To Badapana Ku Dhik Lyrics in odia

To Badapana Ku Dhik Lyrics in odia

To Badapana Ku Dhik Lyrics in odia

Facebook
WhatsApp
Telegram

Discover the full Odia lyrics of “To Badapana Ku Dhik” with accurate lines and meaning. Read, download, and enjoy this emotional Odia song in Unicode format. Perfect for singing or sharing.

To Badapana Ku Dhik Lyrics in odia

ତୁ ପାଦଟିଏ ମୁଁ ପାଦର ଧୂଳି
କାହିଁକି ଶୁଣିବୁ ମୋ ବିକଳ ଅଳୀ
ତୁ ବ୍ରହ୍ମଦାରୁ ମୁଁ ପାପିନୀରୁ
ଭାରି ଖୁସି ହଉ ମୋ ଲୁହ ଢାଳି
ତୋ ବଡ଼ ପଣକୁ ଧିକ
ତୋ ବଡଧାମକୁ ଧିକ
ତୋ ବଡ଼ ପଣକୁ ଧିକ
ତୋ ବଡଧାମକୁ ଧିକ
ଦୁଃଖ ଯଦି ନ ଶୁଣିବୁ
ଶ୍ରୀମନ୍ଦିରେ କାହିଁ ବସିଛୁ

ହେ ଜଗାରେ 🎶
ହେ ଜଗାରେ 🎶
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ

ମହାବାହୁ ଡାକି ଯଦି ଲୁହ ପିଇବି
ତୋ ସାଥିରେ କହ କାହିଁ ବନ୍ଧୁ ବାନ୍ଧିବି
ଦବୁ ଚିରନିନ୍ଦ୍ରା ମୁଁ ଶୋଇପଡ଼ିବି
ତୋ ଉପରେ କାହିଁ ଆଉ ଭରସା ହେବି ।
ତୋ ବଡ ନାମକୁ ଧିକ
ତୋ ବଡ଼ କାମକୁ ଧିକ
ତୋ ବଡ ନାମକୁ ଧିକ
ତୋ ବଡ଼ କାମକୁ ଧିକ
ନିଜ ହାତେ ଭାଗ୍ୟ ଲେଖି
ନିଜ ହାତେ ପୋଛି ଦଉଛୁ ।

ହେ ଜଗାରେ 🎶
ହେ ଜଗାରେ 🎶
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ

ଵିନ୍ଦୁରୁ ତୁ ମୋତେ ଯଦି ଆକାର ଦେଲୁ
ଅବହେଲା ଆଜି କାହିଁ ମୋତେ କରିଲୁ
କଉ ଜନମର ଶତ୍ରୁତା ପାଇଁ କି
ଏ ଜନମେ ମୋ ଉପରେ ଦାଉ ସାଧିଲୁ

ତୋ ବଡ଼ ନେତ କୁ ଧିକ
ତୋ ବଡ଼ ତୀର୍ଥକୁ ଧିକ
ତୋ ବଡ଼ ନେତ କୁ ଧିକ
ତୋ ବଡ଼ ତୀର୍ଥକୁ ଧିକ
ବଡ଼ ବୋଲି ମନ ଇଚ୍ଛା ସବୁ ମାୟା ଖେଳ ଖେଳୁଛୁ 🎶🎶🎶🎶

ହେ ଜଗାରେ 🎶
ହେ ଜଗାରେ 🎶
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ 🎶
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ🎶
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ🎶
ସିଂହଦ୍ୱାରକୁ କାହିଁ ଖୋଲା ରଖିଛୁ🎶 ।

ହସିଦେ ହସିଦେ ମାଆ ମୋର ଓଡିଆ ଭଜନ | Haside Haside Maa Mora Odia Lyrics
ଜଗନ୍ନାଥ ମାଟିରେ ଜନ୍ମ ଓଡିଆ ଭଜନ ଗୀତ | Jagannath Matire Janma Odia Lyrics – ଶ୍ରୀଜଗନ୍ନାଥ ଭଜନ
Ki Heba Mandu Posile Lyrics | କି ହେବ ମାଣ୍ଡୁ ପୋଷିଲେ

what video – click here

Leave a Comment

You cannot copy content of this page