Best 50 Odia Quote Amarbani

Odia Quote Amarbani

Best 50 Odia Quote Amarbani

Facebook
WhatsApp
Telegram

Odia Quote Amarbani : Odia is the official language of Odisha, India. It is one of the oldest Indo-Aryan languages in the world. Odisha means “the eastern province” in Sanskrit and Odia means “Oriya language”. The naming of Odisha and its language (Odia) indicates that it used to be a part of the ancient state known as Kalinga encompassing parts of coastal East India. This is a list of notable Odia language writers from OdishaIndia from the 8th century onward.

ଅମର ବାଣୀ

ଜିଇବାକୁ ଇଚ୍ଛା ଯେବେ ଜିଅ ସିଂହ ପରି,
କୁକୁର ପରାୟେ କିଆଁ ସଦା ଡରି ଡରି |
ଫିଙ୍ଗି ଦୂରେ ଆତ୍ମଗ୍ନାନି ଛାଡ଼ି ଭୀମରଡ଼ି
ସଂଗ୍ରାମରେ ଅଗ୍ରସର ହୁଅ ଅଣ୍ଟା ଭିଡ଼ି ।

ଲକ୍ଷ୍ମୀକାନ୍ତ ମହାପାତ୍ର

ମିତ୍ରେ ଶୁଣି ବୋଇଲେ ଜୀବନ ରଖ ଜୀବନରୁ ଅଧୂକ କେହି ନ ଲେଖ ହେ ।
ଜୀବନ ଥଲେ ହୋଇ ସବୁ ପ୍ରାପତ ହୁଅଇ ସମ୍ଭାବିତ ଅସମ୍ଭାବିତ ହେ ।

ଉପେନ୍ଦ ଭଞ୍ଜ

କେହିତ କାହରି ନୁହଁନ୍ତି ରାଜନ ମାୟାମୟ ଭବ ହାଟେ
ଆପଣା ଆପଣା କଉଡି ସରିଲେ ଫେରୁଛନ୍ତି ନିଜବାଟେ

ଗଙ୍ଗାଧର ମେହେର

ଜଗତରେ କିଛି ନୁହେଁ ସ୍ଥିର – ଅଢେଇ ଦିନର ଭବ ଖେଳ
ଜୀବନ ଯୌବନ କାହିଁ ଚିର – ତା କେବଳ ମାୟା ମୋହ ଖେଳ

ନନ୍ଦକିଶୋର ବଳ

ଭ୍ରାନ୍ତ ଜୀବ ମୋହପାଶେ ହରାଇ ବିବେକ
ଆତ୍ମକାର୍ଯ୍ୟ ଫଳ ଭୁଞ୍ଜେୋ ଯନ୍ତ୍ରଣା ଅନେକ ।

ଫକୀରମୋହନ

ସ୍ଵର୍ଣ୍ଣ ଯେବେ ନିଆଁରେ ପୋଡ଼େ, ଅକୁହା କଥା ମରମେ ମାରେ,
ସେଇ ଯେ ତା’ର ଭାଗ୍ୟୋଦୟ ନପାରେ ଜାଣି ଅଜ୍ଞାତରେ |

ମାୟାଧର ମାନସିଂହ

ବିଧାତା ବିଚିତ୍ର ମାୟା କେ ବୁଝିବ ମନୁଷ୍ୟ ଜନମ ପାଇ,
କେତେ ରତ୍ନ କେତେ ଦୁଲ୍ଲଭ ସଙ୍ଖାଳି ଲୁଚାଇ ରଖୁଛି କାହିଁ ।

ଗୋଦାବରୀଶ ମିଶ୍ର

ଜାଣେ ଏ ଜୀବନ ନୂହେଁ ଜଳର ବୁଦ୍‌ବୁଦ
ନିତି ନବ କର୍ତ୍ତବ୍ୟରେ ହେବି ମୁଁ ଉଦ୍‌ବୁଦ୍ଧ ।

ଫକିରମୋହନ ସେନାପତି

ଯାହାଠାରେ ସତ୍ୟ, ପବିତ୍ରତା,
ନିଃସ୍ଵାର୍ଥପରତା ବିଦ୍ୟମାନ, ବାଧା
ବିପଭି ତା’ର କ’ଣ କରିବ ?
ଜଗତ୍‌ବାସୀ ତାହା ବିରୋଧରେ
ଦଣ୍ଡାୟମାନ ହେଲେ ସୁଦ୍ଧା ତାହାର
କୌଣସି ଅନିଷ୍ଟ ହୁଏ ନାହିଁ ।

