ead the full lyrics of the soulful Odia devotional song “Jaga To Premare Padichi Mu” sung by Sourav Bharadwaj with music by Amaresh Mishra. Lyrics are penned by Sudhansubala Pradhan and presented by Jema Creation Bhakti under Adyasha Production.
Jaga To Premare Padichi Mu Odia Bhajan Lyrics
ନୀଳ କନ୍ଦରରେ ତୁ
ମୋ ହୃଦ କନ୍ଦରରେ ତୁ
ରତନ ବେଦିରେ ତୁ
ମୋ ମନ ବେଦିରେ ତୁ
🎵🎵🎵🎵
ନୀଳ କନ୍ଦରରେ ତୁ
ମୋ ହୃଦ କନ୍ଦରରେ ତୁ
ରତନ ବେଦିରେ ତୁ
ମୋ ମନ ବେଦିରେ ତୁ
ଯେଣେ ମୁଁ ଚାହୁଁଛି ତତେ ଦେଖୁଅଛି
ଆଖିରେ ବସିଛୁ ତୁ
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
🎵🎵🎵🎵
ସକାଳୁ ଉଠି ମୁଁ ଯେବେ
ନିଜକୁ ଦେଖେ
ମୋ ମୁହଁ ବଦଳେ ମୋତେ
ତୋ ମୁହଁ ଦିଶେ
ଓଃ……
ଡାକିବାକୁ ପଡେ ଯେବେ ତା ନାମ ଧରି
ତ ନାମ ତୁଣ୍ଡରୁ ମୋର ଯାଏ ବାହାରି
କଳ୍ପବଟ ମୂଳେ ତୁ
ମୋ ବାତାକି ବିଲରେ ତୁ
ନିନ୍ଦିଘୋଷ ରଥେ ତୁ
ମୋ ବାଲିରଥ ରେ ତୁ
ଯେଣେ ମୁଁ ଚାହୁଁଛି ତତେ ଦେଖୁଅଛି
ଆଖିରେ ବସିଛୁ ତୁ
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ବାଡ଼ି ପୋଖରୀରେ ନୀତି ମୁଁ ଗାଧୋଏ ଯେବେ
ନରେନ୍ଦ୍ର ସ୍ନାହାନ ପରି ମୁଁ ଅନୁଭବେ
ଓଃ……
ଭୋକ ଲାଗିଲେ ପିଅଇ ଯେବେ ମୁଁ
ବାସି ତୁରାଣୀ
ଲାଗେ ମୁଁ ପିଉଛି ପେଟେ ତୋ ଟଙ୍କ ତୁରାଣୀ
ଷାଠିଏ ପଉଠି ରେ ତୁ
ମୋ ଖୁଦମୁଠିକରେ ତୁ
ଛପନ ଭୋଗରେ ତୁ
ମୋ ବାଡ଼ିନଡିଆରେ ତୁ
ଯେଣେ ମୁଁ ଚାହୁଁଛି ତତେ ଦେଖୁଅଛି
ଆଖିରେ ବସିଛୁ ତୁ
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ 🎶
ଜଗା ତୋ ପ୍ରେମରେ ପଢିଛି ମୁଁ ….