Na to Kalia, Chaka Dolia” – Dive into the soulful Odia lyrics of Kalia 2, a divine rap by Rapper Big Deal celebrating Lord Krishna’s leela. Full song story + translation!
Kalia 2 Lyrics (Odia)
ଜୟ ଜଗନ୍ନାଥ 🎶🎶
ଶ୍ରୀକୃଷ୍ଣ ଏକା କେହି ନଥିଲେ ପାଖରେ
ନଦୀ କୋଳରେ ସେ ବସିଥିବା ବେଳେ
କୃଷ୍ଣଙ୍କ ଚରଣ ହରିଣ ଭାବିକି
ଶିକାରୀ ମାରିଲା ତୀରଟି ପାଦରେ
ନେଲା କାହା ଜୀବନ କଲା କି ପାପ ସେ
କ୍ଷମା ମାଗିକି ଭୁଲ ବୁଝିକି ତା ପରେ କୃଷ୍ଣଙ୍କ ଶରୀର ଜଳେଇ ଦେଲା କିନ୍ତୁ
କିନ୍ତୁ ଯେତେ ଭି ଜଳେଇଲେ ହୃଦୟ ନ ଜଳେ
ମାଂସ ନୁହେଁ heart ଅଦ୍ଭୁତ ଧାତୁର
ଥରିବ ତା ଦେହରେ ବାଜିଲେ ଆଲୋଅ
ବ୍ରହ୍ମ ପଦାର୍ଥକୁ ବାନ୍ଧିକି କାଠରେ
ନଦୀରେ ଭସାଇ ଦେଲେ ତା ସାଥିରେ
ପୁରୀରଜା ବଡ଼ଭକ୍ତ
ଆଉ ବ୍ରହ୍ମ ପଦାର୍ଥ ବିଷୟରେ
ଜାଣିଲେ ସେ ସ୍ୱପ୍ନରେ
ଚାହିଁଲେ ହୃଦୟ ଦ୍ୱାରା ଗଢିବି ସେଇ ମୃତ୍ତି
Par କେହି ବି କାରିଗର କରି ପାରିଲେନି ସୃଷ୍ଟି
ତ ବିଶ୍ୱକର୍ମା ଆସି ରାଜାଙ୍କୁ କହିଲେ
କି 21 ଦିନ ପାଇଁ ଏକୁଟିଆ କାମ କରିବେ
ଆହାର ପାଣି ବିନା ହି ମୃତ୍ତି ସବୁ ଗଢିବେ
Par 14 ଦିନ ରି ମହାରାଣୀ ବହୁତ ଡରିଲେ
ଆଉ ଖୁଲୀ ଦେଲା ସେ କବାଟ
ବିଶ୍ୱକର୍ମା ନା ଥିଲେ ଆଉ ମୃତ୍ତି ଅସମାପ୍ତ
ବ୍ରହ୍ମ ପଦାର୍ଥ ତା ଭିତରେ ନଥିଲା ଗୋଡ଼ ହାତ
ଆଉ ପ୍ରତି 12 ବର୍ଷ change ହୁଏ ମୃତ୍ତି କାଠ
Jay Jagannath 🙏
Jay Jagannath 🙏
ଜଗତର ନାଥ ଜଗନ୍ନାଥ
ନା ତ କାଳିଆ ଚକା ଡୋଳିଆ
ନା ତ କାଳିଆ
କେହି ନାହିଁ ତ ଭଳିଆ
ନା ତ କାଳିଆ ଚକା ଡୋଳିଆ
ନା ତ କାଳିଆ
କେହି ନାହିଁ ତ ଭଳିଆ 🎶
….. 🙏….
Kalia 4 Lyrics (Odia) – Rapper Big Deal ft. Arjun Kanungo | Jagannath Bhajan