ସ୍ବାମୀ ବିବେକାନନ୍ଦ

ଅନ୍ୟକୁ ଦୁଃଖ ଦେଇ ଯେଉଁ ସୁଖ ଲାଭ
କରାଯାଏ, ସେ ସୁଖ ଆଦୌ ଲୋଡ଼ା ନୁହେଁ

-ବୁଦ୍ଧଦେବ

କାହା ମନରେ ସନ୍ତାପ ନ ଦେବା ହେଉଛି ଅହିଂସା

ମହାତ୍ମା ଗାନ୍ଧୀ

କର୍ତବ୍ୟ ପଥେ ବିପଦେ ନ କର ଖାତର, ବିପଦର ବିଭୀଷିକା ବଢ଼େ କରମୁତ୍ତ
ବିପଦ ଗର୍ଭରୁ ଯେହୁଁ ସିଦ୍ଧି ଆଣିପାରେ, କାଳ ସୁଦ୍ଧା ପରାଜୟ ମାନେ ତାହାଠାରେ l

ଖଗେଶ୍ୱର ଶେଠ

କର୍ମ ହିଁ ଜୀବନ କର୍ମ ହିଁ ଉଦ୍ଦେଶ୍ୟ ଜଡତା ଜୀବନ୍ତ ମରଣ ସିନା ଦୁର୍ଲଭ ମାନବ ଜନମ ବିଅର୍ଥ ଜୀବନ କର୍ତ୍ତବ୍ୟ ସାଧନ ବିନା l

ନନ୍ଦ କିଶୋର ବଳ

ସତ୍ୟରେ ମରିବି ସତ୍ୟରେ ତରିବ ଏହି ଆଜ୍ଞା ମୋତେ ହେଉ କହେ ଭୀମ ଭୋଇ ଏ ମର୍ତ୍ତ୍ୟ ମଣ୍ଡଳେ ଯଶ ଅପଯଶ ଥାଉ l

ଭୀମ ଭୋଇ

ସତ୍ୟବାଦୀ ହୋଇ କ୍ଷଣେ ବଞ୍ଚିଥିଲେ ଯୁଗେ ବଞ୍ଚିଥିବା ପାରି ତୁଷାମୋଦୀ ହୋଇ ଆମର ହେଲେ ହେଁ ମରିଯିବା ସଙ୍ଗେ ପରି l

ରାଧାନାଥ

ସତ୍ୟ କି ରହିବ ଗୋପନ କାହିଁରେ ଅଣ୍ଟିରେ କି ଲୁଚେ ନିଆଁ ଶତ ଆବରଣ ଫୁଟି ବିକଶିବ ବିସ୍ମିତ କରି ଦୁନିଆଁ l

ବାଞ୍ଛାନିଧି ଦାସ

ଯାହାଠାରେ ସତ୍ୟ, ପବିତ୍ରତା,
ନିଃସ୍ୱାର୍ଥପରତା ବିଦ୍ୟମାନ, ବାଧା
ବିପତ୍ତି ତା’ର କ’ଣ କରିବ ?
ଜଗତବାସୀ ତାହା ବିରୋଧରେ
ଦଣ୍ଡାୟମାନ ହେଲେ ସୁଦ୍ଧା ତାହାର
କୌଣସି ଅନିଷ୍ଟ ହୋଏ ନାହିଁ l

ସ୍ୱାମୀ ବିବେକାନନ୍ଦ

ନିଜର ଚରିତ୍ର ଯା’ର ଅମୂଲ୍ୟ ସମ୍ପଦ ଅପରକୁ ଦିଏ ନାହିଁ ଭୟ
ନିର୍ଭକ ସେ, ପଥ ତା’ର ସଦା ନିରାପଦ ସବୁଠାରେ ଲଭେ ସେହୁ ଜୟ l

-କାଳିନ୍ଦୀ ଚରଣ

Odia Quote Amarbani Image Download

Hanuman Chalisa in Odia Click Here

Odia Quote Amarbani, Odia Quote Amarbani, Odia Quote Amarbani, Odia Quote Amarbani

Leave a Comment

You cannot copy content of this page