Dil Bilei Meow Meow Lyrics in Odia

Dil Bilei Meow Meow Lyrics in Odia

Dil Bilei Meow Meow Lyrics in Odia

Facebook
WhatsApp
Telegram

Read the full Dil Bilei Meow Meow Lyrics – the latest party anthem sung by Pamela Jain & Kuldeep Pattanaik, starring Nikita Mishra and Ankit Pattnaik. Music composed by JN Padma, presented by Amara Muzik.

Dil Bilei Meow Meow Lyrics in Odia

ଆମ ପଡିଶା ପୁଅ ରସିଆ ଟୋକା
ବଗୁଲିଆଟା 🤣
ମୋତେ ଧରେଇ ଦେଲା ଦେହ ଗିଲାସେ
Green fanta😪
ଆମ ପଡିଶା ପୁଅ ରସିଆ ଟୋକା
ବଗୁଲିଆଟା 🤣
ମୋତେ ଧରେଇ ଦେଲା ଦେହ ଗିଲାସେ
Green fanta😪
ସେ ଦିନୁ ତା କଥାରେ ପଡି
ସୁନା ଝିଅଟା ମୁଁ ଗଲି ବିଗିଡି
ଯାହା ମାରିଲେ କାମ ଦଉନି
ଯାହା ମାରିଲେ କାମ ଦଉନି
ନିଶା ମାଗୁଚି କମ
🎶🎶🎶🎶
Heyy…..
dill bileyi maau maau
କଲାଣି ନାକେଦମ💆
ବାବା ଲୋଡ଼ କରିଦେ ପିସ୍ତଲଟା
ନେବିରେ ଗୋଟେ ଦମ
🎶🎶🎶🎶
🎶🎶🎶🎶
ମୋ ମନ ହାଏରେ….ମୋ ମନ
ହଉଛି ଭାରି ଉଚ୍ଛନ
ଦଉଛି ଭାରି Tenson
ଖୋଜୁଛି ଖାଲି ଥଣ୍ଡା ପବନ
ମଦନ କହରେ ମଦନ
କଉଠି ଅଛି ମୋ ଧନ
ଦେ ଟିକେ ତା ସନ୍ଧାନ
ଶୁଖିଯାଏ ମୋ ଗୋରା ବଦନ
ସେ ମୋ ଜାନୁ… ମୋ ଲଭର ପିଲା
ହେଲେ ଯେବେ ଠାରୁ ମୁଁ ତା lela
ରାତି ଦିନ ବସି ପିଉଛି ମୁଁ ଖାଲି
ରାତି ଦିନ ବସି ପିଉଛି ମୁଁ ଖାଲି
ନାଲି ଚା ଚିନି କମ
Hey ମଣି…..
dill bileyi maau maau
କଲାଣି ନାକେଦମ💆
ବାବା ଲୋଡ଼ କରିଦେ ପିସ୍ତଲଟା
ନେବିରେ ଗୋଟେ ଦମ
ମଣି stop stop stop
Dhayi kulu kulu
Dhayi kulu kulu dhayi
Tama pakhare jahata achi
Amo pakhare nai
🎶🎶🎶🎶
🎶🎶🎶🎶
ସୁନ୍ଦରୀ haye ମୁଁ sundari
କିଏ କହେ ମୁଁ ମାଧୁରୀ
ଆଖି ମୋ ପାନ ମଧୁରୀ
ଓଠ ମୋର sweet ସୁପାରୀ
🎶🎶🎶🎶
🎶🎶🎶🎶
ଚୁନୁରୀ haye ମୋ ଚୁନୁରୀ
ଖଣ୍ଡଗିରିର ସୀନେରୀ
ପଡିଶା ପୁଅ କହୁଛି
ନବ ମତେ କନିଆ କରି
ସିଏ ଯେବେ ଠାରୁ….ହବ ମୋ ବର
ସବୁ ନିଶା କୁ ମୋ ନମସ୍କାର
ତ ପ୍ରେମ ନିଶାରେ ନାଚିବି ମୁଁ ଖାଲି
ତ ପ୍ରେମ ନିଶାରେ ନାଚିବି ମୁଁ ଖାଲି
Tare kite kite jhaam
Ohhho….

dill bileyi maau maau
କଲାଣି ନାକେଦମ😇
ବାବା ଲୋଡ଼ କରିଦେ ପିସ୍ତଲଟା
ନେବିରେ ଗୋଟେ ଦମ
dill bileyi maau maau
କଲାଣି ନାକେଦମ😇
ବାବା ଲୋଡ଼ କରିଦେ ପିସ୍ତଲଟା
ନେବିରେ ଗୋଟେ ଦମ 😆
…… 🤣…..

Leave a Comment

You cannot copy content of this page