ମୋ ଜଗା କାଳିଆରେ Lyrics in Odia | Mo Jaga Kaliare Song Lyrics – Lord Jagannath Special

Mo Jaga Kaliare Song Lyrics

ମୋ ଜଗା କାଳିଆରେ Lyrics in Odia | Mo Jaga Kaliare Song Lyrics – Lord Jagannath Special

Facebook
WhatsApp
Telegram

Read the full Odia lyrics of “ମୋ ଜଗା କାଳିଆରେ”, a devotional Jagannath Bhajan. Lord Jagannath’s glory in soulful words. Odia bhakti song with full lyrics.

ମୋ ଜଗା କାଳିଆରେ Lyrics in Odia | Mo Jaga Kaliare Song Lyrics

ଜଗନ୍ନାଥ ..🎶🎶
ଶ୍ରୀଜଗନ୍ନାଥ .🎶🎶
ଲକ୍ଷେ ଶାଳ ଗ୍ରାମବିଞ୍ଛା ବେଦିକୁ ଛାଡି
ରଥାରୋଢ଼ ହେଉଛି ମୋ କଳା ଶ୍ରୀହରି
ଜଗନ୍ନାଥ 🎶🎶🎶🎶
ଲକ୍ଷେ ଶାଳ ଗ୍ରାମବିଞ୍ଛା ବେଦିକୁ ଛାଡି
ରଥାରୋଢ଼ ହେଉଛି ମୋ କଳା ଶ୍ରୀହରି
ମେଣ୍ଟିଯିବ ଏ ଆଖିରୁ ଅନେକ ଶୋଷ
ଶରଧା ବାଲିରେ ଦେଖେ ଶ୍ରୀ ନନ୍ଦିଘୋଷ
ଜୟ ଜଗନ୍ନାଥ କହି….
ଦୁଇ ହାତ ଟେକି ଦେଇ
ମନ ପ୍ରାଣ ମିଶିଯାଉ ମହାଯାତ୍ରାରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ 🎶🎶
କାଳିଆରେ 🎶🎶🎶
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ 🎶🎶
କାଳିଆରେ 🎶🎶🎶
ମହାପ୍ରଭୁ ଶ୍ରୀଜଗନ୍ନାଥ କି
ଜୟ 🎶🎶

🎵🎵🎵🎵🎵🎵🎵
🎵🎵🎵🎵🎵🎵🎵

ବାଲି ଯଉଁଠି ବିଭୂତି ହୁଏ
ଭାବ ଥିଲେ ଭାତ ହୁଏ ମହାପ୍ରସାଦ
ପାଣି ଯଉଁଠି ଟଙ୍କ ତୁରଣୀ ପବନରେ ଭାସିଆସେ ଗୀତ ଗୋବିନ୍ଦ ।
ଜଗନ୍ନାଥ 🎶🎶🎶🎶🎶

ଓଡ଼ିଆ ଜାତି ଗରବ କରେ
ଆନନ୍ଦରେ କୁହେ ସେ ମୋ ଇଷ୍ଟ ଦେବତା
ଦାରୁ ହେଲେ ବି ବୁଝୁତୁ ଦୁଃଖ
ନ କହିବି ଜାଣିପାରୁ ସକଳ କଥା
ଥରେ ହାତକୁ ବଢ଼େଇ
ମୋତେ ନେରେ କୋଳେଇ
ଲୋଡ଼ା ନାହିଁ ଆଉ କିଛି ମାୟା ସଂସାରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ 🎶🎶
କାଳିଆରେ 🎶🎶🎶
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ 🎶🎶
କାଳିଆରେ 🎶🎶🎶

ଚତୁର୍ଭୁଜାୟ ଦେବପ୍ରମାୟ ଶ୍ରୀନାଥ ଶରଣ
ନୀଳାନ୍ଦ୍ରିଶାୟ ଜଗନ୍ନାଥାୟ ଅନାଥ ଲକ୍ଷଣ
କଳିଯୁଗ ଅବତାରି ଆହେ ମୁକୁନ୍ଦମୁରାରୀ
ଦିଗବାନ୍ଧବ ବିଷ୍ଣୁକେଶବ ନାଥ ସେ ହରି 🎶🎶

ନିମ ଯଉଁଠି ପାଲଟେ ବ୍ରହ୍ମ
ଚଉଦ ଭୁବନେ ନାହିଁ ଏମିତି ଧାମ

ଯୁଇଁ ଜଳଇ ରସ ନିଆଁରେ
ସରଗ ଦୁଆରେ ହୁଏ ଶେଷ କରମ।
ଜଗନ୍ନାଥ 🎶🎶🎶🎶

ନିଶ୍ୱାସ ଯଦି ଚନ୍ଦନ ବାସେ
ମାଟିରେ ମହକି ଯାଏ ଭକତି ପ୍ରେମ
ବିଷ ଯଉଁଠି ଏକାଠି ହୁଏ
ବିଶ୍ୱାସରେ ପୂର୍ଣ୍ଣହୁଏ ସକଳ କାମ
ବାହାଃ ବାହାଃ ରେ ଠାକୁର ଖୋଲି ତୋ ଚାରି ଦୁଆର
ଚଉବର୍ଗ ଫଳଆଣି ଯାଚି ଦଉରେ

ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ 🎶🎶
କାଳିଆରେ 🎶🎶🎶
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ 🎶🎶
କାଳିଆରେ 🎶🎶🎶

ଜଗନ୍ନାଥ 🎶🎶🎶🎶🎶
ଶ୍ରୀଜଗନ୍ନାଥ 🎶🎶🎶
🎶🎶🎶🎶🎶🎶

Story of Lord Jagannath – The Divine Origin of Puri Temple

Leave a Comment

You cannot copy content of this page