Gaibi mu aji, Nachibi mu aji” – Dive into the full Odia lyrics of Kalia 4 by Rapper Big Deal ft. Arjun Kanungo! A divine hip-hop tribute to Lord Jagannath. Jai Jagannath! ❤️
Kalia 4 Lyrics (Odia) – Rapper Big Deal ft. Arjun Kanungo | Jagannath Bhajan
ଗାଇବି ମୁଁ ଆଜି
ନାଚିବି ମୁଁ ଆଜି
ଜଗତର ନାଥ ଜଗନ୍ନାଥ
ନା ତ କାଳିଆ
ଚକା ଡୋଳିଆ
ନା ତ କାଳିଆ
କେହି ନାହିଁ ତ ଭଳିଆ
🎶🎶🎶🎶
ନା ତ କାଳିଆ
ଚକା ଡୋଳିଆ
ନା ତ କାଳିଆ
କେହି ନାହିଁ ତ ଭଳିଆ
କେହି ନାହିଁ ତୋ ଭଳିଆ କାଳିଆ
କେହି ନାହିଁ ତୋ ଭଳିଆ
ତୋ ପାଇଁ ଏଇ ସବୁ ଫୁଲ ଆଉ ଚନ୍ଦନ
ଦୀପ ସବୁ ଆଢେ ଜଳିଲା
ଧୂପକାଠି ର ବାସ୍ନା ଶଙ୍ଖ ନିଶ୍ଵନ ତୁଳସୀ ନଡ଼ିଆ
ତୋ ଦର୍ଶନ ପାଇଁ ତ ଦୁନିଆ ପାଗଳ
ଛପନ ଭୋଗ କେତେ ବଢିଆ
ଚକ ତ ଘୁରୁଛି ଭକ୍ତ ତୋ ଝୁରୁଛି
ପତିତ ପାବନ ବାନା ଟା ଉଡୁଛି
ଯିଏ ତତେ ଦେଖୁଛି ସିଏ ସତ ବୁଝୁଛି
ତ ଯୁଗୁ କାଳିଆ ଦୁନିଆ ବୁଲୁଚି
Mummy ଦୁନିଆ ବୁଲିଚି
କିନ୍ତୁ ସିଏ ଗଢିଲା ଘର ତ ପୁରୀଠି
କାହିଁକି? ବାଇଶି ପାହାଚ ଚଡିକି
ତୋହ ଆଖି ଚାହିଁକି
ସତ ମୁଁ ଜାଣିଲି
ଗାଇବି ମୁଁ ଆଜି
ନାଚିବି ମୁଁ ଆଜି
ଜଗତର ନାଥ ଜଗନ୍ନାଥ
ନା ତ କାଳିଆ
ନା ତୋ କାଳିଆ
ନା ତ କାଳିଆ 🎶
ନା ତ କାଳିଆ
ଚକା ଡୋଳିଆ
ନା ତ କାଳିଆ
କେହି ନାହିଁ ତ ଭଳିଆ
ନା ତ କାଳିଆ
ଚକା ଡୋଳିଆ
ନା ତ କାଳିଆ
କେହି ନାହିଁ ତ ଭଳିଆ
ନା ତ କାଳିଆ
ଚକା ଡୋଳିଆ
ନା ତ କାଳିଆ
କେହି ନାହିଁ ତ ଭଳିଆ