Tu Mo Nayanara Nayana Tara Lryrics

Tu Mo Nayanara Nayana Tara Lryrics

Facebook
WhatsApp
Telegram

Discover the heartfelt lyrics of ‘Tu Mo Nayanara Nayana Tara’ and get a free PDF download. Immerse yourself in the emotional depth of this Odia song, available for easy access and enjoyment

Tu Mo Nayanara Nayana Tara Lryrics

ପୁଅ:-
ତୁମେ ମୋ ନୟନର ନୟନତାରା
ତୁମେ ମୋ ନୟନର ନୟନତାରା
ଆଖରେ ଆଖ‌ିରେ ଥାଅ ଦିଅନି ଧରା
ତୁମ ଚାରିପଟେ ଖାଲି ସୁନେଲି ଖରା

ଝିଅ:-
ତୁମେ ମୋ ସପନର ବଣିକ ପରା
ମୋତେ ବିକି ମୋତେ କିଣି କଲ ଅସରା
ତୁମ ପାଇଁ ମୋ ଜୀବନ ବାସନା ଭରା

ପୁଅ:-
ହ…ଅ.. ତୁମେ ମୋ ନୟନର
ନାୟନତାରା..

ପୁଅ:-
ନୀଳ ଆକାଶ ନରମ ଘାସ
କାଚକେନ୍ଦୁ ପାଣି ଭିତରେ
ହାଏ ନୀଳ ଆକାଶ ନରମ ଘାସ
କାଚକେନ୍ଦୁ ପାଣି ଭିତରେ

କିଏ ହଜିଲା କିଏ ଖୋଜିଲା
ସବୁ ଭରିଗଲା ଗୀତରେ

ଝିଅ:-
ଯାହା ମୁଁ ଶିଖିଥିଲି ଭୁଲିଗଲି
ମଲ୍ଲୀମାଳ ପରି ଆସି ଝୁଲିଗଲି
ଛାତିରେ ତୁମରି ମୋର ସରଗ ପରା..

ପୁଅ:-
ହ… ଅ…ତୁମେ ମୋ ନୟନର
ନୟନତାରା…
ଆଖ‌ିରେ ଆଖ‌ିରେ ଥାଅ ଦିଅନି ଧରା
ତୁମ ଚାରିପଟେ ଖାଲି ସୁନେଲି ଖରା
ତୁମେ ମୋ ନୟନର ନୟନତାରା..

ଝିଅ:-
ମୋ ଚାହାଣି ତୁମ କାହାଣୀ
ଶୁଣ ଆଜି କଣ କହିଲା
ହ.. ମୋ ଚାହାଣି ତୁମ କାହାଣୀ
ଶୁଣ ଆଜି କଣ କହିଲା

କିଏ ସେ ବେସି ପାଉଛି ଭଲ
ଏ ଜହ୍ନ ସାକ୍ଷୀ ରହିଲା

ପୁଅ:-
ହ.. ତୁମେ ମୋର ସିନ୍ଦୁକର
ମୋତି ମାଣିକ
ନ ଦେଖ‌ିଲେ ଛାତି ହୁଏ ଧକ ଧକ

ଝିଅ:- ହଁ ପ୍ରେମ ଠାରୁ ନାହିଁ ଆଉ ବଡ଼ ପରା

ପୁଅ:-
ହାଏ ତୁମେ ମୋ ନୟନର ନୟନତାରା
ଆଖ‌ିରେ ଆଖ‌ିରେ ଥାଅ ଦିଅନି ଧରା
ତୁମ ଚାରିପଟେ ଖାଲି ସୁନେଲି ଖରା

ଝିଅ:-ତୁମେ ମୋ ସପନର ବଣିକ ପରା
ମୋତେ ବିକି ମୋତେ କିଣି କଲ ଅସରା
ତୁମ ପାଇଁ ମୋ ଜୀବନ ବାସନା ଭରା

ପୁଅ:- ହ.. ତୁମେ ମୋ ନୟନର ନୟନତାରା

Tu Mo Nayanara Nayana Tara Lryrics Download PDF

Leave a Comment

You cannot copy content of this page