Well all the above pieces of information is enough to tell that Odia Love Kabita is going through a new phase. Henceforth, people can also expect good and flawless movies from this celebrated couple in future as well.
Do you agree?
Odia Love Kabita
କାଳ୍ପନିକ ନାୟିକା
ମୋ ଆଖି ପଲକରେ ତୁ
Manish Kumar Mohanty – Ghantiadi, Baliapal, Balasore
ମୋ ଛାତିର ସ୍ପନ୍ଦନ ତୁ
ମୋର ପ୍ରତି ରକ୍ତ ବିନ୍ଦୁରେ
ଖାଲି ତୁ ଆଉ ଖାଲି ତୁ ।
ଜାଣି ମୁଁ ପାରୁନି କେମିତି କହିବି
ତୋତେ ମୋର ମନ କଥା
ତୋ ଛଡ଼ା ବାକି ଦୁନିଆରେ
ଲାଗୁଛି ସବୁ ଯେ ବୃଥା।
ତୁ ମୋ ସକାଳ ତୁ ମୋ ଦିବସ
ତୁ ମୋର ଭୋକ ଶୋଷ
ତୋ ପାଇଁ ବଞ୍ଚିଛି ତୋ ପାଇଁ ମରିବି
ତୁ ମୋର ଚିର ଆୟୁଷ।
ତୋ ବିନା ମୁଁ ରହିପାରିବିନି
ଗୋଟେ ଦିନ ଲାଗେ ଗୋଟେ ବର୍ଷ
ଖୁସିରେ ତମକୁ ଦେଖିବା ପାଇଁ ଯେ
ତ୍ୟାଗ କଲି ରାଗରୁଷ।
ନୂଆ ସକାଳର ପହିଲି କିରଣେ
ଯେମିତି ଜୀବନ ଜ୍ୟୋତି
ସମୁଦ୍ର ଗର୍ଭରେ ଶାମୁକା ମୁଁ ହେଲେ
ତୁମେ ମୋ ଜୀବନ ମୋତି
ତମ ଦୁଇ ଆଖି କଜଳ ପୂରିତ
ଯାଦୁ କରେ ପୁଣି କୁହୁକ
ତମ ଓଷ୍ଠ ଧାର ବର୍ଣୋଜ୍ଜଲ ପରି
ହସରେ ଫୁଟେ ମହକ।

Check latest job alert click here
Odia Love Sad Shayari Click Here