Mo Suna Bhauni Lyrics in Odia

Mo Suna Bhauni Lyrics in Odia

Mo Suna Bhauni Lyrics in Odia

Facebook
WhatsApp
Telegram

Read and enjoy the full Mo Suna Bhauni Lyrics in Odia (ମୋ ସୁନା ଭଉଣୀ ଲିରିକ୍ସ). Find the complete Odia song lyrics with easy-to-read format for singing and sharing.

Mo Suna Bhauni Lyrics

ଗୋଟିଏରେ ଗୋଟିଏ ତୁ ମୋ ସୁନା ଭଉଣୀ
ସୁନାନାକୀ ମନକୁ ତ ଊଣା କରିବୁନି
ହୋ….

ଆଈମାର ଗପ ପରି ଆମ ଏ କାହାଣୀ
ବିଧାତା ଗଢ଼ିଦେଇଛି ଆମେ ଭାଇଭଉଣୀ
ଆ ଜହ୍ନମାମୁ ସରଗ ଶଶୀ ମୋ ଭଉଣୀ ହାତେ ପଡରେ ଖସି
ଦୁଃଖ ଛୁଇଁବନି ହସୁ ସିଏ ସବୁ ବେଳେ
ଭଉଣୀ ଡରନେ କେବେ ଭାଇଟେ ଥିଲେ
ଭଉଣୀ ଡରନେ କେବେ ଭାଇଟେ ଥିଲେ
ଛାଇ ଭଳି ପାଖେ ଥିବି ରାକ୍ଷୀ ବାନ୍ଧିଲେ
ନା ନା ନାନା ନା ନା ନାଆ…
ନା ନା ନାନା ନା ନା ନାଆ…

ମାଗିଲେ ତୁ ତାରା ତୋଳିଆଣିଦେଵି ମୁଁ
ମାଗିଲେ ଗୁ ଜହ୍ନ ଆକାଶକୁ ଯିବି ମୁଁ
🎵🎵🎵🎵🎵
ଲୋଡ଼ା ନାହିଁ ମୋର ହୀରା ନୀଳା ମାଣିକ
ମୋ ଭାଇ ଜୀବନ ମୋ ପାଇଁ ସନ୍ତକ
ଉଡ଼ୁ ଉଦୁମା ତାଳ ଗୁଟୁମା
ତ ଭାଇ ଦୂରେଇ ଯିବନି ଜମା
ରୁପା ପାଦ ତୋର ଲାଗିବାକୁ
ଦବନି ତଳେ

ଭଉଣୀ ଡରନେ କେବେ ଭାଇଟେ ଥିଲେ
ଭଉଣୀ ଡରନେ କେବେ ଭାଇଟେ ଥିଲେ
ଛାଇ ଭଳି ପାଖେ ଥିବି ରାକ୍ଷୀ ବାନ୍ଧିଲେ
ନା ନା ନାନା ନା ନା ନାଆ…
ନା ନା ନାନା ନା ନା ନାଆ…

ରାକ୍ଷୀ ର ପାଉଣା ମାଗୁ ନାହିଁ କିଛି ମୁଁ
ସାରା ଜୀବନଟା ପାଖେ ପାଖେ ଥିବୁ ତୁ
🎶🎶🎶🎶

ଲୁହ ଟୋପେ ଯଦି ତୋ ଆଖିରୁ ଝରିବ
ସେଦିନ ଜାଣିବୁ ତୁ ଛାତି ଫାଟି ପଢିବ
ଗୋଟେ ଆକାଶରେ ଦୁଇଟି ତାରା
ଗୋଟେ ତୁ ଗୋଟେ ମୁଁ ମାଆ କହେ ପରା
ସବୁ ସହିଯାଉ ମୁଁ ଯେବେ ଅଳି କରେ

ଭଉଣୀ ଡରନେ କେବେ ଭାଇଟେ ଥିଲେ
ଭଉଣୀ ଡରନେ କେବେ ଭାଇଟେ ଥିଲେ
ଛାଇ ଭଳି ପାଖେ ଥିବି ରାକ୍ଷୀ ବାନ୍ଧିଲେ
ନା ନା ନାନା ନା ନା ନାଆ…
ନା ନା ନାନା ନା ନା ନାଆ…
…. 🥰….

Click here to listen on YouTube

Nandighose Bije Nanda Nandana Lyrics | ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ

Leave a Comment

You cannot copy content of this page