Immerse yourself in the evocative lyrics of ‘Dina Sare Nahi Rati Kate Nahi’ in Odia. Enjoy a complimentary PDF download of this soulful composition, capturing the essence of emotions. Dive into the beauty of Odia music
ଝିଅ:-
ଆ ଆ..ଆ ଆ ଆ…
ଆ ଆ..ଆ ଆ ଆ…
ପୁଅ:-
ହ.. ହ ହ ହ …
ଆ ଆ..ଆ ଆ ଆ…
ପୁଅ:- ଦିନ ସରେ ନାହିଁ..
ଝିଅ:- ରାତି କଟେ ନାହିଁ..
ପୁଅ:- ଦିନ ସରେ ନାହିଁ..
ଝିଅ:- ରାତି କଟେ ନାହିଁ…
ପୁଅ:-
ତୋ ପାଇଁ ତୋ ପାଇଁ…
ତୋ ପାଇଁ ତୋ ପାଇଁ…
ଝିଅ:-
ତୋ ପାଇଁ.. ତୋ ପାଇଁ…
ତୋ ପାଇଁ.. ତୋ ପାଇଁ…
ପୁଅ:-
ଆଖି ଝରକା ଢେଇଁ
ଆସିଲୁ ଯେବେ ତୁହି..
ଝିଅ:-
ଆଖି ଝରକା ଢେଇଁ
ଆସିଲୁ ଯେବେ ତୁହି..
ପୁଅ:-
ନାହିଁ ମୁଁ ନିଜର ହୋଇ
ହ..ହ..ହ..
ତୋ ପାଇଁ… ତୋ ପାଇଁ…
ଝିଅ:- ତୋ ପାଇଁ.. ତୋ ପାଇଁ…
ପୁଅ:-
ଛୁଟ କଥା ଟିଏ ସାଇତି ରଖିଛି
ଶୁଣ କହିଦିଏ..
ଫୁଲ ପାଏ କଣ୍ଟା ପାଏ
ମୁଁ ଭଲ ପାଏ ତୋତେ ମୁଁ ସବୁଠି ପାଏ
ଝିଅ:-
ସାତ ପଲଙ୍କରେ ସାତ ଜନମର
ଶପଥ ହେଲା
ଦରଦୀ ଏ ଛାତି ଟିକେ ବରସି ଗଲା
ତୋ ପାଖ ଭରସି ଗଲା
ପୁଅ:-
ସେଇ ଉଠ ସେଇ ଆଖି
ସପନେ ଥିଲି ମୁଁ ଦେଖି
ସେଇ ଉଠ ସେଇ ଆଖି
ସପନେ ଥିଲି ମୁଁ ଦେଖି..
ସପନ ହେଲା ମୋ ସତ..
ହ…ହ….
ତୋ ପାଇଁ… ତୋ ପାଇଁ..
ଝିଅ:- ତୋ ପାଇଁ… ତୋ ପାଇଁ..
ଝିଅ:-
ଆଜି ମିଳିଗଲା ଏ ଆଖି ଖୁଜୁଥିଲା
ଠିକ ତୋ ପରି ..
ଏ ଜନମେ ଆସ ଯିବା ସାଥି ହୋଇ
ଜୀବନ ସାଥୀ ହୋଇ..
ପୁଅ:-
ପାଲିଙ୍କି ସଜେଇ ଆସିବି ତୋ ପାଖେ
ଆଉ ଡେରି ନାହିଁ..
ହାତରେ ମେହେନ୍ଦୀ ନାଇଁ
ଥିବୁ ମୋ ବାଟ ଚାହିଁ
ହଁ ତୁ ମୋରି ପାଇଁ..
ଝିଅ:-
ଶଙ୍ଖା ସିନ୍ଦୁର ମୋ ପାଇଁ
ଆଣିବୁ ବୁଲି ତୋହି..
ଶଙ୍ଖା ସିନ୍ଦୁର ମୋ ପାଇଁ
ଆଣିବୁ ବୁଲି ତୋହି
ବସିଛି ଆଶା ମୁଁ ନେଇ….
ହ…
ତୋ ପାଇଁ… ତୋ ପାଇଁ…
ତୋ ପାଇଁ…ତୋ ପାଇଁ…
ପୁଅ/ଝିଅ:-
ଦିନ ସରେ ନାହିଁ ରାତି କଟେ ନାହିଁ
ଦିନ ସରେ ନାହିଁ ରାତି କଟେ ନାହିଁ
ତୋ ପାଇଁ ତୋ ପାଇଁ…
ତୋ ପାଇଁ ତୋ ପାଇଁ…
ଝିଅ:-
ଆଖି ଝରକା ଢେଇଁ
ଆସିଲୁ ଯେବେ ତୁହି..
ପୁଅ:-
ଆଖି ଝରକା ଢେଇଁ
ଆସିଲୁ ଯେବେ ତୁହି..
ଝିଅ:-
ନାହିଁ ମୁଁ ନିଜର ହୋଇ..
ହ..ହ…
ତୋ ପାଇଁ ତୋ ପାଇଁ…
ପୁଅ:- ତୋ ପାଇଁ ତୋ ପାଇଁ…
Dina Sare Nahi Rati Kate Nahi Odia Song Lyrics Download