁମ ବାଣୀ,ତୁମ ଚରଣରେ ଅଛି ସଦା ଋଣି,ତୁମେ ଭଗବାନ ଦେଇ ଅଛ ଜ୍ଞାନ,ହୋଇଗଲା ଧନ୍ଯ ମୋର ଏ ଜୀବନ,ଜୀବନରେ ଆସ ଦେବଦୂତ ସାଜି,ଜ୍ଞାନର ଜଳରେ ଯାଏ ଦେହ ଭିଜି,ଅଜ୍ଞାନ ଅନ୍ଧକାରେ ଜ୍ଞାନର ଜ୍ୟୋତି,ତୁମ ଆଶିରବାଦ୍ ମୋ ପାଇଁ ସମ୍ପତ୍ତି,ମାତା ଗୁରୁ ପିତା ଗୁରୁ ଗୁରୁ ଆତ୍ମା,ଭରିଅଛ ମନରେ କରୁଣା କ୍ଷମା,ଶିକ୍ଷା ଦାତା ଦୀକ୍ଷା ଦାତା ଗୁରୁଦେବ,ସଫଳତା ତୁମ ବିନା ଅସମ୍ଭବ,

ଅନ୍ଧାର ପଥରେ ଗୁରୁ ଆଲୋକ,ଶିକ୍ଷା ଦିଅ ତୁମେ ଆମ ଶିକ୍ଷକ,ଯାହା ବି ଶିଖିଛୁ ତୁମ କୃପାରୁ,ପାସୋରି ଯିବନି କେବେ ମନରୁ,ଦୁନିଆରେ ଅମୂଲ୍ଯ ଏ ସମ୍ପର୍କ,ଅନ୍ଧାର ପଥରେ ତୁମେ ଆଲୋକ,ତୁମ ପାଇଁ ଦିନ ଗୁରୁ ଦିବସ,ରହିଥାଉ ତୁମ ସ୍ନେହଁ ଆଶିଷ,ହୃଦୟରେ ତୁମରି ପୂଜା,ଶିକ୍ଷା ଦୁନିଆରେ ତୁମେ ହିଁ ରାଜା,ହୋଇଛ ଆମରି ଶୁଭଚିନ୍ତକ,ଅନ୍ଧାର ପଥରେ ତୁମେ ଆଲୋକ,ଦୁନିଆଟା ଯଦି ଅ ନ୍ଧାର ହୁଏ,ଶିକ୍ଷାର ପ୍ରଦୀପ ଜଳିବ କିଏ,ଶିକ୍ଷାର ପ୍ରତୀପ ଜାଳିବା ପାଇଁ,ଶିକ୍ଷକ ସାଜିଲ ଦୁନିଆଁ ପାଇଁ,ହେ ଶିକ୍ଷକ ତୁମେ ଶିକ୍ଷା ରକ୍ଷକ,ଅନ୍ଧାର ପଥରେ ତୁମେ ଆଲୋକ,,

ଜଳ ବିନା ଆମ ଜୀବନ ଯେପରି,ଗୁରୁ ବିନା ଜୀବନର ଶିକ୍ଷା ଭାରି , ଆଦର୍ଶ ପଥର ପଥ ପ୍ରଦର୍ଶକ,ଅତୁଟ ଥାଉ ଗୁରୁ ଶିଷ୍ଯ ସମ୍ପର୍କ,ଦୁଃଖ ହେଉ ସୁଖ ଦିଏ ବହୁ ଶିକ୍ଷା,ସେହି ଶିକ୍ଷା ବିପଦରୁ କରେ ରକ୍ଷା,ଶିକ୍ଷା ଦେଇଥାଏ ସବୁ ସଫଳତା,ଚେଷ୍ଟା ଥିଲେ ମିଳେନାହିଁ ବିଫଳତା,ଏ ସାରା ପୃଥିବୀ ଆମ ବିଦ୍ୟାଳୟ,ତେବେ ଗୁରୁ କିଏ ମହି ଛାତ୍ରମୟ ?ଗୁରୁ ଆମ ମାତା, ପିତା, ଶିକ୍ଷାଦାତା,କହେ ଶାସ୍ତ୍ର କହେ ଭଗବତ ଗୀତା,

ଅନ୍ଧାରରୁ ଉଦ୍ଧାରିଲ ତୁମେ ଶିଖା ତୁଲ୍ୟ ଗୁରୁ ବିନା ଶିଷ୍ୟ ର ଯେ ନାହିଁ କିଛି ମୂଲ୍ୟ। ଗୁରୁ ଦିବସରେ କରୁ ତୁମ ଜୟ ଗାନ ,ଗୁରୁହେ ଘେନ କୋଟି ପ୍ରଣାମ।

ବିଦ୍ୟା ଦେଲ ବୁଦ୍ଧି ଦେଲ ଦେଖାଇଲ ବାଟ ନରଖି ମନରେ ଛନ୍ଦ ନକରି କପଟ ଆକାଶ କୁ ବଡ଼ ସାଗରୁ ଗଭୀର ମନ,ଗୁରୁହେ ଘେନ କୋଟି ପ୍ରଣାମ

ତୁମ୍ଭେ ବ୍ରହ୍ମା ବିଷ୍ଣୁ ପୁଣି ମହେଶ୍ୱର ତୁମେ ହିଁ ଆରମ୍ଭ ଆମ ଛାତ୍ର ଜୀବନର।ରଖିଥାଉ ମଥା ସଦା ଚରଣରେ ତୁମ,ଗୁରୁହେ ଘେନ କୋଟି ପ୍ରଣାମ।

ବେତ ବାଡ଼ି ଛାଟ କିଏ ପାରିବ କି ଭୁଲି ? ପଥପ୍ରଦର୍ଶକ ଅଟେ ତୁମର ସେ ଗାଳି।ବାଟ ହୁଡିନାହୁଁ ଆମେ ରଖିବୁ ଏ ମାନ ,

ଯେତେଦିନଯାଏ ଥିବ ଏ ବିଶ୍ଵ ଭାରତ , ପୂଜା ପାଉଥିବେ ଗୁରୁ ଚିର ଆଉ ନିତ୍ୟ। ଅକ୍ଷୁର୍ଣ୍ଣ ରହୁ ଜଗତେ ସଦା ତୁମ ନାମ ,ଗୁରୁହେ ଘେନ କୋଟି ପ୍ରଣାମ।

Thank you for vising our website

Leave a Comment

You cannot copy content of this page