Udi Udi Bimanare Jiba Lyrics in Odia – New Odia Song 2026 | Humane Sagar & Antara Chakraborty

Udi Udi Bimanare Jiba Lyrics in Odia – New Odia Song 2026 | Humane Sagar & Antara Chakraborty

Facebook
WhatsApp
Telegram

Read the full lyrics of the new Odia song “Udi Udi Bimanare Jiba” sung by Humane Sagar and Antara Chakraborty. Music by JN Padma and lyrics by Nilu Babu. Watch studio version and get complete Odia lyrics here.

Udi Udi Bimanare Jiba Lyrics in Odia – New Odia Song

The beautiful Odia romantic song “Udi Udi Bimanare Jiba” is a newly released studio version song sung by the popular Odia singers Humane Sagar and Antara Chakraborty. The song has lovely music composed by JN Padma and meaningful lyrics written by Nilu Babu.

This song is produced by Rajendra Mathan and has already gained attention among Odia music lovers for its sweet melody and emotional lyrics.

Below you can find the song details and Odia lyrics of Udi Udi Bimanare Jiba.

Song Information

🎵 Song Name: Udi Udi Bimanare Jiba
🎤 Singer: Humane Sagar & Antara Chakraborty
🎶 Music: JN Padma
✍ Lyrics: Nilu Babu
🎬 Producer: Rajendra Mathan
🎥 DOP & Edit: Jagu Rockey
🎧 Dub, Mix & Master: Milan Das (Milan Studio)
📋 Production Manager: Banty
🙏 Special Thanks: Bhagyarekha Mathan
📺 Channel Management: B N Deba Bebarta

Udi Udi Bimanare Jiba Lyrics in Odia

B :- ଆଲୋ ଏ ରଙ୍ଗବତୀ ରଙ୍ଗେଇ ଫୁଲ
🎵🎵🎵🎵
ତତେ ପରା ମୁଁ ପାଉଛି ଭଲ
🎵🎵🎵🎵
ଆଲୋ ଏ ରଙ୍ଗବତୀ ରଙ୍ଗେଇ ଫୁଲ,ତତେ ପରା ମୁଁ ପାଉଛି ଭଲ

G :-କୁଆଡେ ନଉନ…. କିଛି ତ ଦଉନ
ତୁମେ କୁହାଇ ଦିଅନା ଆମେ କଣ କରିବା
B :- ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା
🎶🎶🎶🎶🎶
G :- ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା
B:-ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା

     🎶🎶🎶🎶

B:- ତତେ ଦେଇଛି baby ଲୋ ମନ
ତୁ ମୋ ଚାନ୍ଦିନୀ ରାତି ସପନ
ସକାଳୁ ଉଠି ମୁଁ କରୁଛି
ତୋ ଚେହେରା ଦର୍ଶନ

🎶🎶🎶🎶
G:- ଏଠି କଥାକୁ ତୋର ମଣି
ମୁଁ ପାରୁଛି ସବୁତ ଜାଣି
ପାଖରେ ନାହିଁ ତୋ ଆଠେଣି
ମାରୁଚୁ ଖାଲି ଫୁଟାଣି 🤣
B:- ସତରେ କହୁଚି
ମୁଁ ଟିକେଟ କାଟିଚି
ତମେ ରାଜି ହେଲେ ନୂଆ ଜାଗା ଦେଖିବା….
B :- ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା
🎶🎶🎶🎶🎶
G :- babu,ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା
🎶🎶🎶
B:-ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା
🎶🎶🎶🎶
G:- ତୁ ଝଲାମାଲା ଟୋକା ଭାରି
ବୁଲିବାଲି ମନ କଲୁ ଚୋରି
ଉଚ୍ଛନ କଲୁ ତୁ ଏମିତି
ଆସିଲି ଘରୁ ବାହାରି
🎶🎶🎶🎶
B:-ଭଲ କଲୁ ତୁ ଆସି ବାହାରି
ଆଉ ଯିବାକୁ ହବନି ଡେରି
ମୁଁ ହିରୋ ତୋ ଦିଲ୍ଲ ର
ତୁ ମୋ ଗେଲ୍ଲୀ ସୁନ୍ଦରୀ
G :-ନବୁ କଉ ଦିନ…. କହ ଟିକେ ଧନ
କାଲି ସାଙ୍ଗ ହେଇ ଫଟୋ ଉଠେଇଦବା
G :-babu,ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା
🎶🎶🎶🎶
B:- ଜାନୁ,:-ଉଡି ଉଡି ବିମାନରେ ଯିବା
ଜହ୍ନ ମାମୁଁ ଘର ବୁଲି ଆସିବା
G: -ଜହ୍ନ ମାମୁଁ ଘର ବୁଲି ଆସିବା 😆
B:- ଜହ୍ନ ମାମୁଁ ଘର ବୁଲି ଆସିବା 😆

Leave a Comment

You cannot copy content of this page