ଓଡିଆ ଭକ୍ତିଗୀତ “ଜଗନ୍ନାଥ ମାଟିରେ ଜନ୍ମ” ର ପ୍ରେମମୟ ଲିରିକ୍ସ | ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଏହି ଭଜନ ଆପଣଙ୍କୁ ଆଧ୍ୟାତ୍ମିକ ଶାନ୍ତି ଦେବ | ପୂର୍ଣ୍ଣ ଗୀତ ଏଠାରେ ପଢନ୍ତୁ |
Jagannath Matire Janma Odia Lyrics
କାହିଁ ଯିବି କୁଆଡେ ମୁଁ ଅଲଗା ଧାମ
ତୋ ଦାଣ୍ଡରେ ଅରଜେ ମୁଁ ଲଖିଏ ପୁଣ୍ୟ🎶🎶🎶🎶🎶🎶🎶
🎶🎶🎶🎶🎶🎶🎶
କାହିଁ ଯିବି କୁଆଡେ ମୁଁ ଅଲଗା ଧାମ
ତୋ ଦାଣ୍ଡରେ ଅରଜେ ମୁଁ ଲଖିଏ ପୁଣ୍ୟ
ତୋର ସିଂହ ଦୁଆରେ
ମଥା ଆପେ ନୁହେଁରେ
କୋଉ ଭାଗ୍ୟ ଫଳ ଇଏ
କୋଉ ଏ କର୍ମ
ଜଗନ୍ନାଥ ମୁଁ ଜଗନ୍ନାଥ
ମୁଁ ଜଗନ୍ନାଥ ମାଟିରେ ଜନ୍ମ
ଜଗନ୍ନାଥ ମୁଁ ଜଗନ୍ନାଥ
ମୁଁ ଜଗନ୍ନାଥ ମାଟିରେ ଜନ୍ମ ।
ନୀଳାଚଳ ନିବାସାୟଃ ନିତ୍ୟାୟ ପରମାତ ମନେ
ବଳଭଦ୍ର ସୁଭଦ୍ରାଭ୍ୟମ ଜଗନ୍ନାଥାୟତେ ନମଃ
ଜଗନ୍ନାନନ୍ଦ ଗନ୍ଧାୟ ପ୍ରଣତାତ ସିଂହରାୟଶ୍ଚ
ନୀଳାଚଳ ନିବାସାୟଃ ଜଗନ୍ନାଥାୟତେ ନମଃ ।
ଓଦା ଆଖିର ଦରଜ ବୁଝୁ
ସେଥିପାଇଁ ତୁ ଦରଦୀ ବନ୍ଧୁ🎶🎶🎶🎶🎶🎶🎶🎶
🎶🎶🎶🎶🎶🎶🎶🎶
ସବୁ ଦେଇଛୁ ମୁଁ ଭଲରେ ଅଛି
କରୁଣା ତୋର ଅପାର ସିନ୍ଧୁ
ହାତଟେକି ଆଗରେ
ନାଚୁଥାଏ ଖାଲିରେ
ଶାନ୍ତି ପାଏ ଦେଖିତା
ଚକାନୟନ
ଜଗନ୍ନାଥ ମୁଁ ଜଗନ୍ନାଥ
ମୁଁ ଜଗନ୍ନାଥ ମାଟିରେ ଜନ୍ମ
ଜଗନ୍ନାଥ ମୁଁ ଜଗନ୍ନାଥ
ମୁଁ ଜଗନ୍ନାଥ ମାଟିରେ ଜନ୍ମ ।🎶🎶🎶🎶🎶 🎶🎶🎶🎶🎶 🎶🎶🎶🎶🎶 🎶🎶🎶🎶🎶
ଲୋଡ଼ା ନାହିଁ କିଛି
ନାହିଁ ବି ଲୋଭ
ତୋ ସାଥେ ଥାଉ ମୋ ଏମିତି ଭାବ
🎶🎶🎶🎶🎶
🎶🎶🎶🎶🎶
ଦେଲେ ଆଉଁସି ତୁ
ଯିବିରେ ଶୋଇ
ଏ ଆଖିରେ ଅଛି ଅୟୁତ ନିନ୍ଦ
ତୋର ସ୍ବର୍ଗଦୁଆରେ ଆଖିବୁଜି ହଉରେ
ଲିଭିଯାଉ ଜୀବଦୀପ ଭଜି ତୋ ନାମ ।ଜଗନ୍ନାଥ ମୁଁ ଜଗନ୍ନାଥ
ମୁଁ ଜଗନ୍ନାଥ ମାଟିରେ ଜନ୍ମ
ଜଗନ୍ନାଥ ମୁଁ ଜଗନ୍ନାଥ
ମୁଁ ଜଗନ୍ନାଥ ମାଟିରେ ଜନ୍ମ ।
ଜଗନ୍ନାଥ ମୁଁ ଜଗନ୍ନାଥ
ମୁଁ ଜଗନ୍ନାଥ ମାଟିରେ ଜନ୍ମ ।
ମୋ ଜଗା କାଳିଆରେ Lyrics in Odia | Mo Jaga Kaliare Song Lyrics – Lord Jagannath Special