Nandighose Bije Nanda Nandana Lyrics | ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ

Nandighose Bije Nanda Nandana Lyrics

Nandighose Bije Nanda Nandana Lyrics | ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ

Facebook
WhatsApp
Telegram

Nandighose Bije Nanda Nandana Lyrics in Odia (ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ) – Devotional Jagannath bhajan lyrics with full text in Odia script. Sing along to the spiritual song of Lord Jagannath with meaning and melody.

Nandighose Bije Nanda Nandana Lyrics

ଜୟ ଜଗନ୍ନାଥ…..
ଜୟ ଜଗନ୍ନାଥ…..
🎶🎶🎶🎶
🎶🎶🎶🎶
ଶୁଣ ଗୋ ସଖି ଶୁଣ ସଜନୀ
🎶🎶🎶🎶
ଶୁଣ ଗୋ ସଖି ଶୁଣ ସଜନୀ
ଏମିତି ଦିଅ କାହିଁ ଦେଖିନି
ତା ନାଲିଆ ହସ ବାଙ୍କ ଚାହାଣି
କରିଛି ମତେ ସତେକି ଗୁଣି
ତା ସାଥେ ବନ୍ଧା ପରା ଭାବ ବନ୍ଧନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ


🎶🎶🎶🎶
🎶🎶🎶🎶
ରସିକ ନାଗର ମୋ ଶ୍ୟାମ ସୁନ୍ଦର
ଚକା ଆଖିରେ ଆଖି ମିଶିଲେ
ଲୁହ ଝରିଯାଏ ଝରଝର
🎶🎶🎶🎶🎶
ଭାବର ସହର ତା ଶ୍ରୀ କ୍ଷେତର
ଭାବ ବଳିଆ ବାଙ୍କ ଚୁଳିଆ
ମୋ କଳା ଠାକୁର
ଦେଖ ସାଙ୍ଗରେ ଘେନି ଭାଇ ଭଉଣୀ
ଭକତ ପାଖେ ଆସିଛି ପୁଣି
ସବୁ ଭାବ ତାର ସେ ହୃଦଚନ୍ଦନ 🎶🎶

ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
🎶🎶🎶🎶🎶
ହେ କଳା ମାଣିକ ମୋରକଳା ଦିଅଁ
ତୁମ ନାମର ତୁମ ଧାମର
କରୁଥିବି ପ୍ରଭୁ ଜୟ ଜୟ

   🎶🎶🎶🎶🎶

ଜୀବନ ରଥରେ ଦଉଡି ସମୟ
ଦେଲେ ଦଉଡି ଯିବଲୋ ଛିଡି
ନେବାରେ ବିଦାୟ
ସିଏ ଦର୍ଶନ ଦିଏ ମନଟି ଜାଣି
ହେଲି ମୁଁ ଧନ୍ୟ ତା ରଥ ଟାଣି
ସବୁ ଓଡ଼ିଆର ସେ ପ୍ରାଣ ସ୍ପନ୍ଦନ

ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ🎶
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ🎶
ନନ୍ଦିଘୋଷରେ ବିଜେ ନନ୍ଦ ନନ୍ଦନ 🎶
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ 🎶
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ
ନନ୍ଦିଘୋଷରେ ବିଜେ ନନ୍ଦନନ୍ଦନ 🎶🎶

Ama Gaan Ananta Lyrics in Odia
ହସିଦେ ହସିଦେ ମାଆ ମୋର ଓଡିଆ ଭଜନ | Haside Haside Maa Mora Odia Lyrics
ଜଗନ୍ନାଥ ମାଟିରେ ଜନ୍ମ ଓଡିଆ ଭଜନ ଗୀତ | Jagannath Matire Janma Odia Lyrics – ଶ୍ରୀଜଗନ୍ନାଥ ଭଜନ
Ki Heba Mandu Posile Lyrics | କି ହେବ ମାଣ୍ଡୁ ପୋଷିଲେ
Mo Kalia Asuchi Rathare Lyrics in Odia – Jagannath Bhajan
To Badapana Ku Dhik Lyrics in odia

Leave a Comment

You cannot copy content of this page