Read Suna Bhai Tu Mora Odia Song Lyrics – a heartwarming Rakhi special song sung by Pragyan Hota, starring Aswin Tripathy & Simran, directed by Papu Sahoo. Celebrate the bond of brother and sister with this beautiful Odia song.
Suna Bhai Tu Mora Odia Song Lyrics – A soulful Rakhi special song that beautifully celebrates the unbreakable bond between brother and sister. Sung by Pragyan Hota, this touching Odia song features Aswin Tripathy and Simran, with direction by Papu Sahoo. The heartwarming lyrics by Sunil Maharana and melodious music by Shubhransu Nayak make it a perfect dedication for Raksha Bandhan 2025. Whether you’re searching for the full lyrics, or simply want to relive the emotions of sibling love, this song captures it all.
Suna Bhai Tu Mora Odia Song Lyrics
ଗୋଟିଏରେ ଗୋଟେ ଭାଇ ପରା ତୁ ମୋର
ରାଗ ତୋର ଲାଗେ ସତେ ସ୍ନେହ ଆଦର
ଭୁଲ କଲେ ମୋର କଣ ଧରି ଦବୁତୁ ଗାଳି
ମିଛେ ମିଛେ ରାଗି ତ ସାଥିରେ କରିବି କଳି
ରୋଷି ଗଲେ ଦବୁ ମନେଇତୁ ମନକୁ ମୋର
ସବୁଠୁ ମିଠା ବନ୍ଧନ ଆମର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୁ ଥିଲେ ମୋର ଆଉ କାହାକୁ ଡର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତ ସ୍ନେହରେ ଅଛି ଖାଲି ମୋ ଅଧିକାର
🎶🎶🎶🎶
🎶🎶🎶🎶
ମୋ ମନରେ କେବେ ଦବୁନି ଦୁଃଖ
ଝରେଇବୁ ନ ମୋ ଲୁହ
ଟାଣ କଥା କେବେ କହିବୁନି ମୋତେ
ଭାଙ୍ଗିବୁନି ମୋ ହୃଦୟ
ମୋ ସୁନା ଭାଇ ତୁ ମୋ ହସ ଖୁସି
ତୁ ମୋର ପିଲାଦିନ
ମୋ ସୁଖ ଦୁଃଖରେ ଛାଇ ହେଇଥିବୁ
ମୋ ସାଥିରେ ସବୁଦିନ
ଆମ ସ୍ନେହ ପ୍ରେମ ହସ ଲୁହ ଆମ ଖୁସିରେ
ନ ଲାଗୁରେ କେବେ କାହା ନଜର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୁ ଥିଲେ ମୋର ଆଉ କାହାକୁ ଡର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତ ସ୍ନେହରେ ଅଛି ଖାଲି ମୋ ଅଧିକାର
. 🎶🎶🎶🎶🎶
. 🎶🎶🎶🎶
ତୁ ଥିଲେ ମୋ ସାଥେ ହାରିବିନି କେବେ
ଯିତିବି ମୁଁ ସବୁଥିରେ
ତ ଗାଳି ମୋ ପାଇଁ ଆଶୀର୍ବାଦ ହେଇ
ରହିଥାଉ ମୋ ସାଥିରେ
ଗୋଟିଏ ପକ୍ଷୀ ର ଆମେ ଦୁଇ ପର
ମାଆ କହୁଥିଲା ପରା
ମୋ ଭାଇ ପରିକା କିଏ ଆଉ ହବ
ଆଣିଦେବ ଜହ୍ନ ତାର
ସବୁ ଜନମରେ ଆସିବି ତୋ ଭଉଣୀ ହେଇ
ହାତେ ବାନ୍ଧିଦେବୀ ସୁନା ରାକ୍ଷୀ ତୁ ମୋର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୁ ଥିଲେ ମୋର ଆଉ କାହାକୁ ଡର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତ ସ୍ନେହରେ ଅଛି ଖାଲି ମୋ ଅଧିକାର
🎶🎶🎶🎶
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତୁ ଥିଲେ ମୋର ଆଉ କାହାକୁ ଡର
ସୁନା ଭାଇ ତୁ ମୋର ତୁ ମୋ ସ୍ନେହ ଆଦର
ତ ସ୍ନେହରେ ଅଛି ଖାଲି ମୋ ଅଧିକାର
Click here to listen on YouTube
Nandighose Bije Nanda Nandana Lyrics | ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